ହେ ପ୍ରଭୁ ! ନାତି ନାତୁଣୀ ଙ୍କ ବିବାହ ଦେଖିବା ବୟସରେ ନିଜ ପ୍ରେମିକ ସହିତ ଫେରାର ହୋଇ ଗଲେ ଜେଜେମା, ଆଉ ତା’ ପରେ……

0

ସମାଜ ରେ ଲୋକ ଙ୍କ ଭିତରେ ଏକ ସମ୍ପର୍କ ରହିବା ପାଇଁ ପ୍ରେମ ର ଆବଶ୍ୟକ ହୋଇ ଥାଏ। ପ୍ରେମ ଏକ ଏମିତି ସମ୍ପର୍କ ଯାହା ମଣିଷ ମାନଙ୍କ ଭିତରେ ଏକ ସମ୍ପର୍କ ସ୍ଥାପନ କରି ଥାଏ,ତେବେ ପ୍ରତେକ ମଣିଷ ମାନଙ୍କ ଭିତରେ ଏହି ଗୁଣ ଟି ରହିବା ଦରକାର । ଯାହା ଦ୍ୱାରା ମଣିଷ ମଣିଷ ଭିତରେ ଏକ ସୁନ୍ଦର ସମ୍ପର୍କ ସୃଷ୍ଟି ହେବ,ମଣିଷ ମଣିଷ କୁ ଜାଣିବ। ତେବେ ସମ୍ପର୍କ ସ୍ଥାପନ ପାଇଁ ପ୍ରେମ ଏକ ମାଧ୍ୟମ ଯାହା ଦ୍ୱାରା ମଣିଷ ଭିତରେ ଏକ ପ୍ରକାର ଆନନ୍ଦ ସୃଷ୍ଟି ହୁଏ।ତେବେ ଆଗରୁ ଲୋକ ମାନଙ୍କ ଭିତରେ ପ୍ରେମ, ଭଲ ପାଇବା , ରହି ଥିଲା କୌଣସି ବି ଲୋକ ଙ୍କ ମନ ରେ ହିଂସା , ରାଗ ନଥିଲା ,ସମସ୍ତେ ସମସ୍ତଙ୍କୁ ଭଲ ପାଉ ଥିଲେ ଆଉ ବହୁତ ଖୁସି ରେ ଶାନ୍ତି ରେ ରହୁ ଥିଲେ। ହେଲେ ଏବେ ସମୟ ବଦଳି ଗଲାଣି ଲୋକ ମାନେ ଭଲ ପାଇବା ତ ଦୂର କଥା କେବଳ ନିଜ କଥା ଚିନ୍ତା କରୁଛନ୍ତି ନିଜେ କେମତି ଭଲ ରେ ରହିବେ ସେ ବିଷୟ ରେ ଅଧିକ ଚିନ୍ତା କରୁଛନ୍ତି।


ଏବେ ସମାଜ ରେ ପ୍ରେମକୁ ଏକ ଭୁଲ ରାସ୍ତା କୁ ନେଇ ଯାଉଛନ୍ତି, ଏକ ଭୁଲ ପ୍ରକ୍ରିୟା ରେ କରୁଛନ୍ତି। ତେବେ ଶୁଣିବାକୁ ପାଇ ଥିବେ ପ୍ରେମ ହେଉଛି ଅନ୍ଧ ,ଏହା ବୟସ , ଜାତି , ବଡ଼ ସାନ ଦେଖେ ନାହିଁ କିନ୍ତୁ ଏହି ଘଟଣା ଆଜି ସତ ପାଲଟି ଯାଇଛି । ନିଜ ବୟସ କୁ ଭୁଲି ପ୍ରେମ ରେ ବାନ୍ଧି ହୋଇ ନିଜ ପ୍ରେମ କୁ ସାକାର କରିବା ପାଇଁ ଦୁଇ ଜଣ ବୟସ୍କ ବ୍ୟକ୍ତି ଘରୁ ଫେରାର ହୋଇଛନ୍ତି । ଯେଉଁ ଦୁଇ ଜଣ ବୟସ୍କ ବ୍ୟକ୍ତି ଫେରାର ହୋଇ ଥିବା ମହିଳା ଜଣଙ୍କ ପୁଅ ଝିଅ ବାହାଘର କରି ନାତି ନାତୁଣୀ ଦେଖିଲେଣି ଆଉ ବୃଦ୍ଧ ଜଣଙ୍କ ମଧ୍ୟ ନାତି ନାତୁଣୀ କୁ ନେଇ ଘର କରିଛନ୍ତି ।ତେବେ ସେମାନେ ନିଜ ପ୍ରେମ ରେ ଏତେ ନିବିଡ଼ ଥିଲେ ଯେ , ତାଙ୍କର ନିଜର ପରିବାର କଥା ଚିନ୍ତା ନ କରି ଘରୁ ପଳାଇ ଯାଇଛନ୍ତି।

ତେବେ ଏହି ଘଟଣା ବାଲିକୁଦା ଅଞ୍ଚଳରେ ଦେଖିବାକୁ ମିଳିଛି,ଯାହା ଶୁଣିଲା ପରେ ଲୋକ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ତେବେ ଦୁହିଁ ଜଣ ଙ୍କ ସମ୍ପର୍କ ଏତେ ନିବିଡ଼ ଥିଲା ଯେ , ଏହା କୁ ଏକ ନାମ ଦେବା ପାଇଁ ସେମାନେ ଏହି ଭଳି ପଦକ୍ଷେପ ନେଇଛନ୍ତି। ଏହି କିଛି ଦିନ ତଳେ ରେ ବାଲିକୁଦା ବ୍ଲକ ଅଞ୍ଚଳର ଜଣେ ଜିଆରେସ କିଛି ଦିନ ପୂର୍ବରୁ ନିଜ ବିବାହିତ ପତ୍ନୀ ଓ ପିଲା ଛୁଆ ଘର ସଂସାର କୁ ଭୁଲି ଯାଇ ଜଣେ ସ୍ଥାନୀୟ ହସ୍ପିଟାଲ୍ ର କର୍ମଚାରୀ ଙ୍କ ପତ୍ନୀ ଙ୍କ ସହିତ ପ୍ରେମ ସମ୍ପର୍କ ରଖି ତାଙ୍କ ସହିତ ଫେରାର ହୋଇ ଯାଇ ଥିଲେ।

ତେବେ ଶୁଣିବାକୁ ମିଳିଲା କି ସେହି ବୟସ୍କ ଯୁବକ ଜଣକ ଏକ ସ୍ବଯଂ ସହାୟକ ଗୋଷ୍ଟି ରୁ କିଛି ଟଙ୍କା ଉଠାଇ ପଳାଇ ଯାଇଥିଲେ। ତେବେ ଏହି ଘଟଣା ଏବେ ସାରା ସହର ରେ ଚଞ୍ଚଲ୍ୟ ସୃଷ୍ଟି କରିଛି ଆଉ ଲୋକ ମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛିନ୍ତି। ତେବେ ସବୁ ସ୍ଥାନ ରେ ଏବେ ଏହି ଖବର ବ୍ୟାପିବା ରେ ଲାଗିଛି। ଲୋକ ମାନଂକର ଏହି ଭଳି ଲଜ୍ୟାଜନକ କାର୍ଯ୍ୟ ପାଇଁ ଆଜି ସାରା ସମାଜ କଳୁଷିତ ହେଉଛି। ତେବେ ଏହି ଘଟଣା ସତରେ ଏକ ଲଜ୍ୟାଜନକ ଘଟଣା ହୋଇଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।