ଜାଣନ୍ତୁ ହ୍ୟୁମାନ ସାଗର ଙ୍କ ସଫଳତା ପଛର ଲୁଚିରହିଥିବା କାହାଣୀ ଯାହା ଶୁଣିଲେ ଆଶ୍ଚର୍ଯ୍ୟଜନିତ ହୋଇଯିବେ

0

ଏହି ମଣିଷ ମାନେ ଜୀବନ ରେ ଟିକେ ଖୁସି ପାଇବା ପାଇଁ ମନରଞ୍ଜନ ର ବାଟ ଖୋଜି ଥାନ୍ତି । ଲୋକ ମାନେ ନିଜର ଖୁସି ପାଇଁ ନିଜର ମନରଞ୍ଜନ ପାଇଁ ଫିଲ୍ମ ଦେଖିବକୁ ପସନ୍ଦ କରନ୍ତି। ତେବେ ଆମ ଦେଶ ରେ ଫିଲ୍ମ ର ଲୋକ ପ୍ରିୟତା ଅଧିକ ରହିଛି।ପ୍ରତେକ ଲୋକ ଏହାକୁ ଅଧିକ ମତ୍ରା ରେ ପସନ୍ଦ କରନ୍ତି।ତେବେ ଲୋକ ଙ୍କ ଲୋକପ୍ରିୟତା ପାଇଁ ଆଜି ଚଲଚିତ୍ର ଜଗତ କୁ ଏକ ନୂତନ ପରିବର୍ତନ ଆଣିଛି। ଚଲଚିତ୍ର ଦେଖିବାକୁ ସମସ୍ତେ ପସନ୍ଦ କରନ୍ତି। ତେବେ ଏହି ଫିଲ୍ମ ବା ଚଲଚିତ୍ର ଟି ଅନେକ ଭାଷା ରେ ଦେଖିବାକୁ ମିଳେ। ହିନ୍ଦୀ , ଓଡ଼ିଆ , ଇଂରାଜୀ , ତେଲଗୁ ଆଦି ଅନେକ ଭାଷା ରେ । ତେବେ ଏହି ସବୁ ଭାଷା ରେ ଲୋକପ୍ରିୟତା ରହିଛି ବହୁତ ଚହିଦା ରହିଛି। ତେଣୁ ଏହା ଅଧିକ ଲୋକ ଦେଖିବାକୁ ପସନ୍ଦ କରନ୍ତି। ଛୋଟ ଠୁ ବଡ଼ ଯାଏ ସମସ୍ତେ ଏହା କୁ ଦେଖନ୍ତି।


ତେବେ ଚଳଚ୍ଚିତ୍ର ସହ ସମାଜ ରେ ମନରଞ୍ଜନ ପାଇଁ ଅନେକ ଲୋକ ଗୀତ ଶୁଣିବା କୁ ପସନ୍ଦ କରନ୍ତି। ଆଉ ଅନେକ ଲୋକ ଗୀତ ଶୁଣିଲେ , ସେ ବହୁତ୍ ଖୁସି ହୁଅନ୍ତି , ନିଜର ମନ କୁ ଶାନ୍ତି ରଖି ଥାନ୍ତି। ତେବେ ଗୀତ ଗୋଟେ ଏଭଳି ଜିନିଷ ଯାହା ଶୁଣିଲା ପରେ ମନ ଫୁର୍ତି ରୁହେ,ଆଉ ଯଦି ମନ ଦୁଃଖ ରହି ଥାଏ । ଗୀତ ଶୁଣିଲା ପରେ ବହୁତ ଖୁସି ଲାଗେ,ଗୀତ ଗାଇବା ର କଳା ସମସ୍ତଙ୍କ ପାଖରେ ନଥାଏ। ତେବେ ଓଡ଼ିଆ ହଉ ବା ହିନ୍ଦୀ ସମସ୍ତେ ଗୀତ ଶୁଣିବାକୁ ବହୁତ ଭଲ ପାନ୍ତି। ତେବେ ଅନେକ ଲୋକ ପୁରୁଣା ଗୀତ ମଧ ଶୁଣିବା କୁ ପସନ୍ଦ କରନ୍ତି। ଆଜି ଆମେ ସେମିତି ଜଣେ କଳାକାର ଙ୍କ ବିଷୟ ରେ ଜାଣିବା , ଯିଏ କି ଓଡିଶା ଫିଲ୍ମ ଜଗତ୍ ରେ ଗୀତ ଗାଇ ବହୁତ ଚର୍ଚ୍ଚିତ ହୋଇ ଛନ୍ତି।


ତେବେ ଆପଣ ମାନେ ସମସ୍ତେ ହୁମାନ ସାଗର ବିଷୟ ରେ ଜାଣି ଥିବେ। ତେବେ ଆଜି ଆଣେ ତାଙ୍କ ସମ୍ପର୍କ ରେ କିଛି ତଥ୍ୟ ଜାଣିବା। ତେବେ ତାଙ୍କ ଡାକ ନାମ ହୁମାନ । ସେ 25 Nov.1990 ରେ ବଲାଙ୍ଗୀର ଜିଲ୍ଲା ର ଟିଟିଲାଗଡ଼ ରେ ଜନ୍ମ ହୋଇ ଥିଲେ ।ସେ ଡ଼ିଏଭି ଅଟନମସ୍ କଲେଜ ରେ ପଡ଼ୁ ଥିଲେ। ସେ ଜଣେ ଖ୍ରିଷ୍ଟିୟାନ୍ ପରିବାରର। ବର୍ତ୍ତମାନ ତାଙ୍କୁ 29 ବର୍ଷ,ସେ ଏବେ କଟକ ରେ ରହୁ ଛନ୍ତି। ତେବେ ସେ ଶ୍ରୀୟା ମିଶ୍ର ଙ୍କୁ ବିବାହ କରିଛନ୍ତି ।,ତାଙ୍କର ଗୋଟେ ଛୋଟ ଝିଅ ରହିଛି।ସେ ଗୋଟେ ଗୀତ ଗାଇବା ପାଇଁ ୧୦,୦୦୦ ଟଙ୍କା ପାନ୍ତି।ତେବେ ହୁମାନ ୨୦୧୨ ରେ ଭଏସ ଅଫ ଓଡିଶା ସୋ ରେ ଗୀତ ଗାଇ ସେ ଚର୍ଚ୍ଚିତ ହୋଇ ଥିଲେ ।


ତେବେ ତାଙ୍କ ଗୀତ ଗୁଡିକ ଇଉଟୁବ୍ ଆଉ ଗୁଗୁଲ ରେ ଦେଖିବାକୁ ମିଳେ।ସେ ୨୦୧୯ ରେ ବିଜେଡି ରେ ସାମିଲ ହୋଇ ଥିଲେ।ତେବେ ସେ ଶ୍ରୀୟା ଙ୍କୁ ସେହି ସୋ ରୁ ଭଲ ପାଇବା ଆରମ୍ଭ କରି ଥିଲେ। ଶ୍ରୀୟା ମଧ୍ୟ ସେଥି ରେ ଗୀତ ଗାଇବାକୁ ଆସିଥିଲେ। ଆଉ ପରେ ସେମାନେ ଦୁଇ ଜଣ ସାଙ୍ଗ ଥିଲେ,ଆଉ ସେଠୁ ଆରମ୍ଭ ହେଲା ତାଙ୍କ ଲୋଭ ଷ୍ଟୋରୀ । ତେବେ ଏହା ପରେ ସେମାନେ ୨୦୧୭ ରେ ବିବାହ କରି ଥିଲେ ଆଉ ୨୦୧୮ ରେ ତାଙ୍କର ଗୋଟେ ଛୋଟ ଝିଅ ଟି ହୋଇ ଥିଲା। ତେବେ ଏବେ ସେ ତାଙ୍କ ପରିବାର ସହ ଖୁସି ରେ ଅଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।