ଆପଣ ଯଦି କାହାକୁ ନିଜସ୍ୱ ବଶୀଭୂତ କରିବା ପାଇଁ ଚାହୁଛନ୍ତି ତେବେ ନିଶ୍ଚୟ କରନ୍ତୁ ଏହି ଉପାୟ। ଦେଖିବେ 2 ଦିନ ରେ ଆପଣ ହେବେ ସଫଳ।

0

ପ୍ରତ୍ୟକ ପୁରୁଷ ଚାହିଁଥାନ୍ତି କି ତାଙ୍କୁ ତାଙ୍କ ମନ ପସନ୍ଦର ଝିଅ କିମ୍ବା ମହିଳା ଟିଏ ମିଳୁ। ଯାହା ଦ୍ୱାରା ସେମାନେ ଖୁସିରେ ନିଜର ସମୟ କୁ ବିତେଇ ପାରିବେ। କିନ୍ତୁ ଅଧିକାଂଶ ସମୟରେ ଏପରି ଭାବନା ସଫଳ ହୋଇ ନଥାଏ। କାହିଁକି ନା ପୁରିସ ଟିଏ କୌଣସି ନାରୀ କିମ୍ବା ମହିଳା କୁ ପସନ୍ଦ କରୁଥିଲା ବେଳେ ଅନ୍ୟ ପଟେ ସେହି ଝିଅ ବା ମହିଳା ଜଣଙ୍କ ସେହି ପୁଅ କୁ ନା ପସନ୍ଦ କରିଥାଏ। ଯାହା ଫଳରେ ଏହି ଭଲ ପାଇବା ଏକ ତରଫା ହୋଇ ଯାଇଥାଏ । ଅନେକ ପ୍ରଚେଷ୍ଟା କରି ମଧ୍ୟ ସେମାନେ ଏହି କାର୍ଯ୍ୟ ରେ ସଫଳ ହୋଇ ନାଥାନ୍ତି।


ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଉପାୟ ବିଷୟରେ କହିବା କୁ ଯାଉଛୁ ଯାହାକୁ କରିବା ଦ୍ୱାରା ଆପଣ ବହୁତ ଜଲଦି ନିଜ ମାନ ପାସନ୍ଦର ଝିଅ ବା ମହିଳା କୁ ନିଜର ବସବର୍ତୀ କରି ପାରିବେ। ଏହି ଉପାୟ ଟି ପାଇଁ ଆପଣଂକୁ ଏକ କଞ୍ଚା ହଳଦୀ ଖଣ୍ଡ ର ଆବଶ୍ୟକ ରହିଛି। ଏହା ପରେ ଆପଣଂକୁ ଏକ ନାଲି ସୂତା ଓ ସାଧା କାଗଜ ସହିତ ନାଲି ମାର୍କର ର ଆବଶ୍ୟକ ରହିଛି।

ପ୍ରଥମେ ନାଳି ମାର୍କର ରେ ଆପଣ ଏକ ସାଧା କାଗଜ ଉପରେ ଓଁ ନମଃ ବସମ ଲେଖି ଦିଅନ୍ତୁ। ଏହା ପରେ କାଗଜ ର ଦୁଇ ପଟରେ ଦୁଇଟି ଲୋକ ର ଚିତ୍ର କରନ୍ତୁ। ଚିତ୍ର କରି ସାରିବା ପରେ ଆପଣ ନାଲି ମାର୍କର ସାହାଯ୍ୟ ରେ ପ୍ରଥମ ଚିତ୍ର ତଳେ ସେ ଝିଅ ର ନା ଯାହାକୁ ଆପଣ ପସନ୍ଦ କରୁଛନ୍ତି ତା ର ନାମ ଲେଖିବେ ଓ ଦ୍ୱିତୀୟ ଚିଟ୍ର ତଳେ ଆପଣ ଆପଣଙ୍କ ର ନାମ ଲେଖିବେ। ଏପରି କରି ସାରିବା ପରେ ଆପଣ ଏଥର ସେହି କଞ୍ଚା ହଳଦୀ ଖଣ୍ଡ ଟିକୁ ଆଣିବେ।  ସେହି କଞ୍ଚା ହଳଦୀ ସାହାଯ୍ୟ ରେ ସିନ୍ଦୁର ଆଣି ଆପଣ ସେହି ଦୁଇଟି ଚିତ୍ର ର ମଥାରେ ଲଗାଇବେ। ଏହା ପରେ ଆପଣ ଏକ ନାଲି ସୂତା କୁ ଆଣିବେ ଓ ଦୁଇଟି ଚିତ୍ର କୁ ଛୁଇଁ ଲମ୍ବା ଭାବରେ ରଖି ଦେବେ। ଏପରି କରିବା ପରେ ଏହି ମନ୍ତ୍ର ଟିକୁ 11 ଥର ଜପ କରିବେ। ମନ୍ତ୍ର ଟି ହେଉଛି-

ଓଁ କ୍ରିମ ଶକ୍ତି ଭଗବତୀ କର୍ଣ ପଶ୍ଚିନି ଆମ୍ବୁକଂ ବଶନଂ ଭଟ ଭଟ ସ୍ୱହା।

ଏହି ମନ୍ତ୍ର ଟି ଜପ କରିବା ସମୟରେ ଆପଣ ଆମ୍ବୁକଂ ବଦଳରେ ସେହି ଝିଅ କିମ୍ବା ମହିଳା ନାଁ କହିଦିଅନ୍ତୁ। ଏହି ପରି ମନ୍ତ୍ର ଟି 11 ଥର ଯପ କରିବା ପରେ ସେହି କଞ୍ଚା ହଳଦୀ ଖଣ୍ଡ ଟିକୁ ନାଲି ସୁତାରେ ବାନ୍ଧି ଘର ର କୌଣସି ଜାଗାରେ ବାନ୍ଧି ଦିଅନ୍ତୁ। ଏହାକୁ ଅନ୍ୟମାନେ ଦେଖିଲେ କିଛି ଅସୁବିଧା ନାହିଁ କିନ୍ତୁ ଏହାର ଉଦେଶ୍ୟ ଆଓଅନ କାହାକୁ ବି କହିବେ ନାହିଁ। ଏପରି କରନ୍ତୁ ଦେଖିବେ ଦୁଇଦିନ ପରେ ଆଓଅନ ସେ ଝିଅ ସମ୍ନା କୁ ଗଲେ ଝିଅ ଟି ଆପଣ ଙ୍କ ପ୍ରେମରେ ପାଗଳ ହୋଇ ଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।