ଦେଖନ୍ତୁ ଭିଡ଼ିଓ : ଫୁଟୁଥିବା ଗରମ ପାଣିରେ 200 ଟଙ୍କିଆ ନୋଟ ପକାଇବାରୁ ଯାହା ହେଲା ଆପଣ ମାନେ ଜାଣିଲେ ବି ଆର୍ଶ୍ଚଯ୍ୟ ହୋଇଯିବେ।

0

ତେବେ ଆପଣ ମାନେ ଜାଣି ଥିବେ କି ଗୋଟେ ପେପର କୁ ପାଣି ରେ ପକାଇଲେ ସେଟା ଛିଡା ଯାଏ ବା ନଷ୍ଟ ହୋଇ ଯାଏ, ଆଉ ଯଦି ଆପଣ ଗୋଟେ ରଙ୍ଗ ଥିବା କାଗଜ କୁ ପାଣି ରେ ବୁଡ଼ାଇ ବେ ତେବେ ମଧ୍ୟ ସେହି କାଗଜ ରୁ ରଙ୍ଗ ଛାଡିବ ଆଉ କାଗଜ ମଧ୍ୟ ଛିଡ ଯିବ। ତେବେ ଏହା ଏକ ସହଜ କଥା କିନ୍ତୁ ବେଳେ ବେଳେ ଏମିତି କିଛି ଘଟଣା ଘଟେ ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ । ଆଉ ଏହା ତା ସତ ବୋଲି ମଧ୍ୟ ବିଶ୍ୱାସ ହୁଏ ନାହିଁ କାରଣ ଆମେ ଯାହା ଜାଣି ଥାଉ ତା ଉପରେ ଅଧିକ ଗୁରୁତ୍ୱ ଦେଉ କିନ୍ତୁ ଯଦି ସେହି କଥା କୁ କେହି ଭୁଲ ବୋଲି ପ୍ରମାଣ କରିଦିଏ ତାହାଲେ ତା ଆମ କୁ ଆଶ୍ଚର୍ଯ୍ୟ ଲାଗେ ଆଉ ବିଶ୍ୱାସ ମଧ୍ୟ ହୁଏନି। ତେବେ ସେମିତି ଘଟଣା ଆପଣ ଆଖ ପାଖ ରେ ବହୁତ ଦେଖିବାକୁ ପାଇବେ।

ଟେବେ ସବୁ ଲୋକ ଯାନ୍ତି କି ଗୋଟେ ନୋଟ କୁ ପାଣି ରେ ପକାଇଲେ ତା ଓଦା ହୋଇ ଯିବ ଏବଂ ଏହା ଦ୍ୱରା ନୋଟ ଟି ନଷ୍ଟ ମଧ୍ୟ ହେଇଯାଇଥାଏ । ମାର୍କେଟ କୁ ଆସିଥିବା ନୋଟ ଦେଖିବାକୁ ଟିକେ ଆଜିବ ରଙ୍ଗ ର ଅଟେ ଆପଣ ଏହି ନୋଟ ସମ୍ବନ୍ଧ ରେ ଏକ ଭିଡିଓ ଦେଖି ବେଶ ଆଶ୍ଚଯ୍ୟ ହେବେ ଯାହା କି ସୋସିଆଲ ମିଡ଼ିଆ ରେ ବେଶ ଭାଇରଲ ହେଇଚି ଆଉ ଲୋକ ମାନେ ମଧ୍ୟ ଏହାକୁ ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇଛନ୍ତି।ତେବେ ଏଠାରେ ସମସ୍ତ ଙ୍କ କଥା ମିଛ ରେ ପାଲଟିଛି। ତେବେ ଯେଉଁଥି ପାଇଁ ଲୋକ ମାନେ ମଧ୍ୟ ଏହାକୁ ଅଧିକ ପସନ୍ଦ କରୁଛନ୍ତି ଆଉ ଏହା ବିଷୟ ରେ ଅଧିକ ଜାଣିବାକୁ ଚେଷ୍ଟା କରୁଛନ୍ତି।ତେବେ ଯେଉଁ ଭିଡିଓ ଟି ଭାଇରଲ ହୋଇଛି ସେହି ଭିଡିଓ ରେ ଲୋକ ମାନେ ଅନେକ ମାତ୍ର ରେ ଲାଇକ କରିଛନ୍ତି। ତେବେ ଆସନ୍ତୁ ଜାଣିବା ସେହି ଭିଡିଓ ରେ କଣ ରହିଛି।

ତେବେ ସେହି ଭିଡିଓ ରେ ଦେଖିବାକୁ ମିଳିଛି କି ଗୋଟେ ଲୋକ ଗୋଟେ ୨୦୦ ଟଙ୍କା ର ନୋଟ କୁ ଫୁଟୁ ଥିବା ଗରମ ପାଣି ରେ ପକାଇ ଦେଲା।ଏହା ଜାଣିବା ପାଇଁ କି ସେହି ନୋଟ ଟି ର ରଙ୍ଗ ବଦଲୁଛି କି ନାହିଁ। ତେବେ ବହୁତ ସମୟ ନୋଟ ଟି ପାଣି ରେ ପଡି ରହିବା ପରେ ମଧ୍ୟ ନୋଟ ର କିଛି ପରିବର୍ତ୍ତନ୍ ଦେଖା ଦେଇ ନ ଥିଲା। ତେବେ ପୁଣି ସେହି ଲୋକ ଟି ଆଉ କିଛି ସମୟ ପାଣି ରେ ପକାଇ ରଖିଲେ ତଥାପି ନୋଟ ର କୌଣସି ପରିବର୍ତ୍ତନ ଦେଖା ଦେଲନି। ତେବେ ଏହା ପରେ ସେହି ଲୋକ ଟି ନୋଟ ଟିକୁ ଗରମ ପାଣି ରୁ ବାହାରକୁ କାଢି ଆଣିଲା ଆଉ ତାକୁ ଏକ ସାଧା କାଗଜ ଉପରେ ରଖି ଦେଲା।

ତେବେ ଜାଣିଚୁ କି ରଙ୍ଗ ଛାଡିଲେ କାଗଜ ଉପରେ ଛାଡିବ କିନ୍ତୁ ତା ମଧ୍ୟ ହେଲା ନାହିଁ। ଏହା ପରେ ଲୋକ ଟି ସେହି ନୋଟ କୁ ଶୁଖେଇଲା । ତେବେ ସୁଖୀ ସରିଲା ପରେ ମଧ୍ୟ ନୋଟ ର କିଛି ପରିବର୍ତ୍ତନ୍ ନ ଥିଲା। ନୋଟ ଟି ଯେମିତି ଥିଲା ଠିକ ସେମିତି ରହି ଥିଲା। ତେବେ ଏହି ଭିଡିଓ ଏବେ ସବୁ ଆଡେ ଭାଇରଲ ହେବାରେ ଲାଗିଛି କି ଏବେ ଆସୁ ଥିବା ନୋଟ ଟି କାଗଜ ରେ ପ୍ରସ୍ତୁତ ହେଉ ନାହିଁ ତେବେ ଏହା ସତରେ ବହୁତ ଆଶ୍ଚର୍ଯ୍ୟଜନକ କଥା। ତେବେ ଲୋକ ମାନେ ମଧ୍ୟ ଏହାକୁ ବହୁତ ପସନ୍ଦ କରିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।Inspire Post From –MahaanMeraBharat