ଦେଖନ୍ତୁ ଭିଡ଼ିଓ । ବାହାଘର କିଛି ଦିନ ପରେ ଅଭିନେତ୍ରୀ ଝିଲିକ ଦେଲେ ଖୁସି ଖବର ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ

0

ସାଧାରଣ ଭାବରେ ବଲିଓଡ଼ , ହୋଲିଉଡ଼ , ତୋଲିଉଡ଼ ତଥା ଓଲିଉଡ ର ଅଭିନେତା ଏବଂ ଅଭିନେତ୍ରୀ ମାନେ ନିଜ ନିଜର ପ୍ରେମ , ବିବାହ , ପୋଷାକ ପତ୍ର ତଥା ନିଜର ସାମଜ ପ୍ରତି ଥିବା ଭଲପାଇବାକୁ ଦେଖାଇ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି। ତେବେ ଆପଣ ମାନେ ଜଣିଛନ୍ତି ଯେ ବର୍ତ୍ତମାନ ବଲିଉଡର ଅଭିନେତା ସୋନୁ ସୁଦ ଲୋକଡାଉନ ସମୟରେ ଲୋକମାନଙ୍କୁ ବିଭିନ୍ନ ପ୍ରକରର ସହାୟତା ପ୍ରଦାନ କରି ଚର୍ଚ୍ଚାରେ ରହିଛନ୍ତି । ସେହିପରି ଆମ ଓଡିଶାର ଜଣେ ଅଭିନେତ୍ରୀ ନିଜର ଅଭିନୟ ଛାଡି ପଶୁପକ୍ଷୀ ଙ୍କ ପ୍ରତିଥିବା ସର୍ଦ୍ଦାର ବିଷୟ ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି । ତେବେ ଆମେ ଆଜି ଆପଣଙ୍କୁ ଏମିତି ଜଣେ ଓଲିଉଡ କଳାକାର ଙ୍କର ବିଷୟରେ ଜାଣେଇବୁ ।

ଉଲେକ୍ଷ୍ୟଯୋଗ୍ୟ ଯେ , ଓଲିଉଡ ସିନେମା ଜଗତରେ ଅଭିନେତ୍ରୀ ଝିଲିକ ଙ୍କୁ ଓଲିଉଡ ର ବେଙ୍ଗଲୀ କୁଇନ ବୋଲି ସମ୍ବଧନ କରାଯାଇଥାଏ । କାରଣ ସେ ଯେତିକି ସୁନ୍ଦର ତାଙ୍କର ଅଭିନୟ ମଧ୍ୟ ସେତିକି ମଧୁର ଏବଂ ମୋନମୋହିତ । ତେବେ ନିଜର କଳାକାର ଦୁନିଆଁ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଝିଲିକ ନିଜର ନମ୍ରତା ଏବଂ ନିଜର ବେଶ ପୋଷକ କୁ ନେଇ ଓଡ଼ିଶା ରେ ଖୁବ ପ୍ରସିଦ୍ଧ ଯଦିଓ ସେ ଓଡ଼ିଆ ର ବାସିନ୍ଦା ନୁହନ୍ତି । ତେବେ କିଛି ଦିନ ପୂର୍ବରୁ ସେ ଜଣେ ଯୁବକଙ୍କ ସହ ବୈବାହିକ ଜୀବନରେ ବାନ୍ଧି ହୋଇଥିଲେ ଯାହାର ଭିଡ଼ିଓ ଓ ଫୋଟ ସୋସିଆଲ ମିଡ଼ିଆ ରେ ବେଶ ଭାଇରଲ ହେବାର ଜଣାପଡିଥିଲା । ତେବେ ତାଙ୍କର ସ୍ୱାମୀ ଜଣେ ବିଧାୟକ ଅଟନ୍ତି ।

ତେବେ ବର୍ତ୍ତମାନ ତାଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ବେଶ ଭାଇରଲ ହେବରେ ଲାଗିଛି ।ଯେଉଥିରେ ତାଙ୍କର ଅଭିନୟ ନୁହେଁ ବରଂ ନିଜକୁ ଏକ ସୁ ଗୃହିଣୀ ତଥା ପ୍ରାକୃତି ପ୍ରେମି ଭାବରେ ପ୍ରତିଷ୍ଠା କରିଛନ୍ତି ବଙ୍ଗୀୟ ସୁନ୍ଦରୀ ଝିଲିକ ।ଅଧିକାଂଶ ଅଭିନେତ୍ରୀ ବିବାହ ପରେ ସହଜରେ ନିଜର ଶାଶୂ ଙ୍କ ଘରେ ନିଜକୁ ଖାପ କରି ଚଳିପାରନ୍ତି ନାହିଁ କିନ୍ତୁ ଝିଲିକ ତାହା ଭୁଲ ବୋଲି ପ୍ରମାଣିତ କରିଛନ୍ତି ।ସେ ନିଜର ବୈବାହିକ ଜୀବନ କୁ ମଧ୍ୟ ସେତିକି ସୁନ୍ଦର ଭାବରେ ଗଢିବାରେ ଲାଗିଛନ୍ତି ଯେମିତି ସେ ଅଭିନୟ ରେ ନିଜର କଳା ପ୍ରଦର୍ଶନ କରିଥାନ୍ତି ।

ତେବେ ଝିଲିକ ଙ୍କୁ ପଶୁପକ୍ଷୀ ଖାସ କରି କୁକୁର ବହୁତ ପସନ୍ଦ ଅଟନ୍ତି।ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଥିବା ଭିଡ଼ିଓ ରେ ଜଣାପଡିଛି ଯେ କିଛି ଦିନ ତଳେ ଝିଲିକ ନିଜ ଘରକୁ ଏକ ଅଲଗା ପ୍ରଜାତିର କୁକୁର କୁ ଆଣିଥିଲେ ଯାହାକୁ ତାଙ୍କର ଶାଶୂ ବନ୍ଦାପନା କରି ନିଜ ଘରକୁ ଆଗମନ କରିଥିଲେ ।ଝିଲିକ ସେହି କୁକୁର ଟିର ନାମ ସେନ୍ହ ରେ “ଜୁଜୁ” ରଖିଛନ୍ତି ବୋଲି ମଧ୍ୟ ଜଣା ଯାଉଛି ।ତାଙ୍କର ସ୍ୱାମୀ ଙ୍କର କହିବା ଅନୁସାରେ ଝିଲିକ ଗୃହ ପାଳିତ ପଶୁ ଖାସ କରି କୁକୁର କୁ ବହୁତ ଭଲ ପାଆନ୍ତି ।ଏବଂ ସେ ଜଣେ ସୁଗୃହିଣୀ ଅଟନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।