ଆପଣଙ୍କ ଘରେ ଟଙ୍କା ପଇସାର ଅଭାବ ରହୁଛି କି …… ଏହି ଫୁଲ ରେ କରନ୍ତୁ ସରଳ ଉପାୟ ଯାହାକି ଆପଣଙ୍କୁ ଧନୀ କରିବାରେ ସାହାଯ୍ୟ କରିବ …

0

ବର୍ତ୍ତମାନ ର ଏହି ବ୍ୟସ୍ତବହୁଳ ଜୀବନ ରେ ପ୍ରାୟ ସମସ୍ତ ଙ୍କ ଘରେ ଅର୍ଥନୈତିକ ସମସ୍ୟା ରହୁଛି । ଏହି ସମସ୍ୟା କୁ ସମାଧାନ କରିବା ପାଇଁ ଲୋକମାନେ ବହୁତ ଚେଷ୍ଟା କରିଥାନ୍ତି। କାରଣ ବର୍ତ୍ତମାନ ର ସମାଜରେ ଟଙ୍କା ପଇସା ହିଁ ସବୁ କିଛି ।ଯଦି ଆପଣଙ୍କ ପାଖରେ ଟଙ୍କା ପଇସାର ଅଭାବ ରହିଛି ତାହାଲେ ଆପଣ କେବେ ହେଲେ ଖୁସିରେ ରହିପାରିବେ ନାହିଁ। ତେବେ ଆମେ ଆଜି ଆପଣ ଙ୍କର ଏହି ଆର୍ଥନୀତିକ ସମସ୍ୟା କୁ ସମାଧାନ କରିବା ପାଇଁ ଏକ ସରଳ ଉପାୟ କହିବାକୁ ଯାଉଛୁ ଯାହାକି ଆପଣଙ୍କୁ ବହୁତ ସାହାଯ୍ୟ କରିବ ।

ଆପଣ ମାନେ ତ ଅପରାଜିତା ଫୁଲ ବିଷୟରେ ଜାଣିଥିବେ । ତେବେ ଏହି ଫୁଲ ଟୀକୁ ନୀଳକଣ୍ଠ ବୋଲି ମଧ୍ୟ କୁହାଯାଏ । ତେବେ ଏହି ଫୁଲ ଟି ଭାରତର ପ୍ରାୟ ସମସ୍ତ ସ୍ଥାନରେ ଦେଖିବାକୁ ମିଳେ । ଏହି ଫୁଲଟି ହନୁମାନ , ଶନି ଦେବ ତଥା ଲକ୍ଷ୍ମୀନାରାୟଣ ଙ୍କର ପ୍ରିୟ ପୁଷ୍ପ ଅଟେ। ତେବେ ଏହି ଫୁଲ ଟିର କିଛି ଏମିତି ମହାତ୍ମା ରହିଛି ଯାହାକି ଆପଣ ଙ୍କର ପରିବାର ର ଭାଗ୍ୟ ବଦଳେଇ ପାରିବ। ତେବେ ଏହି ଫୁଲଟିକୁ ସଂସ୍କୃତରେ ବିଷ୍ଣୁ ପ୍ରିୟା ବୋଲି କୁହାଯାଏ । ଏହି ଫୁଲ ଟି ଗୋଟିଏ ପରିବାରର ଅର୍ଥନୈତିକ ସମସ୍ୟା କୁ ମଧ୍ୟ ସମାଧାନ କରିଥାଏ।


୧. ପ୍ରଥମ ଉପାୟଟି ହେଉଛି ଯେ , ଶନିବାର ଦିନ ରାତିରେ କିଛି ଅପରାଜିତା ଫୁଲରେ ଏକ ମାଳା ପ୍ରସ୍ତୁତ କରନ୍ତୁ ଏବଂ ଏହି ମାଳ ଟୀକୁ ଘରର ମୁଖ୍ୟ ଦୁଆର ରେ ଟାଙ୍ଗୀ ଦିଅନ୍ତୁ । ଏହାକୁ ଟାଙ୍ଗିବା ଦ୍ୱାରା ଘର ଉପର ଥିବା ସମସ୍ତ ନଜର , ଯନ୍ତ୍ରମନ୍ତ୍ର ତଥା ଭୂତ ପ୍ରେତ ସବୁ ଦୁରେଇ ଯିବେ ଏବଂ ଆପଣଙ୍କ ଘରର ସମସ୍ତ ପ୍ରକାରର ସମସ୍ୟାର ମଧ୍ୟ ସମାଧାନ ହୋଇଯିବ ।

୨.ଦ୍ୱିତୀୟ ଉପାୟ ଟି ହେଉଛି , ଆପଣ ଶନିବାର କିମ୍ବା ସୋମବାର ଦିନ ରାତିରେ ପାଞ୍ଚ ଟି ଅପରାଜିତା ଫୁଲ କୁ ତୋଳି ତାହାକୁ ନେଇ ଏକ ନଦୀରେ ଭସେଇ ଦିଅନ୍ତୁ ଏବଂ ଏହି ସମୟରେ ନିଜର ଇଷ୍ଟ ଦେବତାଙ୍କୁ ପ୍ରାର୍ଥନା କରନ୍ତୁ । କିନ୍ତୁ ମନେ ରଖିବେ ଯେ ଏହି ସମୟରେ ଯେପରି ଆପଣଙ୍କୁ କେହି ଦେଖିବେ ନାହିଁ କି ଆପଣ କାହା ସହ କଥା ହେବେ ନାହିଁ । ଏମିତି କରିବା ଦ୍ୱାରା ଘରର ଥିବା ସମସ୍ତ ସମସ୍ୟା ଦୂର ହେବ ସହ ଘରେ ଧନର ବର୍ଷା ହୋଇଥାଏ ।ଏହି ଉପାୟ ଟି ନିଶ୍ଚିତ ଭାବରେ ପାଞ୍ଚ ସପ୍ତାହ ପାଇଁ କରନ୍ତୁ ।


୩.ଏହା ଯେ କେବଳ ଘରର ଦୁଃଖ ଦୂର କରିଥାଏ ତାହା ନୁହେଁ ବରଂ ଏହା ଆପଣଙ୍କୁ ଏକ ଭଲ ଚାକିରୀ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ପ୍ରତିଦିନ ପୂଜା କରିବା ସମୟରେ ଆପଣ ମା ଦୁର୍ଗା କିମ୍ବା ମା ପାର୍ବତୀଙ୍କ ପାଖରେ ୧୧ ଟି ଅପରାଜିତା ଫୁଲ ଅର୍ପଣ କରନ୍ତୁ । ଦେଖିବେ ବହୁତ ଶୀଘ୍ର ଆପଣ ଏକ ଭଲ ଚାକିରୀ କରବେ । ଯଦି ଏହା ସବୁଦିନ କରିପାରୁ ନାହାନ୍ତି ତାହାଲେ ନବରାତ୍ରୀ ର ୯ ଦିନ ଏମିତି କରନ୍ତୁ ।

୪.ଶନିବାର ଦିନ କିଛି ଅପରାଜିତା ଫୁଲକୁ ନେଇ ଭଗବାନ ହନୁମାନଙ୍କ ପାଦ ତଳେ ଅର୍ପଣ କରନ୍ତୁ ଏବଂ ସେଥିରୁ ଗୋଟିଏ ଫୁଲ ଆଣି ନିଜ ପାଖରେ ରଖନ୍ତୁ । ଏହା ଆପଣଙ୍କର ଧନ ସମସ୍ୟା କୁ ଦୂର କରିଦେବ ।

ଇଣ୍ଟେର୍ନେଟ ରୁ ସଂଗୃହିତ କରାଯାଇ ଅଛି । ଏଇ ଖବର ର ସତ ପ୍ରତିଶତ ସତ୍ୟତା ଉପରେ ଆମେ ଦାୟୀ ନୁହଁ । ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।