୪୫ ମିନିଟ୍ ମରି ପୁଣି ଜୀବିତ ହୋଇଗଲେ ଏହି ବ୍ୟକ୍ତି ଫେରିବା ମାତ୍ରେ ଲୋକମାନଙ୍କୁ କହିଲେ ମୃତ୍ୟୁ ଜଗତ ସହ ଜଡିତ ଜିନିଷ ସବୁ ଜାଣନ୍ତୁ କ’ଣ ହୋଇପାରେ

0

ବେଳେ ବେଳେ ଦୁନିଆ ରେ ଏମିତି ସବୁ ଘଟଣା ଘଟେ ଯାହା ସତ ରେ ବହୁତ ଆଶ୍ଚର୍ଯ୍ୟଜନକ ହୋଇଥାଏ ଆଉ ଯାହା ଶୁଣିଲା ପରେ କି ଦେଖିଲା ପରେ ବିଶ୍ୱାସ ହୁଏ ନାହିଁ। ତେବେ ଚକିତ କରି ଦେବା ଭଳି ଘଟଣା ସମାଜ ରେ ଏ ଦୁନିଆ ରେ ବହୁତ ଦେଖିବାକୁ ମିଳି ଥାଏ କିନ୍ତୁ ବେଳେ ବେଳେ ଏମିତି କିଛି ଘଟଣା ଘଟେ ଯାହା ଆଗରୁ କେବେ ଘଟି ନ ଥିବା।ତେବେ ମଣିଷ ର ଜନ୍ମ ମାନେ ମୁର୍ତ୍ୟୁ ରହିଛି। ଦୁନିଆରେ ଯେତେ ବି ଲୋକ ଅଛନ୍ତି ସମସ୍ତଙ୍କୁ ଜାଣିବାକୁ ଇଚ୍ଛା ହଉଥିବା ଯେ ମୃତୁ ପରେ ଜଣେ ମଣିଷ ର କଣ ହୁଏ ତା ସହ କଣ କରାଯାଏ। ଆଜି ଯାଏଁ ଏହାର ଉତ୍ତର କେହି ବି ଦେଇ ପାରି ନାହାଁନ୍ତି ହେଲେ ଜଣେ ଆଜି ଏହାର ଉତ୍ତର ଦୌଚନ୍ତି। ଆସନ୍ତୁ ଜାଣିବା।


ସେ ହେଉଛନ୍ତି ୪୫ ବର୍ଷ ର ଲୋକ ମାଇକେଲ ନ୍ୟାପିନ୍ସିକ । ସେ ହେଉଛନ୍ତି ସେଇ ମଣିଷ ଯିଏ ମରିକି ୪୫ ମିନିଟ ପରେ ପୁଣି ବଞ୍ଚି ଯାଇଛନ୍ତି। ଆପଣ ଆଜି ଯାଏଁ ଏପରି ଘଟଣା ଶୁଣି ନଥିବେ କି ମୃତ୍ୟୁ ପରେ କେହି ପୁଣି ଥରେ ଜୀବିତ ହୋଇଯାଇଛି ମାତ୍ର ଏହା ଏକ କାହାଣୀ ନୁହଁ ମାତ୍ର ଏକ ସତ ଘଟଣା ଅଟେ। ଡାକ୍ତର ମଧ୍ୟ ଏହି ଘଟଣା ରେ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ତାଙ୍କ ହୃଦୟ ୪୫ ମିନିଟ ପର୍ଯ୍ୟନ୍ତ ଧକ୍ ଧକ ହୋଇନଥିଲା ,ହୃଦସ୍ପଣ୍ଡନ ପୁରା ବନ୍ଦ ହୋଇଯାଇଥିଲା। ପରିବାର ଲୋକେ ମଧ୍ୟ ତାଙ୍କ ମୃତ୍ୟୁ କୁ ନେଇ ଦୁଃଖ ପ୍ରକାଶ କରୁଥିଲେ , ପରିବାର ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।


୪୫ ବର୍ଷୀୟ ମାଇକେଲ ୭ ନଭେମ୍ବର ଦିନ ପାର୍କ ରେ ସ୍ନୋସିଂ କରିଥିଲେ । ବରଫ ଅଧିକ ପଡ଼ିବାରୁ ସେ ସାଙ୍ଗ ମାନଙ୍କ ଠାରୁ ଦୂରେଇ ଗଲା ଏବଂ କୁଆଡେ ହଜି ଯାଇ ଥିଲେ,ସେନା ଫେରିବାରୁ ପାହାଡ଼ କୁ ଏକ ଟିମ୍ ପଠାଗଲା ତାଙ୍କୁ ଖୋଜିବା ପାଇଁ। ବରଫ ପାହାଡ଼ ମଧ୍ୟରେ ତାଙ୍କୁ ଖୋଜା ହେଲା ମାତ୍ର ପାଇଲେ ନାହିଁ। ଏହାର ଏକ ଦିନ ପରେ ୮ ନଭେମ୍ବର ଦିନ ତାଙ୍କୁ ମୃତ ଅବସ୍ଥାରେ ପାଇଲେ ।


ହେଲିକପ୍ଟର ମାଧ୍ୟମରେ ମାଇକେଲ ଙ୍କୁ ଅଣାଗଲା ଏହାପରେ ଡାକ୍ତର ତାଙ୍କୁ ଦେଖିଲେ ।ତେବେ ଡାକ୍ତର ମାନେ ଚିକିତ୍ସା କରି ଦେଖିଲେ ଯେ ତାଙ୍କ ହୃଦୟ କାମ କରିବା ବନ୍ଦ କରି ଦେଇଛି । ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କଲେ ,ସେ ପାଖାପାଖି ୪୫ ମିନିଟ ପର୍ଯ୍ୟନ୍ତ ମୃତ ରହିଲେ ଏହା ପରେ ମଧ୍ୟ ଟିମ ତାଙ୍କୁ ଏକ ଏକସ୍ତ୍ରୋକୋପାର୍ଲିଆର ଝିଲ୍ଲୀ ଅକ୍ସିଜନେସନ ମିଶନ ପର୍ଯ୍ୟନ୍ତ ପହଞ୍ଚେଇଲେ।ଡାକ୍ତର ମାନେ ହାର ନ ମାନି ଏକ ମୃତ ବ୍ୟକ୍ତିଙ୍କୁ ବଞ୍ଚେଇବାର ଚମତ୍କାର କରି ଦେଖେଇଲେ।

ତେବେ ତାଙ୍କ ପରିବାର ମଧ୍ୟ ଏହି ଘଟଣା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ।ତେବେ ସେ ମୁର୍ତ୍ୟୁ ରୁ ଫେରିବା ପରେ ସେହି ୪୫ ମିନିଟ ଭିତରେ କଣ ହୋଇ ଥିଲା , ତାକୁ ବର୍ଣନା କରି ଥିଲେ ଯାହା ଶୁଣିଲା ପରେ ଲୋକ ଙ୍କ ହୋସ ଉଡି ଗଲା। ତେବେ ତାଙ୍କୁ ଅନେକ ଭିନ୍ନ ଯନ୍ତ୍ର ଆଉ ମେସିନ ଦ୍ୱାରା ବଞ୍ଚା ଯାଇ ଥିଲା, ଯାହା ବହୁତ ଦାମୀ ଓ ଉନ୍ନତମାନ ର ଥିଲା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।