ନିଜର ମା ହୋଇ ଝିଅର ଚତୁର୍ଥୀ ରାତିରେ ନିଜର ଜ୍ବାଇଁ ସହ ଏଭଳି କାର୍ଯ୍ୟ କରି ବସିଲେ ଶେଶରେ ଝିଅଟି ବାଧ୍ୟ ହୋଇ ଏଭଳି କରିଲା …

0

ଆମ ସମାଜରେ ବିବାହ କୁ ବଡ଼ ଖୁସି ଓ ଆଡ଼ମ୍ବରରେ ପାଳନ କରାଯାଇଥାଏ । ଏହି ବିବାହ ଏକ ପ୍ରକାର ର ମିଳନ ହୋଇଥାଏ ଦୁଇ ପରିବାର ମଧ୍ୟରେ ତଥା ଜଣେ ଯୁବକ ଓ ଯୁବତୀ ମଧ୍ୟରେ। ତେବେ ଆମେ ଜାଣିଛୁ ଯେ ସ୍ୱାମୀ ଓ ସ୍ତ୍ରୀ ଙ୍କ ସମ୍ପର୍କ ଏକ ପଵିତ୍ର ସମ୍ପର୍କ ଅଟେ । ଏହା ଉଭୟ ଶାରୀରିକ ଏବଂ ମାନସିକ ସମ୍ପର୍କ ହୋଇଥାଏ ।ସ୍ୱାମୀ-ସ୍ତ୍ରୀ ଙ୍କ ମଧ୍ୟରେ ଏହି ମାନସିକ ତଥା ଶାରୀରିକ ସମ୍ପର୍କ ସେମାନଙ୍କୁ ଏକ ସୁନ୍ଦର ଏବଂ ଆନନ୍ଦମୟ ଜୀବନଯାପନ କରିବାରେ ସାହାଯ୍ୟ କରିଥାଏ । ଏହା ମଧ୍ୟ ଉଭୟଙ୍କୁ ଶାରୀରିକ ତଥା ମାନସିକ ସ୍ତରରେ ଶାନ୍ତି ଦେବା ସହ ଶରୀର ରେ ବହୁତ ଉପକାର କରିଥାଏ ।କିନ୍ତୁ କେବେ କେବେ ଏହି ବିବାହ ସେହି ମହିଳା ପାଇଁ ଅଭିଶାପ ହୋଇଥାଏ ତ କେବେ କେବେ ପୁରୁଷ ଙ୍କ ପାଇଁ । ତେବେ ଆମେ ଆଜି ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।


ଉଲେକ୍ଷ୍ୟଯୋଗ୍ୟ ଯେ , ଲଣ୍ଡନର ଏକ ସହର ରେ ଘଟିଛି ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ ତଥା ଅଭାବନୀୟ ଘଟଣା । ନିଜ ଝିଅ ର ସଉତୁଣୀ ସାଜିଛି ମା । ଯଦିଓ କଥାଟି ଅତ୍ୟନ୍ତ ଆଶ୍ଚର୍ଯ୍ୟକର କିନ୍ତୁ ଏହା ସତ୍ୟ ଅଟେ । ଉଲେକ୍ଷ୍ୟଯୋଗ୍ୟ ଯେ ଲଣ୍ଡନର ଜଣେ ମହିଳା ଲରେନ ୨୦୦୫ ମସିହାରେ ପାଉଲ ନାମକ ଜଣାଏ ବ୍ୟକ୍ତି ଙ୍କୁ ପ୍ରେମ ବିବାହ କରିଥିଲେ । ମାତ୍ର ବିବାହ ପରେ ଲରେନ ଙ୍କ ସହ ଯାହା ଘଟିଥିଲା ତାହା ଥିଲା ଅତ୍ୟନ୍ତ ଲଜ୍ୟା ଜନକ ତଥା ଆଶ୍ଚର୍ଯ୍ୟକର । ତେବେ ଘଟଣା ଟି କିଛି ଏମିତି ଥିଲା କି ନିଜ ଝିଅ ର ବିବାହ ପରେ ଜ୍ବାଇଁ ସହ ଅଶୀଳ ଶାରୀରିକ ସମ୍ପର୍କରେ ରହୁଥିଲେ ଶାଶୂ ।


ସୂଚନାଯୋଗ୍ୟ ଯେ , ଲରେନ ଙ୍କ ମା ଜଣେ ବିଧବା ମହିଳା ଥିଲେ । ତେବେ ଲରେନ ଙ୍କ ଵିଵାହ ସେ ଭାରି ଧୁମ ଧାମରେ ମଧ୍ୟ କରିଥିଲେ ଏବଂ ସେଥିରେ ପ୍ରାୟ ୫୦ ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ କରିଥିଲେ । କିନ୍ତୁ ବିବାହର ମାତ୍ର କିଛି ଦିନ ପରେ ଲରେନ ଙ୍କ ସ୍ୱାମୀ ପାଉଲ ଲରେନ ଙ୍କୁ ଛାଡି ଲରେନ ଙ୍କ ମା ଜୁଲି ଙ୍କ ସହ ଅଧିକ ମିଳାମିଶା କରୁଥିଲେ । ଏହା ଦେଖି ଲରେନ ପ୍ରଥମେ କିଛି ବୁଝିପାରିନଥିଲେ । ତେବେ ପାଉଲ ନିଜର ହୋନିମୁନ ରେ ମଧ୍ୟ ନିଜର ଶାଶୁ ଙ୍କୁ ସାଙ୍ଗେ ନେଇଯାଇଥିଲେ ।

ସେତେବେଳେ ମଧ୍ୟ ଲରେନ କିଛି ବୁଝିପାରିନଥିଲେ । ପରେ ଯେତେବେଳେ ପାଉଲ ଲରେନ ଙ୍କୁ ଛାଡି ନିଜର ଶାଶୁଙ୍କ ସହ ଶାରୀରିକ ସମ୍ପର୍କରେ ରେ ରହୁଥିବା ର ଲରେନ ଜାଣିପାରିଲେ ସେତେବେଳେ ତାଙ୍କୁ ଏକ ଝଟକା ଲାଗିଥିଲା । ସେ ତାଙ୍କର ସ୍ୱାମୀ ଏବଂ ମା ଙ୍କୁ ନିଜ ବେଡ଼ ରୁମ ରେ ଅସଂଗତ ଅବସ୍ଥାରେ ଦେଖି ନିଜକୁ ସହ୍ୟ କରିପାରିନଥିଲେ । ପରେ ସେ ନିଜ ସ୍ୱାମୀଙ୍କୁ ଛାଡପତ୍ର ଦେଇ ଅଲଗା ହୋଇଯାଇଥିଲେ । ତେବେ ବର୍ତ୍ତମାନ ଲରେନ ଅନ୍ୟ ଏକ ବ୍ୟକ୍ତିଙ୍କୁ ବିବାହ କରି ଏକ ସହରରେ ରହୁଥିବା ବେଳେ ତାଙ୍କର ପୂର୍ବ ସ୍ୱାମୀ ଏବଂ ମା ମଧ୍ୟ ପରସ୍ପର କୁ ବିବାହ କରି ଅନ୍ୟ ଏକ ସହରରେ ନିଜର ୨ ବର୍ଷର ପିଲା ସହ ରାହୁଥିବାର ଜଣାପଡ଼ିଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।