ଏହି ନାମର ମହିଳା ମାନେ ତାଙ୍କ ସ୍ୱାମୀ ଙ୍କୁ ପାଗଳ ପରି ପ୍ରେମ କରନ୍ତି ଜାଣନ୍ତୁ କେଉଁ କେଉଁ ଝିଅମାନେ

0

ଭଗବାନ ଙ୍କ ର ସବୁ ଠାରୁ ବଡ ବିଚିତ୍ର ସୃଷ୍ଟି ହେଉଛି ନାରୀ। ନାରୀ ମାନଙ୍କ ର ମାୟା କୁ ବୁଝିବା ସତରେ ବହୁତ କଷ୍ଟ। ବିବାହ ସମୟ ରେ ପୁଆ ମାନଙ୍କ ମନରେ ଅନେକ ପ୍ରଶ୍ନ ଚାଲିଥାଏ ଯେ ସେମାନେ ଯାହାକୁ ବିବାହ କରିବେ ସେ କିପରି ହୋଇଥିବ। ସେ ତାଙ୍କ ଭଲ ପାଇବା ନା ନାହିଁ। ତାଙ୍କର ଯତ୍ନ ନେବ ନା ନାହିଁ ଏମିତି ଅନେକ ପ୍ରଶ୍ନ ତାଙ୍କ ମନରେ ଉଙ୍କି ମାରୁ ଥାଏ। ତେବେ ସେମାନେ ଏହା ଜାଣିବା ବହୁତ କଷ୍ଟ କର ହୋଇ ପଡିଥାଏ କାହିଁକି ନା କେବଳ ଝିଅ କୁ ଦେଖି ତାର ସ୍ୱଭାବ ବିଷୟରେ କହିବା ନିହାତି କଷ୍ଟ କର ଅଟେ।


ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଯଦି ଆପଣ ଝିଅ ର ନାମ ଜାଣିଛନ୍ତି ତେବେ ସେହି ନାମ ର ପ୍ରଥମ ଅକ୍ଷର ରୁ ହିଁ ଆପଣ ଜାଣିପାରବେ ଯେ ସେ ଝିଅ ଟିର ସ୍ଵଭାବ କିପରି ହୋଇ ଥିବ। ଏପରି କିଛି ନାମ ର ଝିଅ ମାନେ ଅଛନ୍ତି ଯେଉଁମାନେ କି ସେମାନଙ୍କ ର ସ୍ୱାମୀ କୁ ବହୁତ ଭଲ ପାଇଥାନ୍ତି। ବିବାହ ସମୟରେ ପୁଅ ମାନେ ଚେଷ୍ଟା କରିବା ଉଚିତ ଯେପରି ଏହି ନାମର ଝିଅ ମାନଙ୍କୁ ସେମାନେ ବିବାହ କରିବେ। ତେବେ ଆସନ୍ତୁ ଜାଣିବା ସେହି ଝିଅ ମାନଙ୍କ ବିଷୟରେ।

ଯେଉଁ ଝିଅ ମାନଙ୍କ ର ନାଁ D ଅକ୍ଷର ରି ଆରମ୍ଭ ସେହି ଝିଅ ମାମେ ନିଜର ସ୍ୱମୀ ଙ୍କୁ ବହୁତ ଭଲ ପାଇଥାନ୍ତି। ଏମାନେ ସର୍ବଦା ନିଜର ସ୍ୱାମୀ ର ସମ୍ମାନ କରି ଥାଆନ୍ତି। କେବେଳ ଏତିକି ନୁହେଁ ସ୍ୱମୀ ର ଦେହ ଖରାପ ହେଲେ ସର୍ବଦା ତାଙ୍କ ପାଖରେ ରହିଥାନ୍ତି। ତେଣୁ ଆପଣ ଯେତେବେଲବ ବିବାହ କରିବା ପାଇଁ ଝିଅ ଖୋଜୁଛନ୍ତି ଯଥା ସମ୍ଭବ ଚେଷ୍ଟା କରନ୍ତୁ ଯେ ଆପଣ ଏହି ନାମ ର ଝିଅ କୁ ବିବାହ କରିବେ।


ଏହା ପରେ ହେଉଛି S ନାମ ର ଥିବା ଝିଅ ମାନେ। ଏମାନେ ଦେଖିବାକୁ ଯେତିକି ସୁନ୍ଦର ହୋଇଥାନ୍ତି ନିଜର ସ୍ୱାମୀ କୁ ଏମାନେ ସେତିକି ଭଲ ପାଇ ଥାନ୍ତି। ଏମାନେ କେବେବି ନିଜର ସ୍ୱାମୀ ର ମନରେ କଷ୍ଟ ଦିଅନ୍ତି ନାହିଁ। ସର୍ବଦା ସ୍ୱାମୀ ଙ୍କର ମନ ଇଛା କୁ ଏମାନେ ପୂରଣ କରିଥାନ୍ତି। ତେଣୁ ଆପଣ ଯଥା ସ୍ୱଭାବ ଚେଷ୍ଟା କରିବା ଉଚିତ ଯେପରି ଆପଣ ବିବାହ କରିବେ ଯଦି ଏହି ନାମ ର ଝିଅ କୁ ହିଁ ବିବାହ କରିବେ। ଶେଷରେ ହେଉଛି K ନାମ ର ବ୍ୟକ୍ତି।

ଏମାନେ ନିଜର ସ୍ୱାମୀ କୁ ଭଗବାନ ବୋଲି ଭାବି ଥାନ୍ତି। ଏମାନେ ସବୁ ସମୟ ରେ ନିଜର ସ୍ୱାମୀ ସହ ଛିଡା ହୋଇ ଥାଆନ୍ତି। ନିଜ ସ୍ୱାମୀ ଉପରକୁ କୌଣସି ବି ବିପଦ ଆସିବା ପାଇଁ ଦିଅନ୍ତି ନାହିଁ। ତେଣୁ ଆପଣ ଯଦି ବିବାହ କରିବା ପାଇଁ ଯାଉଛନ୍ତି ତାହାଲେ ଚେଷ୍ଟା କରନ୍ତୁ ଯେପରି K ନାମର ଝିଅ କୁ ଆପଣ ବିବାହ କରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।