ସ୍ବାମୀଙ୍କ ମୃତ୍ୟୁର ୪ ଦିନ ପର୍ଯ୍ୟନ୍ତ ଅନ୍ତିମ ସଂସ୍କାର କଲେ ନାହିଁ ସ୍ତ୍ରୀ କାରଣ ଶୁଣିଲେ କହିବେ ଏ କେଉଁ ଭଳି ନାରୀ

0

ଭଗବାନ ନାରୀ ମାନଂକୁ ଏ ପୃଥିବିରେ ଜନ୍ମ ଦେଇଛନ୍ତି। ତେବେ ନାରୀ ମାନେ ହେଉଛନ୍ତି , ସବୁ ଠୁ ଅଲଗା, ଅନେକ ଦୁଃଖ କଷ୍ଟ ସହି ଥାନ୍ତି ତେଣୁ ନାରୀ ମାନେ ମା ହୋଇ ଥାନ୍ତି। ତାଙ୍କ ଭିତରେ ଅନେକ ସାହସ , ଅନେକ କଷ୍ଟ ଅନେକ ଦୁଃଖ ରହି ଥାଏ କିନ୍ତୁ ସେ ବାହାରକୁ ଦେଖାଏ ନାହିଁ। ତେବେ ସେ ନିଜେ ସବୁ କଷ୍ଟ ସହି ଯାଏ,ଗୋଟେ ମହିଳା କୁ ଭଗବାନ ମା ହେବାର , ସ୍ତ୍ରୀ ହେବାର , ଝିଅ ହେବାର ସୋଭାଗ୍ୟ ଦେଇଛନ୍ତି। ତେବେ ଗୋଟେ ମହିଳା ପାଇଁ ତା ସ୍ୱାମୀ ହିଁ ସବୁ କିଛି ହେଇ ଥାଏ କାରଣ ତା ସହ ସେ ଜୀବନ ସାରା ରହିବ।ତେବେ ସବୁ ଦୁଃଖ କୁ ସହି ସେ ଆଗେଇ ଚାଲେ ହେଲେ ପ୍ରଥମ ରୁ ହିଁ ନାରୀ ମାନଂକୁ ତଳକୁ ପକାଇ ଦେଇ ଛନ୍ତି ,ଅନେକ କଷ୍ଟ ଆଉ ଯନ୍ତ୍ରଣା ଦେଉଛନ୍ତି। ତେବେ ନାରୀ ମାନଙ୍କ ସହ ଅନେକ ପ୍ରକାର ଅନ୍ୟାୟ ଅତ୍ୟାଚାର ହେଉଛି ,ଯାହା ଆଗରୁ ହେଉ ଥିଲା ଆଉ ଏବେ ମଧ୍ୟ ହେଉଛି।


ତେବେ ଆଜିକାଲି ସମାଜରେ ନାରୀ ମାନେ ବହୁତ ବଦଳି ଗଲେଣି ସବୁବେଳେ ନିଜ କଥା ଭାବୁଛନ୍ତି ,ନିଜେ କେମିତି ଭଲ ରେ ରହିବେ।ନାରୀ ମାନେ ନିଜର ଖୁସି ପାଇଁ ଅନେକ ଭୁଲ କାମ କରୁଛନ୍ତି,ଯାହା ଦ୍ୱାରା ଅନେକ ଲୋକ ଙ୍କୁ ଏହାର ପରିଣାମ ଭୋଗିବାକୁ ପଡୁଛି। ତେବେ ସେମିତି ଏକ ଘଟଣା ଦେଖିବାକୁ ମିଳିଛି, ଜଣେ ସ୍ତ୍ରୀ ବି ଏମିତି ନିଷ୍ଠୁର ହୋଇ ପା ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ସୂଚନା ଅନୁସାରେ ଉତ୍ତରପ୍ରଦେଶ ସିଦ୍ଧାର୍ଥନଗର ଜିଲ୍ଲାର ଉସକା ବଜାର ଅଞ୍ଚଳରେ ରହୁଥିଲେ ଗଜେନ୍ଦ୍ର ପ୍ରସାଦ । ଗଜେନ୍ଦ୍ରଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ଅଞ୍ଜୁ ୪ଦିନ ପର୍ଯ୍ୟନ୍ତ ସ୍ବାମୀଙ୍କ ଶବ ସତ୍କାର ନକରିବାକୁ ଜିଦ୍ ଧରିଥିଲେ । ତାଙ୍କ ଜିଦ୍ ଥିଲା ପ୍ରଶାସନ ପ୍ରଥମେ ତାଙ୍କ ସ୍ବାମୀ ଘରକୁ ତାଙ୍କ ନାଁରେ କରନ୍ତୁ, ତାପରେ ସେ ଶବ ସଂସ୍କାର କରିବେ । ଗଜେନ୍ଦ୍ରଙ୍କ ପରିବାର ଲୋକ ସେହି ଘରେ କବଜା କରି ରହିଥିବା ସେ ଅଭିଯୋଗ କରିଥିଲେ ।


ତେବେ ଗତ ରବିବାର ଦିନ ଗଜେନ୍ଦ୍ର ଙ୍କର ମୁର୍ତ୍ୟୁ ହୋଇ ଥିଲା। ତେବେ ମୁର୍ତ୍ୟୁ ପରେ ତାଙ୍କ ସ୍ତ୍ରୀ କହି ଥିଲେ ଯେ ପୁଅ ଗୁଜୁରାଟ ରୁ ନ ଆସିବା ଯାଏ ସବ କୁ ପୋଡା ଯିବ ନାହିଁ।ତେବେ ପୁଅ ଫେରିବା ପରେ ମଧ୍ୟ ଶବ ର ସତ୍କାର ହୋଇ ନ ଥିଲା।ପରେ ପୋଲିସ ତଦନ୍ତ ପରେ ତାଙ୍କ ସ୍ତ୍ରୀ କହିଲେ ଯେ ଆଗ ଜାଗା ତାଙ୍କ ନାମ ରେ କରା ଯାଉ,ଦେଲେ ସବ ସତ୍କାର ହେବ।ତେବେ ଏହା ଶୁଣି ସବୁ ଆଶ୍ଚର୍ଯ୍ୟ ହୋଇଗଲେ ଉଲ୍ଲେଖଯୋଗ୍ୟ ଯେ, ଗଜେନ୍ଦ୍ର ୨୦୧୬ ମସିହାରେ ଅନ୍ୟ ଜଣଙ୍କୁ ଘର ବିକ୍ରି କରିଦେଇଥିଲେ । ମାତ୍ର ତାଙ୍କ ସ୍ତ୍ରୀ ଗଜେନ୍ଦ୍ରଙ୍କ ମାନସିକ ସ୍ଥିତି ଠିକ୍ ନଥିବା ଦର୍ଶାଇ କୋର୍ଟରେ ଆବେଦନ କରିଥିଲେ ମାତ୍ର ଗଜେନ୍ଦ୍ରଙ୍କ ଘର ତାଙ୍କ ପରିବାରଲୋକଙ୍କ କବଜାରେ ରହିଥିଲା ।


ଏବେ ଗଜେନ୍ଦ୍ରଙ୍କ ମୃତ୍ୟୁ ପରେ ପ୍ରଶାସନ ତାଙ୍କ ନାଁରେ ଘର କରିଦେବାକୁ କହି ଥିଲେ ଅଞ୍ଜୁ । ପୋଲିସ ଏବଂ ପ୍ରଶାସନର ବୁଝାସୁଝା ପରେ ଗଜେନ୍ଦ୍ରଙ୍କ ସାନ ଭାଇ ଅନ୍ତିମ ସଂସ୍କାର କରିଛନ୍ତି । ଘଟଣାରେ ସିଇଓ ଏବଂ ଏସଡିଏମ କହିଛନ୍ତି ଯେ, ମାମଲା କୋର୍ଟରେ ବିଚାରାଧିନ ରହିଛି, କୋର୍ଟ ଯାହା ନିଷ୍ପତ୍ତି ନେବେ ତାହା କାର୍ଯ୍ୟକାରୀ କରାଯିବ ।ତେବେ ଏହା ଏକ ଆଶ୍ଚର୍ଯ୍ୟଜନକ ଘଟଣା ହୋଇଛି,ଯାହା ଏବେ ସବୁ ସ୍ଥାନରେ ଚର୍ଚ୍ଚା ର ବିଷୟ ପାଲଟିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।