ଆସିଲା ଓଡ଼ିଶାରେ ବଡ଼ ନିଯୁକ୍ତି ସୁଯୋଗ ସବୁ ଜିଲ୍ଲା ପାଇଁ ରହିଛି ୪୦୦ ପୋଷ୍ଟ । ଜାଣନ୍ତୁ ଏହି ପୋଷ୍ଟ ପାଇଁ ବୟସ ସୀମା ଏବଂ ପରୀକ୍ଷା ତାରିଖ ପରି ସବୁ ତଥ୍ୟ।

0

ନିଯୁକ୍ତି ପାଇଁ ଆସିଲା ପୁଣି ଏକ ବଡ଼ ସୁଯୋଗ। ଯେଉଁମାନେ ବ୍ୟାଙ୍କିଙ୍କ କ୍ଷେତ୍ରରେ ଚାକିରୀ ପାଇଁ ଆଶାୟୀ ଅଛନ୍ତି ସେହିମାନଙ୍କ ପାଇଁ ଏହା ଏକ ବଡ଼ ନିଯୁକ୍ତି ସୁଯୋଗ। ଓଡିଶା ରେ ନିଯୁକ୍ତି ପାଇଁ ଆସିଲା ଏକ ନୂଆ ନୋଟିଫିକସନ। ତେବେ ଆସନ୍ତୁ ଜାଣିବା ଏହି ନୁଯୁକ୍ତି ପାଇଁ ଆବଶ୍ୟକ ଥିବା ବୟସ, ଶିକ୍ଷାଗତ ଯୋଗ୍ୟତା, ସମୟ ଇତ୍ୟାଦି ସବୁ କିଛି ତଥ୍ୟ।


ଦେଖନ୍ତୁ ଏହି ନିଯୁକ୍ତି ପାଇଁ ଭାରତରେ ପ୍ରାୟ ୮,୫୦୦ ପୋଷ୍ଟ ବାହାରିଛି । ଏଥି ମଧ୍ୟରୁ ପ୍ରାୟ ୪୦୦ ପୋଷ୍ଟ ପାଇଁ ଓଡ଼ିଶାରେ ନିଯୁକ୍ତି ବାହାରିଛି। ତେବେ ଆପଣ ଏହି ପୋଷ୍ଟ ଗୁଡିକୁ କେଉଁ ଜିଲ୍ଲାରେ କେତେ ପୋଷ୍ଟ ବାହାରିଛି ଆପଣ ନିଜେ ଅଫିସିଆଲ ୱେବସାଇଟ ରେ ଜାଣି ପାରିବେ। ଏହି ପୋଷ୍ଟ ପାଇଁ ଉଭୟ ମହିଳା ଏବଂ ପୁରୁଷ ମଧ୍ୟ ଆବେଦନ କରି ପାରିବେ। ଏହା ସହିତ ଆପଣ ଏହି ପୋଷ୍ଟ ପାଇଁ କେଉଁ ପ୍ରକାର ପରୀକ୍ଷା ହେବ ତାହା ମଧ୍ୟ ଆମେ ଜଣାଇ ଦେବୁ। ଆପଣ ଏହି ପୋଷ୍ଟ ପାଇଁ ପ୍ରାୟ ମାସିକ ୨୦,୦୦୦ ଟଙ୍କା ସହିତ ଅନ୍ୟାନ୍ୟ ପ୍ରକାର ସହାୟତା ରାଶି ମିଳିବାର ସୁବିଧା ରହିଛି।

ଏହି ପୋଷ୍ଟ ପାଇଁ ଶିକ୍ଷାଗତ ଯୋଗ୍ୟତା;-

ଦେଖନ୍ତୁ ଏହି ବ୍ୟାଙ୍କ ପୋଷ୍ଟ ପାଇଁ ଶିକ୍ଷାଗତ ଯୋଗ୍ୟତା ହେଉଛି ଯେକୌଣସି ଡିଗ୍ରୀ। ଆପଣ ସ୍ନାତକୋତ୍ତର ରେ ପାସ କରିଥିବା ବିଦ୍ୟାର୍ଥୀ ମାନେ ଆବେଦନ କରିପାରିବେ। ତେଣୁ ଏହି ତଥ୍ୟ ଅନୁସାରେ ୩୧/୧୦/୨୦୨୦ ସମୟ ପର୍ଯ୍ୟନ୍ତ ଆପଣ ସ୍ନାତକୋତ୍ତର ପାସ କରିଥିବା ଦରକାର।

ବୟସ ପାଇଁ ସମୟସୀମା ;-

ଏହି ପୋଷ୍ଟ ମାନଙ୍କ ପାଇଁ ଯେଉଁମାନେ ଆବେଦନ କରିବାକୁ ଚାହୁଁଛନ୍ତି ସେହିମାନେ ଏହାକୁ ନିହାତି ଜାଣିନେବା ଦରକାର। ଏହି ପୋଷ୍ଟ ର ଆବେଦନ ପାଇଁ ଆପଣଂକୁ ୩୧/୧୦/୨୦୨୦ ସୁଧା ୨୧ ବର୍ଷ ହୋଇଥିବା ଦରକାର। ଏହା ସହିତ ଆପଣ ମାନେ ୨୦ ରୁ ୨୮ ବର୍ଷ ମଧ୍ୟରେ ଆବେଦନ କରିବାର ସମୟ ସୀମା ଧାର୍ଯ୍ୟ ରହିଛି।

ପରୀକ୍ଷା କେଉଁ ପ୍ରକ୍ରିୟା ରେ ହେବ ;-

ଏହି ବ୍ୟାଙ୍କ ପାଇଁ ଯେଉଁମାନେ ଆବେଦନ କରିବାକୁ ଚାହୁଁଛନ୍ତି ଆପଣ ମାନେ ଜାଣିନେବା ଦରକାର କି ଏହି ପୋଷ୍ଟ ପାଇଁ ଅନଲାଇନ ରେ ଆବେଦନ କରିବା ସହିତ ଏହି ନିଯୁକ୍ତି ପାଇଁ ଅନଲାଇନ ରେ ପରୀକ୍ଷା ହେବାର ନୋଟିଫିକସନ ଆସିଛି। ଏହା ସହିତ ଏହି ପୋଷ୍ଟ ପାଇଁ **/ଜାନୁଆରୀ/ ୨୦୨୦ ରେ ପରୀକ୍ଷା ହେବାର ସୂଚନା ରହିଛି।

ଏହି ପୋଷ୍ଟ ଆବେଦନ ପାଇଁ କେତେ ଫି ରହିଛି;-

ଦେଖନ୍ତୁ ଯେଉଁମାନେ ur/ obc/ ews ଅଛନ୍ତି ସେହିମାନଙ୍କ ପାଇଁ ପରୀକ୍ଷା ଫି ରହିଛି ମାତ୍ର ୩୦୦ ଟଙ୍କା। ଆଉ ଯଦି ଆପଣ st/sc/ ଏବଂ ଭିନ୍ନକ୍ଷମ ଅଛନ୍ତି ତେବେ ଏହି ପୋଷ୍ଟ ଆବେଦନ ପାଇଁ କୌଣସି ଫି ଦେବାକୁ ପଡିବ ନାହିଁ। ଏହା ସହିତ ଏହି ପୋଷ୍ଟ ପାଇଁ ଯେଉଁମାନେ ଆବେଦନ କରିବାକୁ ଚାହୁଁଛନ୍ତି ତେବେ ୧୦ ଡିସେମ୍ବର ସୁଧା ଆବେଦନ କରିପାରିବାର ସମୟ ସୀମା ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।