ବଡ ଖବର – ନୂଆ ବର୍ଷରେ ନୂଆ ପ୍ଲାନ ମୋବାଇଲ ଇଣ୍ଚରନେଟ ବ୍ୟବହାର କାରିଙ୍କ ପାଇଁ ହେବ ମହଙ୍ଗା ଜାଣନ୍ତୁ କ’ଣ କ’ଣ

0

ଆମ ଦେଶ ଆଉ ଆଗ ଦେଶ ହୋଇ ନାହିଁ, ବହୁ ଆଗକୁ ଗଲାଣି। ଦେଶ ର ପ୍ରତ୍ୟେକ ଲୋକ ଏବେ ବିକାଶ ଆଡକୁ ଆଗଉଛନ୍ତି। ଦେଖିବାକୁ ଗଲେ ସମୟ ଆଗକୁ ଯେତେ ବଢୁଛି ସମୟ ସହ ତାଳ ମିଶାଇ ଦେଶ ମଧ୍ୟ ଆଗକୁ ଆଗେଇବାରେ ଲାଗିଛି। ଦେଶରେ ଆଧୁନିକତା ର ଅଗ୍ରଗତି ହୋଇଛି, ଏହା ଦ୍ୱାରା ଲୋକ ମାନଙ୍କୁ ଆଜି ଅନେକ ସୁବିଧା ମଧ୍ୟ ମିଳି ପାରୁଛି। ଏହା ଦ୍ୱାରା ଲୋକ ମାନେ ଅନେକ ସୁବିଧା ର ଫାଇଦା ମଧ୍ୟ ଉଠଉଛନ୍ତି। ଏହା ଦ୍ୱାରା ଲୋକ ମାନେ ଅନେକ ଉପକୃତ ମଧ୍ୟ ହେଉଛନ୍ତି।

ବୈଜ୍ଞାନିକ ମାନେ ନିଜର ଜ୍ଞାନ କୌଶଳ ଦ୍ୱାରା ଅନେକ ନୂତନ ନୂତନ ଜିନିଷ ସବୁ ର ଉଦ୍ଭାବନ ମଧ୍ୟ କରୁଛନ୍ତି। ଏହି ସବୁ ଜିନିଷ ଆମ ଦେଶ ପାଇଁ ଏବଂ ଆମ ଦେଶର ଲୋକ ମାନଙ୍କ ପାଇଁ ଅନେକ ଲାଭ ଜନକ ମଧ୍ୟ ହେଉଛି। ଏପରି ଅନେକ ଜିନିଷ ଅଛି ଯାହା ଦ୍ୱାରା ସାରା ବିଶ୍ଵର ଲୋକ ବହୁତ ଉପକୃତ ମଧ୍ୟ ହେଉଛନ୍ତି।  ତେବେ ଆମ ଦେଶରେ ଏବଂ ସାରା ବିଶ୍ଵରେ ବହୁଳ ବ୍ୟବହାର ହେଉଥିବା ଜିନିଷ ଟି ହେଉଛି ସ୍ମାର୍ଟ ଫୋନ୍। ଏହା ଦ୍ୱାରା ସବୁ ଲୋକ ଅନେକ ଉପକୃତ ହେଉଛନ୍ତି। ତେବେ ଯଦି ଆମେ ଦେଖିବାକୁ ଯିବା ଏବେ ର ଯୁବ ପିଢି ଅଧିକ ମାତ୍ରାରେ ସ୍ମାର୍ଟ ଫୋନ୍ କୁ ୟୁଜ୍ କରୁଛନ୍ତି।

ସେମାନେ ଏହି ସ୍ମାର୍ଟ ଫୋନ୍ ଦ୍ୱାରା ସୋସିଆଲ୍ ସାଇଟ୍ ରେ ବେଶୀ ବିଜି ରହୁଛନ୍ତି। ଏହି ସ୍ମାର୍ଟ ଫୋନ୍ ଦ୍ୱାରା ଲୋକ ମାନଙ୍କର ଅନେକ ସୁବିଧା ମଧ୍ୟ ହେଉଛି। ଘରେ ବସି ଲୋକ ମାନେ ସବୁ କାମ କରିପାରୁଛନ୍ତି ଏହି ସ୍ମାର୍ଟ ଫୋନ୍ ଦ୍ୱାରା। ତେବେ ଆମେ ସିନା କହୁଛୁ ସ୍ମାର୍ଟ ଫୋନ୍ ଦ୍ୱାରା ସବୁ କାର୍ଯ୍ୟ ହୋଇଯାଉଛି, ଏହି ସବୁ କାମ ପାଇଁ ଏକ ଜିନିଷ ର ଆବଶ୍ୟକତା ରହିଛି, ତାହା ହେଉଛି ମୋବାଇଲ୍ ପ୍ଲାନ୍ ବା ଯାହାକୁ ଆମେ ଫୋନ୍ ତାରିଫ୍ ବୋଲି ମଧ୍ୟ କହିଥାଉ।

ଯେକୌଣସି କାମ ଆମେ ମୋବାଇଲ ଦ୍ୱାରା କରିବା ସେସବୁ ପାଇଁ ଆମକୁ ଏହି ମୋବାଇଲ୍ ପ୍ଲାନ୍ ଟି ର ଆବଶ୍ୟକତା ରହିଛି। ଯାହା ଦ୍ୱାରା ଆମେ ଇଣ୍ଟରନେଟ ସୁବିଧା ଏବଂ ମୋବାଇଲ୍ ରେ କଥା ହେବା ପାଇଁ ମଧ୍ୟ ସୁବିଧା ପାଇଥାଉ। ତେବେ ଏହି ନୂଆବର୍ଷ ଠାରୁ ଏହି ମୋବାଇଲ୍ ତାରିଫ୍ ରେ ଏକ ବିରାଟ ପରିବର୍ତ୍ତନ ହେବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା ସେହି ପରିବର୍ତ୍ତନ ସମ୍ପର୍କରେ।


ନୂଆବର୍ଷ ଠାରୁ ମୋବାଇଲ ରେ କଥା ହେବା ହେବ ମହଙ୍ଗା, ଇଣ୍ଟରନେଟ ସୁବିଧା ମଧ୍ୟ ହେବ ମହଙ୍ଗା। ଆସନ୍ତା ଡିସେମ୍ବର ଶେଷ କିମ୍ବା ଜାନୁଆରୀ ପ୍ରଥମ ସପ୍ତାହ ରୁ ମୋବାଇଲ ତାରିଫ୍ କୁ ୧୫ ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ବଢାଇ ପାରନ୍ତି ଦେଶର ସମସ୍ତ ଟେଲିକମ୍ କମ୍ପାନୀ। ସେମାନଙ୍କ କହିବା କଥା ଟେଲିକମ୍ କମ୍ପାନୀ ମାନେ ଅନେକ ପରିମାଣର କ୍ଷତି ସହୁ ଥିବାରୁ ଏପରି ନିଷ୍ପତ୍ତି ନେବା ଛଡା ସେମାନଙ୍କ ପାଖରେ ଆଉ କିଛି ବି ରାସ୍ତା ନାହିଁ। ଏଡ୍ଜୋଷ୍ଟେଡ୍ ଗ୍ରୋସ୍ ଗ୍ରେଭିନ୍ୟୁ ବା ଏଜି ଆର୍ ସରକାର ବିପୁଳ ରାଜସ୍ୱ ଆଦାୟ କରୁଥିବାରୁ ଟେଲିକମ୍ କମ୍ପାନୀ ଗୁଡିକ ବହୁ ପରିମାଣରେ କ୍ଷତି ସହୁଛନ୍ତି।

ଭୋଡାଫୋନ୍, ଆଇଡିଆ ଡିସେମ୍ବର ଶେଷ ସୁଦ୍ଧା ମୋବାଇଲ୍ ତାରିଫ୍ ୧୫ ରୁ ୨୦ ପ୍ରତିଶତ ବଢାଇ ପାରନ୍ତି। ଭାରତୀୟ ଏୟାରଟେଲ୍ ମଧ୍ୟ ମୋବାଇଲ ତାରିଫ୍ ବଢାଇବା ପୂର୍ବାଭାଷ ମିଳିଛି। କିନ୍ତୁ ରିଲାଏନସ୍ ଜିଓ ତାରିଫ୍ ବଢାଇବା ନେଇ ନିଷ୍ପତ୍ତି ନେଇ ସାରିବା ପରେ ଏୟାରଟେଲ୍ ପଦକ୍ଷେପ ନେବ ବୋଲି ଜଣା ପଡୁଛି। ସରକାର ପ୍ରବଳ ପରିମାଣ ର ରାଜସ୍ୱ ଆଦାୟ କରୁଥିବାରୁ, ଟେଲିକମ୍ କମ୍ପାନୀ ଗୁଡିକୁ ୨୫ ପ୍ରତିଶତ ପର୍ଯ୍ୟନ୍ତ ତାରିଖ୍ ବଢେଇବାକୁ ପଡିବ ବୋଲି କେତେକ ଟେଲିକମ୍ କମ୍ପାନୀ ଦାବି କରିଛନ୍ତି।ତେବେ ଏକା ଥରେ ବଢାଇବା ସମ୍ଭବ ନୁହେଁ ସେଥିପାଇଁ ଦୁଇ ରୁ ତିନି ଥର କରି ତାରିଖ୍ ବଢାଇବେ ଟେଲିକମ୍ କମ୍ପାନୀ। 2019 ମସିହା ରେ ପ୍ରଥମ ଥର ପାଇଁ ତାରିଖ୍ ବସାଇଥିଲେ ସମସ୍ତ ଟେଲିକମ୍ କମ୍ପାନୀ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।