ଅଣ୍ଡର ୱାଟର ଭିଲ୍ଲା ରେ କାଜଲ ମନାଇଲେ ନିଜ ହନିମୁନ ସେହି ଜାଗାଚିର ଗୋଟିଏ ରାତିର ଖର୍ଚ୍ଚ ଆପଣଙ୍କ ହୋସ ଉଡେଇ ଦେବ ଜାଣନ୍ତୁ ସେ ଭିଲାର ଦାମ ?

0

ଲୋକ ମାନେ ନିଜର ଖୁସି ପାଇଁ ସବୁ କିଛି କରନ୍ତି।ନିଜ ଜୀବନ କୁ ରଙ୍ଗୀନ କରିବା ପାଇଁ ଅନେକ କିଛି ଉପାୟ କୁ ଆଦରି ଥାନ୍ତି।ତେବେ ଏହି ବ୍ୟସ୍ତ ବହୁଳ ଜୀବନ ରେ ମଣିଷ ମାନେ ଟିକେ ଖୁସି ଆଉ ଶାନ୍ତି ପାଇବା ପାଇଁ ମନରଞ୍ଜନ ର ବାଟ ଖୋଜି ଥାନ୍ତି। କିଛି ସମୟ ପାଇଲେ ଲୋକ ମାନେ ବାହାର କୁ ବୁଲି ଯିବାକୁ ଭଲ ପାନ୍ତି, ବାହାରେ ବିଭିନ ପ୍ରକାର ନୂତନ ଜିନିଷ ଦେଖିବା କୁ ପାନ୍ତି। ତେବେ ଆପଣ ଜାଣି ଥିବେ ଷ୍ଟାର ମାନେ ବାହାର ଦେଶ କୁ ଯାଇ ବେଶୀ ବୁଲିବାକୁ ପସନ୍ଦ କରନ୍ତି। ତେବେ କେହି କେହି ନିଜ ପରିବାର ସହ ଯାନ୍ତି ତ ଆଉ କେହି ନିଜର ହନିମୁନ ପାଇଁ ଯାନ୍ତି।ତେବେ ନିଜ ଖୁସି ର ମୁହୂର୍ତ୍ତ କୁ ଅଧିକ ସୁନ୍ଦର କରିବା ପାଇଁ ଏହି ସବୁ କରି ଥାନ୍ତି।


ତେବେ ଖବର ମିଳିଛି କି ଜଣେ ଅଭିନେତ୍ରୀ କାଜଲ ଅଗର୍ୱଲ୍ , ଯିଏ କି ନିଜ ର ବିବାହ ପରେ ନିଜର ସ୍ୱାମୀ ସହ କିଛି ସମୟ ବିତାଇବା ପାଇଁ ହନିମୁନ୍ ପାଇଁ ଭିଲା ଯାଇଛନ୍ତି। ତେବେ ଭିଲା ରେ ଅଣ୍ଡର ୱଟାର ରେ ନିଜର ହନିମୁନ କୁ ଉପଭୋଗ କରିଛନ୍ତି। ୩୦ ଅକ୍ଟୋବରକୁ କାଜଲ ଅଗ୍ରୱାଲ ବିବାହ କରିଥିଲେ। ସେ ନିଜ ବୟଫ୍ରେଣ୍ଡ ଗୌତମ କିଚଲୁଙ୍କ ସହ ମୁମ୍ବାଇର ଏକ ହୋଟେଲରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ତେବେ କାଜଲ ଙ୍କ ସ୍ୱାମୀ ଙ୍କ ନାମ ଗୌତମ କିଚଲୁ। ଗୌତମ କିଚଲୁଙ୍କ କମ୍ପାନୀ ଫର୍ନିଚର, ଡେକୋର ଆଇଟମ୍ସ, ପେଣ୍ଟିଙ୍ଗସ ଓ ହାଉସହୋଲ୍ଡ ଜିନିଷ ସେଲ କରିଥାନ୍ତି,ତେବେ ସେ ଜଣେ ବିଜନେସ ମେନ୍। ତେବେ ବିବାହ ପରେ ଦୁହେଁ ଭିଲା ଯାଇଛନ୍ତି, ସେଠାରେ ଅଣ୍ଡର ୱଟାର ରେ ରହି ସମୁଦ୍ର ର ମାଛ ମାନଂକୁ ଦେଖି ପାରୁଛନ୍ତି।


ତେବେ ଦି ମୁରାକ୍ ହେଉଛି ସେହି ଭିଲା ର ନାମ ,ସେହି ଭିଲା ବହୁତ ସୁନ୍ଦର। ଏହି ହୋଟେଲ ରେ ଗୋଟେ ରାତି ରହିବା ପାଇଁ ଅନେକ ଦାମ ଦେବାକୁ ପଡିବ। ତେବେ ଗୋଟେ ରାତି ରେ ରହିବା ପାଇଁ ୫୦ ହଜାର ଡଲାର ରହିଛି। ତେବେ ଏହି ଭିଲା ହୋଟେଲ ଟି ପ୍ରସ୍ତୁତ କରିବା ପାଇଁ ୧୫ ମିଲିୟନ୍ ଡଲାର ଖର୍ଚ୍ଚ ହୋଇ ଥିଲା।ଆଉ ଏହା ସମୁଦ୍ର ତଳେ ୧୬ ଫୁଟ ତଳେ ତିଆରି ହୋଇଛି।ତେବେ ପାଣି ଭିତରେ ରହି ସମୁଦ୍ର ରେ ମାଛ ମାନଂକୁ ଭଲ ଭାବେ ଦେଖି ପାରିବେ ,ଏହି ହୋଟେଲ ମାଳଦିପ ରେ ରହିଛି।ତେବେ ଏହି ହୋଟେଲ ଭିତରେ ସବୁ ପ୍ରକାର ସୁବିଧା ରହିଛି।

କାଜଲ ଅଗ୍ରୱାଲ ସେୟାର କରିଥିବା ହୋଟେଲ ଫୋଟରେ ସେଥିରେ ସମୁଦ୍ର ଜୀବ ସହଜରେ ଦେଖାଯାଉଛି। ଫଟୋରେ କାଜଲ ଓ ସ୍ୱାମୀ ଗୌତମଙ୍କ ସହ ଫୋଟ ପୋଜ ଦେଇଥିବାର ଦେଖାଦେଇଛି। ସେ ବେର୍ଡରୂମ ଫୋଟର କିଛି ଝଲକ ମଧ୍ୟ ସେହି ଫୋଟରେ ଦେଖେଇଛନ୍ତି ।ତେବେ ସବୁ ଲୋକ ମଧ୍ୟ ଏହାକୁ ବହୁତ ପସନ୍ଦ କରିଛନ୍ତି ଆଉ କାଜଲ ମଧ୍ୟ ଏହି ହୋଟେଲ ରେ ରହି ଏହି ସୌନ୍ଦର୍ଯ୍ୟ ର ଉପଭୋଗ କରିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।