ନାମ ରୁ ସହଜ ରେ କେମିତି ରାଶି ଜାଣିବା ଉପାୟ ବିଶ୍ବାସ ହେଉନଥିଲେ ପରିକ୍ଷା କରି ନିଜେ ଦେଖନ୍ତୁ

0

ଆମେ ଜ୍ୟୋତିଷ ଶାସ୍ତ୍ର କୁ ଅନେକ ସମୟରେ ବିଶ୍ୱାସ କରୁ। ଆମ ଜନ୍ମ ସମୟରେ ଗଣନା କରି ଜାତକ ତିଆରି କରିବା ଓଡ଼ିଆ ମାନଙ୍କର ଏକ ବଡ଼ ପରମ୍ପରା। ଏହାକୁ ଅନେକାଂଶ ରେ ଲୋକେ ବିଶ୍ୱାସ କରନ୍ତି। ଆପଣ ଜାଣିଥିବେ ମଣିଷ ପିଲା ଜନ୍ମ ହେଲେ ତାର ନାମ କରଣ ସମୟରେ ତାର ଗୁତ୍ର ଏବଂ ନକ୍ଷେତ୍ର କୁ ଗଣନା କର ନାମ କରଣ କରାଯାଇଥାଏ। ତେଣୁ ପିଲାର ନାମ ର ପ୍ରଥମ ଅକ୍ଷର ରୁ ତାର ରାଶି ଜାଣିହେବ। କାରଣ ତାର ନାମ କରଣ ଏହି ରାଶି ଅନୁସାରେ ହୋଇଥାଏ। ତେବେ ଆସନ୍ତୁ ଦେଖିବା ଏହି ୧୨ ରାଶିର ନାମ ର ଅକ୍ଷର କଣ କଣ।


ମେଷ;- ଏହି ରାଶିର ବ୍ୟକ୍ତି ମାନଙ୍କର ନାମ ସାଧାରଣତଃ ପ୍ରଥମ ଅକ୍ଷର ଗୁଡିକ ଏହି ପରି ହୋଇଥାଏ । ଯଥା ;- ଚୁ, ଚେ,ଚୋ, ଲେ, ଲୁ, ଲୋ, ଅ ଇତ୍ୟାଦି।

ବୃଷ;- ଏହି ରାଶିର ବ୍ୟକ୍ତି ମାନଙ୍କର ନାମ ସାଧାରଣତଃ ପ୍ରଥମ ଅକ୍ଷର ଗୁଡିକ ଏହି ପରି ହୋଇଥାଏ । ଯଥା;-ଇ,ଉ, ଏ, ଓ ,ବା, ବୁ, ବେ, ବୋ ,ବ ଇତ୍ୟାଦି।

ମିଥୁନ;– ଏହି ରାଶିର ବ୍ୟକ୍ତି ମାନଙ୍କର ନାମ ସାଧାରଣତଃ ପ୍ରଥମ ଅକ୍ଷର ଗୁଡିକ ଏହି ପରି ହୋଇଥାଏ । ଯଥା;-କୁ, ଘ , ଉଁ, ଛ, କୋ,କେ, କୁ ,କା ଇତ୍ୟାଦି।


କର୍କଟ;-ଏହି ରାଶିର ବ୍ୟକ୍ତି ମାନଙ୍କର ନାମ ସାଧାରଣତଃ ପ୍ରଥମ ଅକ୍ଷର ଗୁଡିକ ଏହି ପରି ହୋଇଥାଏ । ଯଥା ;- ଡ, ଡି, ଡୁ, ଡୋ ଇତ୍ୟାଦି ହୋଇଥାଏ।

ସିଂହ;-ଏହି ରାଶିର ବ୍ୟକ୍ତି ମାନଙ୍କର ନାମ ସାଧାରଣତଃ ପ୍ରଥମ ଅକ୍ଷର ଗୁଡିକ ଏହି ପରି ହୋଇଥାଏ । ଯଥା;-ମା, ମି, ମୁ, ମୋ, ଟେ ଇତ୍ୟାଦି ହୋଇଥାଏ।

କନ୍ୟା;-ଏହି ରାଶିର ବ୍ୟକ୍ତି ମାନଙ୍କର ନାମ ସାଧାରଣତଃ ପ୍ରଥମ ଅକ୍ଷର ଗୁଡିକ ଏହି ପରି ହୋଇଥାଏ । ଯଥା:-ଟୋ, ଟା, ଟୁ, ପ, ପେ, ପୁ, ପୋ ଇତ୍ୟାଦି ହୋଇଥାଏ।

ତୁଳା;- ଏହି ରାଶିର ବ୍ୟକ୍ତି ମାନଙ୍କର ନାମ ସାଧାରଣତଃ ପ୍ରଥମ ଅକ୍ଷର ଗୁଡିକ ଏହି ପରି ହୋଇଥାଏ । ଯଥା:- ରୁ, ରେ, ରୋ, ର , ତା,ତୁ ,ତେ ଇତ୍ୟାଦି ହୋଇଥାଏ।

ବିଛା;- ଏହି ରାଶିର ବ୍ୟକ୍ତି ମାନଙ୍କର ନାମ ସାଧାରଣତଃ ପ୍ରଥମ ଅକ୍ଷର ଗୁଡିକ ଏହି ପରି ହୋଇଥାଏ । ଯଥା ;-ତୋ, ନେ, ନୁ, ନ, ନୋ ,ଯେ,ଯ, ଯୁ ଇତ୍ୟାଦି ହୋଇଥାଏ।

ଧନୁ;- ଏହି ରାଶିର ବ୍ୟକ୍ତି ମାନଙ୍କର ନାମ ସାଧାରଣତଃ ପ୍ରଥମ ଅକ୍ଷର ଗୁଡିକ ଏହି ପରି ହୋଇଥାଏ । ଯଥା:- ଯେ, ଯୋ, ଭ, ଭୁ, ଭି, ଭୋ, ଧ, ଫ ଇତ୍ୟାଦି ହୋଇଥାଏ।


କୁମ୍ଭ;-ଏହି ରାଶିର ବ୍ୟକ୍ତି ମାନଙ୍କର ନାମ ସାଧାରଣତଃ ପ୍ରଥମ ଅକ୍ଷର ଗୁଡିକ ଏହି ପରି ହୋଇଥାଏ । ଯଥା :- ଗୁ, ଗେ, ଗୋ, ଗା ,ଖୁ, ଖେ, ଖୋ , ଗା ,ଗି ଇତ୍ୟାଦି ହୋଇଥାଏ।

ମୀନ;-ଏହି ରାଶିର ବ୍ୟକ୍ତି ମାନଙ୍କର ନାମ ସାଧାରଣତଃ ପ୍ରଥମ ଅକ୍ଷର ଗୁଡିକ ଏହି ପରି ହୋଇଥାଏ । ଯଥା ;-ଦୁ, ଥ, ଝ, ,ଦେ, ହୋ, ଚ, ଚା ଇତ୍ୟାଦି ହୋଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।