ଶୁଣନ୍ତୁ ଭାଇରାଲ Audio Recording ! ରହିବା ପାଇଁ ଦେହ ଡିଲ୍ ! ଭାଇରାଲ ହେଲା ରସିକିଆ ସରପଞ୍ଚ ଙ୍କ ରାସଲୀଳା ଭିଡ଼ିଓ…..

0

ଆମେ ମାନେ ସମସ୍ତେ ଆମ ରାଜ୍ୟ କଥା ନିଶ୍ଚିତ ଭାବେ ବହୁତ ଭଲ ଭାବେ ଜାଣିଥିବା। ଆମ ରାଜ୍ୟ ର ଅର୍ଥନୀତି କଥା, ରାଜନୀତି କଥା ଏବଂ ଆମ ରାଜ୍ୟ ର ଲୋକ ମାନଙ୍କ ର ଅତି ନିଚ୍ଚ ଧରଣର ଚିନ୍ତାଧାରା କୁ ମଧ୍ୟ। ତେବେ ଆମେ ମାନେ ମଧ୍ୟ ଜାଣିଛେ ଏବଂ ବାହାର ରାଜ୍ୟର ଲୋକ ମାନେ ବି ଜାଣିଥିବେ କି ଆମ ରାଜ୍ୟରେ ଗରିବ, ଅସହାୟ ଲୋକ ବହୁତ ଦେଖାଯାଆନ୍ତି। ଯେଉଁ ମାନେ କି ଅର୍ଥ ଅଭାବରୁ ବହୁତ ଦୁଃଖ କଷ୍ଟ ରେ ନିଜର ଜୀବନ କାଟୁଛନ୍ତି।

ସେହି ଲୋକ ମାନେ ନିଜର ଘର ଲୋକ ମାନଙ୍କ ମୁହଁ ରେ ଟିକେ ଆହାର ଦେବା ପାଇଁ ସରକାର ଙ୍କ ଉପରେ ନିର୍ଭର କରନ୍ତି ଏବଂ ଅନେକ ଅଛନ୍ତି ଯେଉଁମାନେ କି ଯେତେ କଷ୍ଟ କାମ ହେଉ ମଧ୍ୟ କରିବା ପାଇଁ ପ୍ରସ୍ତୁତ ଥାଆନ୍ତି।  ଆମ ରାଜ୍ୟରେ ଦିନ କୁ ଦିନ ଅନେକ ଘୃଣ୍ୟ କାମ ସବୁ ବଢିବାରେ ଲାଗିଛି ଯାହାକି ଅନେକ ଲୋକ ମାନଙ୍କୁ ଅନେକ ପ୍ରକାର ର ଅସୁବିଧା ରେ ମଧ୍ୟ ପକାଉଛି। ଆପଣ ମାନେ ସମସ୍ତେ ଜାଣିଥିବେ ଆମ ରାଜ୍ୟ ସରକାର ଆମ ରାଜ୍ୟର ଗରିବ ଲୋକ ମାନଙ୍କ ପାଇଁ ଅନେକ ପ୍ରକାର ର ସୁବିଧା ସବୁ ଯୋଗାଇ ଦେଉଛନ୍ତି, ଯେପରିକି ଟଙ୍କିକିଆ ଚାଉଳ, ଗହମ, ମାଗଣା ରେ ଆବାସ ଯୋଜନା ଆଦି ସବୁ।

ଏହା ଦ୍ୱାରା ଯେଉଁ ଲୋକ ମାନେ ଖାଇବାକୁ ପାଇନଥାନ୍ତି ସେମାନେ ଖାଇବାକୁ ପାଆନ୍ତି, ଆଉ ଯେଉଁ ମାନେ ନିଜର ମୁଣ୍ଡ ଗୁଞ୍ଜିବା ପାଇଁ ଜାଗା ପାଇନଥାନ୍ତି ସେମାନେ ପାଆନ୍ତି। ଏହି ସବୁ କୁ ସରକାର ସିଧାସଳଖ ଭାବରେ ଲୋକ ମାନଙ୍କ ହାତରେ ଆସି ଦେଇ ଯାଇ ନଥାନ୍ତି, ସିଏ କେତେକ ମାଧ୍ୟମ ରେ ଏହି ସୁବିଧା ସବୁ ଯୋଗାଇ ଦେଇଥାଆନ୍ତି। ଯେଉଁ ମାନଙ୍କ ମାଧ୍ୟମ ରେ ସରକାର ଏହି ସବୁ ଯୋଜନା କୁ ଯୋଗାଇ ଦିଅନ୍ତି, ସେହି ଲୋକ ମାନେ ଏହାକୁ ଯୋଗାଇ ଦେବା ପାଇଁ ଅତି ନିଚ୍ଚ ଧରଣର କାମ ସବୁ କରାଉଛନ୍ତି ଲୋକ ମାନଙ୍କ ଠାରୁ।

ତେବେ ସେହି ପରି ଜଣେ ରସିକିଆ ସରପଞ୍ଚ ଙ୍କ କଥା ଏବେ ଖୁବ ଜୋରରେ ଏକ ଚର୍ଚ୍ଚା ର ବିଷୟ ପାଲଟିଛି, ଯାହାକି ଆପଣ ମାନେ ବି ହୁଏତ ଶୁଣି ସାରିଥିବେ। ତେବେ ସେହି ସରପଞ୍ଚ ଜଣକ ହେଉଛନ୍ତି କଳାହାଣ୍ଡି ଜିଲ୍ଲାର ଏମ୍. ରାମପୁର ଥାନା ଅନ୍ତର୍ଗତ ସାଲେପା ପଞ୍ଚାୟତ ର। ଏଠାରେ ଏହି ସରପଞ୍ଚ ଜଣକ ଜଣେ ଅସହାୟ ଯୁବତୀ ଙ୍କୁ ଏକ ଆବସ ଯୋଗାଇ ଦେବା ପାଇଁ ନିଜ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ କହିଥିଲେ। ଏହା ପରେ ଏହି କଥା ଟି କୁ ଯୁବତୀ ଜଣକ ପୋଲିସ୍ ପାଖରେ କହିବାରୁ, ପୋଲିସ ତାଙ୍କୁ ଗିରଫ କରି ଆଣି ନିଜ ହେପାଜତରେ ରଖିଛି। ଏବେ ଏହି ସରପଞ୍ଚ ଙ୍କ ର ଏକ ଅଡିଓ ରେକର୍ଡ ଖୁବ୍ ଜୋରରେ ଭାଇରାଲ୍ ହେଉଛି। ତେବେ ଆସନ୍ତୁ ଜାଣିବା ସେହି ରେକର୍ଡ ରେ ସରପଞ୍ଚ ଜଣକ କଣ ସବୁ କହୁଛନ୍ତି।

ଯୁବତୀ ଜଣକ ପଞ୍ଚାୟତ କୁ ଯାଇଥିଲେ ସେଠାରେ ନିଜର କଥା କହିଥିଲେ। ଏହାପରେ ସରପଞ୍ଚ ରମେଶ ସାହୁ ତାଙ୍କୁ ଏକ ଫର୍ମ ପୂରଣ କରିବା ପାଇଁ ଦେଇଥିଲେ ସେ ସେଠାରେ ଫର୍ମ ପୂରଣ କରି ରଖିଆସିଥିଲେ। ବାହାରକୁ ଆସିବା ପରେ ତାଙ୍କ ଠାରୁ ତାଙ୍କ ର ଫୋନ୍ ନମ୍ବର ନେଇ ଥିଲେ ସରପଞ୍ଚ ରମେଶ ସାହୁ। କିଛି ଦିନ ପରେ ସରପଞ୍ଚ ସେହି ଯୁବତୀ ଜଣଙ୍କୁ କଲ୍ କରିଥିଲେ,କଲ୍ କରି ଯୁବତୀ ଜଣଙ୍କୁ ପ୍ରେମର ନିବେଦନ ନିବେଦନ ମଧ୍ୟ କରିଥିଲେ। ଏହା ସହିତ ଶାରୀରିକ ସମ୍ପର୍କ ରଖିଲେ ଆବାସ ଯୋଜନା, ଘର, ପଇସା ଆଦି ଦେବେ ବୋଲି ମଧ୍ୟ କହିଲେ। ଏହା ସହ ଯୁବତୀ ଙ୍କ ଘରେ କେହି ନଥିବା ସମୟ ରେ ସରପଞ୍ଚ ଜଣକ ଆସି ଯୁବତୀ ଙ୍କ ବଳାତ୍କାର ଉଦ୍ୟମ ମଧ୍ୟ କରିଥିଲେ। ଏହି ସବୁ କଥା କାହାକୁ କହିଲେ ଜୀବନରୁ ମାରିଦେବେ ବୋଲି ମଧ୍ୟ ଧମକ ଦେଇଥିଲେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।