ଦେଖନ୍ତୁ ଭିଡ଼ିଓ । ରିଲେସନ ରଖିଲେ ବିଜୁ ପକ୍କା ଘର ସିଲେକସନ, ଵିଜୁ ପକ୍କାଘର ପାଇଁ ସେ-କ୍ସ କରିବାକୁ ପଡିବ, ପ୍ରତିଦିନ ରାତିରେ……

0

ଏବେ ସମାଜ ରେ ସବୁ ସମୟ ରେ ଅତି ନିନ୍ଦନୀୟ ଘଟଣା ସବୁ ଦେଖିବାକୁ ମିଳୁଛି ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଦିଏ।ତେବେ ଏହି ଘଟଣା ସବୁ ଅନେକ ଲୋକ ଙ୍କ ପାଇଁ କାଳ ସାଜି ଥାଏ। ଏଥିରେ ଅନେକ ଙ୍କର ଅନେକ ଅସୁବିଧା ହୋଇ ଥାଏ । ଅନେକ ଲୋକ ନିଜର ଖୁସି ପାଇଁ ଅନ୍ୟର କ୍ଷତି କରିବାକୁ ଚେଷ୍ଟା କରନ୍ତି ଆଉ ନିଜର କାମ ହାସଲ ହୋଇ ଗଲା ପରେ ଏମାନେ ତାଙ୍କୁ ଅନେକ ଅସୁବିଧା ରେ ପକାନ୍ତି ଆଉ ଭୁଲି ଯାନ୍ତି ତେବେ ଆଜି ର ସମାଜ ରେ ଏହି ଭଳି ଘଟଣା ଅଧିକ ଦେଖିବାକୁ ମିଳୁଛି।ଏବେ ଲୋକ ମାନେ ବହୁତ ଲୋଭି , ନିଷ୍ଠୁର , ହୋଇ ଗଲେଣି, ଅନ୍ୟାୟ ଅତ୍ୟାଚାର ବଢ଼ି ଚାଲିଛି । ନାରୀ ମାନେ ସୁରକ୍ଷିତ ନାହାନ୍ତି। ଏବେ ଅଧିକ ଅତ୍ୟାଚାର ନାରୀ ମାନଙ୍କ ଉପରେ ହେଉଛି।

ଲୋକଙ୍କ ଭଲ ପାଇଁ ସରକାର ସବୁ ପ୍ରକାର ଚେଷ୍ଟା କରୁଛନ୍ତି।ତେବେ ରାଜ୍ୟ ରେ ଗରିବୀ ହଟାଇବା ପାଇଁ ସରକାର ସବୁ ଲୋକ ଙ୍କୁ ଚାଉଳ , ଘର ଆଦି ଅନେକ ପ୍ରକାର ସୁବିଧା ଯୋଗାଇ ଦେଉଛନ୍ତି।ସେହି ସୁବିଧା କୁ ଲୋକ ମାନେ ଖରାପ ରାସ୍ତା ରେ ଯାଇ ଯୋଗାଇ ଦେଉଛନ୍ତି। ଅନେକାଂଶରେ ଏହି ଯୋଜନାର ସୁବିଧା ଦେବା ଆଳରେ ଏହି ଅଧିକାରୀ ମାନେ ଅନେକ ଖରାପ ସ୍ତରକୁ ମଧ୍ୟ ଚାଲି ଯାଇଥାନ୍ତି ଏବଂ ଅନେକ ଖରାପ କାର୍ଯ୍ୟ କରୁଛନ୍ତି। ସରକାର ଙ୍କ କାର୍ଯ୍ୟକୁ ତଳ ସ୍ତରରେ ରହୁ ଥିବା ଲୋକ ମାନେ ନିଜର ସୁବିଧା ରେ ସାଧାରଣ ଲୋକ ଙ୍କ ଠାରୁ ଫାଇଦା ଉଠାଉଛନ୍ତି ଯାହା ଦ୍ୱାରା ସାଧାରଣ ଗରିବ ଲୋକ ମାନେ କିଛି ନକରି ପାରି ଚୁପ ରହୁଛନ୍ତି।

ତେବେ ଘଟଣା ଟି ଏହା ଥିଲା କି , ନବୀନ ସରକାର ଲୋକ ଙ୍କୁ ବିଜୁ ପକ୍କାଘର ରେ ଯୋଜନା ରେ ଘର ଯୋଗାଇ ଦେଉଛନ୍ତି।ତେବେ ଏହି ଯୋଜନା ପାଇବା ପାଇଁ ହେଲେ ଦେହ ମାଗୁଛନ୍ତି ଜଣେ ଗ୍ରାମ ର ସରପଞ୍ଚ। କଳାହାଣ୍ଡି ଜିଲ୍ଲା ର ମଦନପୁର୍ ଅଞ୍ଚଳ ରେ ଘଟିଛି ଏହିଭଳି ଏକ ନିନ୍ଦନୀୟ ଏବଂ ଲାଜ୍ୟାଜନକ ଘଟଣା।ଏଠାରେ ଆବାସ ଯୋଜନାରେ ଘର ଯୋଗାଇ ଦେବା ନାଁରେ ଯୁବତୀଙ୍କୁ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି । ତେବେ ସରପଞ୍ଚ ଙ୍କ ନାମ ରେ ଅନେକ ଅଭିଯୋଗ ଆଣିଛନ୍ତି ଏହି ଯୁବତୀ,ସରପଞ୍ଚଙ୍କର ସବୁ କାର୍ଯ୍ୟ କୁ ଉଲେଖ କରିଛନ୍ତି। ତେବେ ସେହି ଝିଅ ଟି ବହୁତ୍ ଗରିବ,ଗୋଟେ ପକ୍କା ଘର ପାଇବା ପାଇଁ ତାକୁ ନିଜର ଦେହ ଦେବାକୁ ପଡ଼ୁ ଥିଲା।

ତେବେ ଏମାନେ ତିନି ଭାଇ ଭଉଣୀ,ଗୋଟେ ଘର ନ ଥିବାରୁ ଏମାନେ ସରପଞ୍ଚ ଙ୍କ ପାଖରେ ବିନତି କରିଥିଲେ କିନ୍ତୁ ସରକାର ତା ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଆଉ ରଖିଲା ପରେ ଗର୍ଭବତି ହେଲେ ତାକୁ ଔଷଧ ଖାଇ ଦେବାକୁ କହୁ ଥିଲେ। ତେବେ ବାରମ୍ବାର ଗର୍ଭବତୀ ହେବାରୁ , ସେ ଔଷଧ ଖାଇଲେ ଏହି ଭଳି କାର୍ଯ୍ୟ ଏକ ନିନ୍ଦନୀୟ କାର୍ଯ୍ୟ। ଲୋକ ମାନେ ବିଶ୍ୱାସ ର ସହ କହି ଥାନ୍ତି ବାକି କିଛି ଲୋକ ଏହି ବିଶ୍ୱାସ ର ଫାଇଦା ଉଠାଇ ଥାନ୍ତି ଆଉ ଭୁଲ କାମ କରିବାକୁ ଚେଷ୍ଟା କରନ୍ତି। ତେବେ ସେହି ସରପଞ୍ଚ କୁ ଉଚିତ ଦଣ୍ଡ ଦେବା ଉଚିତ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।