ହବିଷ୍ୟାଳି କାର୍ତ୍ତିକ ମାସରେ କାହା ସହ ସମ୍ପର୍କ ରଖିବା ଉଚିତ୍ ନୁହେଁ?ଏଭଳି ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, କଣ ଆପଣ ଦେଇ ପାରିବେ ?

0

ଆଜିର ଏହି ଜଗତ ରେ ଯେତେ ଜ୍ଞାନ ଜାଣିଲେ ମଧ୍ୟ ଜ୍ଞାନ ର ଅଭାବ ରହି ଥାଏ । ଯେତେ ପ୍ରକାର ଜ୍ଞାନ ଜାଣିଲେ ମଧ୍ୟ ଆମ ଓଡ଼ିଶା ର କିଛି ଏମିତି କିଛି ସ୍ଥାନ ରହିଥାଏ,ତାହା ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇ ଥାଏ । କେତେକ ପ୍ରଶ୍ନ ର ଉତ୍ତର ଜାଣି ଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ । ସେମିତି କିଛି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ କିନ୍ତୁ ଏହା ର ଉତ୍ତର ବହୁତ ସହଜ ହୋଇ ଥାଏ ।

ତେବେ ଏହି ଜ୍ଞାନ ଆମକୁ ବହୁତ ଆଗକୁ ନେଇଯିବ। ତେବେ ଏହି ସବୁ ଛୋଟ ଛୋଟ କଥା । ଯାହା ଆମର ଜାଣିବା ଦରକାର। ତାକୁ ପ୍ରତିଦିନ ପଢିବା ଦରକାର। ସରକାର ଏହି ପାଠ କୁ ଆମର ଶିକ୍ଷା ସହ ଜଡିତ କରିଛନ୍ତି। ତେବେ ସେହି ପରୀକ୍ଷା ରେ ଏଭଳି ସାଧାରଣ ଜ୍ଞାନ ର୍ ପ୍ରଶ୍ନ ପଚାର ଯାଏ।ତେବେ ଆସନ୍ତୁ ଜାଣିବା ଏମିତି କିଛି ପ୍ରଶ୍ନ ଓ ଉତ୍ତର ଯାହା ଆପଣ କେବେ ଜାଣି ନଥିବେ। କି କେବେ ଶୁଣି ନଥିବେ।

୧)ହଲେ କହିଲେ କେତୋଟି ?
ଉତ୍ତର:- ୨ ଟି

୨) ଝାଡଖାଇ  ଦିନ କିଏ ସବୁଠାରୁ ଅଧିକ ମାଡ ଖାଇଥାଏ?
ଉତ୍ତର :- ଛେଳି କୁକୁଡ଼ା

୩) ଶାମ୍ବ ଦଶମୀ ରେ କେଉଁ ଠାକୁର ଙ୍କୁ ପୂଜା କରା ଯାଏ ?
ଉତ୍ତର:- ସୂର୍ଯ୍ୟ

୪)ଘରେ କିଛି ଜିନିଷ ମୂଷା କିମ୍ବା ବିଲେଇ ଠାରୁ ରକ୍ଷା କରିବା ପାଇଁ ଝୁଲେଇ ରଖି ଥିବା ଆଧାର କୁ କଣ କୁହା ଯାଏ ?
ଉତ୍ତର:-ଶିକା

୫)ଆମ ପରମ୍ପରା ରେ ଜଣକୁ କେତେ ବର୍ଷ ହେବା ଯାଏ ପ୍ରତି ବର୍ଷ ତା ପାଇଁ ସତ୍ୟନରୟନ ପାଲା ଆୟୋଜନ କରା ଯାଏ ?
ଉତ୍ତର:- ୧୬

୬)ରାମୟଣରେ ବୈଦେହି ଙ୍କ ପିତା କିଏ ?
ଉତ୍ତର:-ମିଥିଲା ନରେଶ

୭)କେଉଁ ଜିଲ୍ଲା ରେ ଲୋକ ସଭା ଆସନ ନାହିଁ ?
ଉତ୍ତର:-ନୟାଗଡ଼

୮)   ହବିଷ୍ୟାଳି କାର୍ତ୍ତିକ ମାସରେ କାହା ସହ ସମ୍ପର୍କ ରଖିବା ଉଚିତ୍ ନୁହେଁ?
ଉତ୍ତର:-ଆମିଷ

୯)ପୂରାଣ ରେ ରାଧା ଙ୍କ ସ୍ୱାମୀ ଙ୍କ ନାମ କଣ ?
ଉତ୍ତର:- ଚନ୍ଦ୍ରସେନା

୧୦)ଏ ରୋମିଏ କିଏ ?
ଉତ୍ତର:- ବାବୁସାନ।

୧୧)ବରାହ ଦ୍ଵାଦଶୀ କେଉଁ ମାସ ରେ ପଡେ ?
ଉତ୍ତର:-ମାଘ

୧୨) ମେହି କେଉଁ କାମ ରେ ଲାଗେ ?
ଉତ୍ତର:- ବେଙ୍ଗଲା ପକାଇ ବାରେ

୧୩)ମହା ଭାରତ ରେ ବିଦୁର୍ କାହାର ପୁତ୍ର ?
ଉତ୍ତର:- ବ୍ୟାସ

୧୪) ଝିଙ୍କା କଣ ?

ଉତ୍ତର:- ଚୁଲି ର ତିନୋଟି ସୁଙ୍ଗ

୧୫)ମହା ଭାରତ ରେ ଭୀଷ୍ମ ଙ୍କର ମୂଳ ନାମ କଣ ?
ଉତ୍ତର:- ଦେବ ବ୍ରତ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।