ଦେଖନ୍ତୁ ଭିଡିଓ -ହେ ଭଗବାନ ଏ କି ଦୃଶ୍ୟ ଥରିଉଠିଲା ଘରର ଝରକା କବାଟ ଆତଙ୍କିତ ଅବସ୍ଥାରେ ଲୋକେ , କ’ଣ ଥିଲା ଏହି ଭୟଙ୍କର ପଛର ରହସ୍ୟ

0

ଅନେକ ସମୟ ରେ ଆମ ଆଖ ପାଖ ରେ ଅନେକ କିଛି ଆଶ୍ଚର୍ଯ୍ୟଜନକ ଘଟଣା ଘଟି ଯାଏ ଯାହା ଦ୍ୱାରା ଆମେ ଡରି ଯାଉ ବା ଭୟବିତ ହୋଇ ଯାଉ। ତେବେ ଘଟଣା ଟି ଏମିତି ଥାଏ କି ଆମେ ଦେଖିଲେ ବା ଶୁଣିଲେ ପୁରା ଆଶ୍ଚର୍ଯ୍ୟ ହୋଇ ଯାଉ ,ଆଉ ବେଳେ ବେଳେ ଘଟଣା ଟି ଏହି ଭଳି ଥାଏ କି , ତାକୁ ବୁଝିବା ସହଜ ହୋଇ ନ ଥାଏ। ଲୋକ ମାନେ ମାନଙ୍କ ଭିତରେ ପୁରା ଆତଙ୍କ ଦେଖା ଦେଇ ଥାଏ। ତେବେ ଲୋକ ମାନେ ଏହି ଘଟଣା ରୁ ବଂଚିବା ପାଇଁ ଅନେକ କିଛି ଚେଷ୍ଟା କରନ୍ତି କିନ୍ତୁ ବେଳେ ବେଳେ ଏମିତି ହୁଏ କି ହଠାତ ସବୁ କିଛି ନଷ୍ଟ ହୋଇ ଯାଏ ,ଆଉ ଲୋକ ମାନେ ଚାହିଁଲେ ବି କୌଣସି ଚେଷ୍ଟା କରି ପାରନ୍ତି ନାହିଁ। ତେବେ ଏହି ଘଟଣାରେ ଅନେକ କିଛି କ୍ଷତି ହୋଇ ଥାଏ ଯାହା ଲୋକ ଙ୍କ ପାଇଁ ବହୁତ କଷ୍ଟ ଦାୟକ ହୋଇ ଥାଏ।

ତେବେ ଆପଣ ମାନେ ଦେଖି ଥିବେ କି ଆମ ଦେଶ ରେ ବା ଆମ ରାଜ୍ୟ ରେ ଅନେକ ପ୍ରାକୃତିକ ବିପର୍ଯ୍ୟୟ ହୋଇ ଥାଏ। ଯେମିତି କି ବନ୍ୟା, ବାତ୍ୟା , ଆଦି ଅନେକ କିଛି ତେବେ ଏହି ବିପର୍ଯ୍ୟୟ ଗୁଡିକ ହଠାତ ହୋଇ ଥାଏ। ଆଉ ଏହା କେତେବେଳେ ହୋଇ ଥାଏ , ଲୋକ ମାନଙ୍କ ପାଖରର କୌଣସି ସୂଚନା ନ ଥାଏ ଯାହା ଦ୍ୱାରା ଲୋକ ମାନେ କୌଣସି ବ୍ୟବସ୍ଥା କରି ନ ଥାନ୍ତି ଆଉ ବିପର୍ଯ୍ୟୟ ହେବା ମାତ୍ରେ ଅନେକ ଅସୁବିଧା ରେ ପଡ଼ନ୍ତି ଅନେକ କ୍ଷତି ସହି ଥାନ୍ତି।ବନ୍ୟା ଯୋଗୁ ଅନେକ ଲୋକ ଙ୍କ ଘର ଦ୍ୱାରା ଭାଙ୍ଗି ଯାଏ , ଅନେକ ଲୋକ ଏହି ପାଣି ରେ ଭାସି ଯାନ୍ତି ଆଉ ଅନେକ ଲୋକ ଙ୍କର ଅନେକ ଜିନିଷ ପାତ୍ର ଭାସି ଯାଏ ନଷ୍ଟ ହୋଇ ଯାଏ।

ତେବେ ବାତ୍ୟା ର ମଧ୍ୟ ଲୋକ ଙ୍କର ଅନେକ କିଛି କ୍ଷତି ହୁଏ। ତେବେ ତା ଛଡ଼ା ବେଳେ ବେଳେ ଭୂମିକମ୍ପ ହେବାର ମଧ୍ୟ ଆମେ ଅନୁଭବ କରିଛୁ। ତେବେ ଏହା ବେଳେ ବେଳେ ଅତି ଭୟଙ୍କର ହୋଇ ଥାଏ ଏଥିରେ ଘର ଦ୍ୱାର ଭାଙ୍ଗିବା ସହ ରାସ୍ତା ଘାଟ ମଧ୍ୟ ଭାଙ୍ଗି ଯାଏ । ତେବେ ଏହି ସବୁ ବିପର୍ଯ୍ୟୟ ରୁ ବଂଚିବା ପାଇଁ ସରକାର ବିଭିନ୍ନ ଚେଷ୍ଟା ବିଭିନ୍ନ ଯୋଜନା ଆଦି କରିଛନ୍ତି ତଥାପି ଲୋକ ଙ୍କର ଅନେକ କ୍ଷତି ହୋଇ ଥାଏ। ତେବେ ସେମିତି ଏକ ଘଟଣା ଦେଖିବାକୁ ମିଳିଛି ଯାହା ଅତି ଆଶ୍ଚର୍ଯ୍ୟଜନକ । ତେବେ ଆସନ୍ତୁ ଜାଣିବା ଘଟଣା ଟି କଣ।

ତେବେ କିଛି ଦିନ ତଳେ ଓଡିଶା ରେ ଯାଜପୁର ଓ ଭଦ୍ରକ ଜିଲ୍ଲା ଭିତରେ ଏକ ବଡ଼ ଧରଣର ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଛି। ତେବେ ଏହି ଶବ୍ଦ ଏତେ ଜୋର ରେ ଥିଲା କି ଲୋକ ମାନେ ପୁରା ଡରି ଯାଇ ଘର ବାହାର କୁ ପଳାଇ ଆସିଲେ। ତେବେ ଏହି ପ୍ରଚଣ୍ଡ ଶବ୍ଦ ରେ ଲୋକ ମାନଂକର ଘର ର ଝରକା କବାଟ ସବୁ ଠାରି ଉଠିଲା। ତେବେ ଏହି ଶବ୍ଦ ଦୁଇ ଥର ଶୁଣିବାକୁ ମିଳି ଥିଲା ଆଉ ଦୁଇ ଥର ଯାକ ବହୁତ ଜୋର୍ ରେ ଥିଲା। ତେବେ ଲୋକ ମାନେ ପୁରା ଭୟଭୀତ ହୋଇ ଯାଇ ବାହାର କୁ ପଳାଇ ଆସିଲେ। ତେବେ ଏହି ଶବ୍ଦ ଟି କେଉଁଠୁ ଅସିଲା କେମିତି ଆସିଲା , ଏହାର କୌଣସି ସୂଚନା ମିଳି ପାରି ନାହିଁ।ତେବେ ଲୋକ ଙ୍କ କହିବା ଅନୁସାରେ ଏହି ଶବ୍ଦ କୌଣସି ବିସ୍ପୋରୋନ ର ଥିଲା। ତେବେ ଏହା କେଉଁଠୁ ଆସିଥିଲା ଏହାର କୌଣସି ସୂଚନା ମିଳି ପରି ନାହିଁ। ତେବେ ଏହି ଖବର ଏବେ ସବୁ ସ୍ଥାନ ରେ ଭାଇରଲ ହୋଇଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।