ଆପଣଙ୍କର ନାମର ପ୍ରଥମ ଅକ୍ଷର ର ଅର୍ଥ କଣ ଜାଣିବାକୁ ଚାହୁଁଛନ୍ତି କି ! ନାମର ପ୍ରଥମ ଅକ୍ଷର ରୁ ଜାଣନ୍ତୁ ନିଜର ରାଶି ବିଷୟରେ

0

ଭଗବାନ ଏହି ସଂସାର କି ସୃଷ୍ଟି କରିବା ସମୟରେ ମଣିଷ କୁ ଭିନ୍ନ ଓ ନିଆଁର ରୂପରେ ଗଢିଛନ୍ତି ।ଗୋଟିଏ ମଣିଷର ର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁ କିଛି ଏକ ରହସ୍ୟ ବୋଲି ମଧ୍ୟ କୁହାଯାଏ । ଯଦିଓ ଭଗବାନ ଆମ ସମସ୍ତ କୁ ଗୋଟିଏ ଜାତି ତଥା ମଣିଷ ଜାତି ରୂପରେ ଗଢିଛନ୍ତି କିନ୍ତୁ ପ୍ରତ୍ୟେକ ମନୁଷ୍ୟ ଅନ୍ୟ ମାନଙ୍କ ଠାରୁ ଭିନ୍ନ ଏବଂ ସ୍ୱତନ୍ତ୍ର ଗୁଣ କୁ ନେଇ ଜନ୍ମ ଗ୍ରହଣ କରିଥାଏ ।ଏବଂ ତାହାର ଏହି ଅନ୍ୟନ୍ୟ ଗୁଣ ତାର ଜନ୍ମ ଠାରୁ ତା ସହ ଜଡିତ ହୋଇରହିଥାଏ ।

ତେବେ ଆମେ ଆଜି ଆପଣ ଙ୍କୁ ଜଣେ ବ୍ୟକ୍ତି ନାମ ସହ ଜଡିତ ଏମିତି ଏକ ରମାଞ୍ଚକ ତଥ୍ୟ ବିଷୟରେ ଆପଣଙ୍କୁ ଜଣେଇବାକୁ ଯାଉଛୁ । ଆମେ ଆପଣ ଙ୍କୁ ଜଣେଇବାକୁ ଯାଉଛୁ ଜଣେ ବ୍ୟକ୍ତି ର ନାମ ର ପ୍ରଥମ ଅକ୍ଷର କିପରି ଭାବରେ ତାର ରାଶି ଫଳ ବିଷୟରେ ଜାଣିପାରିବେ ।

୧.ଆମର ବାସ୍ତୁବଚନ ଅନୁସାରେ ଯେଉଁ ବ୍ୟକ୍ତି ଙ୍କର ନାମର ପ୍ରଥମ ଅକ୍ଷର ଚୁ, ଚେ, ଲି,ଚୋ, ଲ,ଲୋ,ଓ ଅ ହୋଇଥାଏ ସେହି ବ୍ୟକ୍ତିମାନ ଙ୍କର ରାଶି ମେଷ ରାଶି ଅଟେ ।

୨.ଯଦି ନାମର ପ୍ରଥମ ଅକ୍ଷର ବୁ,ଭ,ଏ,ବି,ବେ,ଓ,ଏବଂ ବୋ ହୋଇଥାଏ ସେହି ବ୍ୟକ୍ତିଙ୍କ ର ରାଶି ବୃଷ ରାଶି ଅଟେ ।

୩.ଯଦି ନାମର ପ୍ରଥମ ଅକ୍ଷର କ, କି,କୁ,ଘ,ଉ,ଛ ଏବଂ ହ ରୁ ଆରମ୍ଭ ହୋଇଥାଏ ସେହି ବ୍ୟକ୍ତିଙ୍କ ର ରାଶି ମିଥୁନ ରାଶି ଅଟେ ।

୪.ଯଦି ଆପଣ ଙ୍କର ନାମର ପ୍ରଥମ ଅକ୍ଷର ହ,ହି,ହୁ,ଡ଼, ଡି, ଡୋ, ଡେ ଏଥି ମଧ୍ୟରୁ କୌଣସି ଟି ହୋଇଥାଏ ତ ଆପଣଙ୍କର ରାଶି କର୍କଟ ରାଶି ଅଟେ ।

୫.ଯେଉଁ ବ୍ୟକ୍ତି ଙ୍କର ଭନାମର ପ୍ରଥମ ଅକ୍ଷର ମ,ମି,ମେ,ମୋ,ଟ, ଟି,ଟେ ରୁ ଆରମ୍ଭ ହୋଇଥାଏ ସେମାନଙ୍କ ର ସିଂହ ରାଶି ଅଟେ ।

୬.ଯେଉଁ ବ୍ୟକ୍ତି ଙ୍କର ଭନାମର ପ୍ରଥମ ଅକ୍ଷର ଟୋ,ପ୍,ପି,ଷ,ଣ, ଠ ରୁ ଆରମ୍ଭ ହୋଇଥାଏ ସେମାନଙ୍କ ର କନ୍ୟା ରାଶି ଅଟେ ।

୭.ଯେଉଁ ବ୍ୟକ୍ତି ଙ୍କର ଭନାମର ପ୍ରଥମ ଅକ୍ଷର ର,ରେ,ରି,ତ,ତି, ତୁ, ରୁ ଆରମ୍ଭ ହୋଇଥାଏ ସେମାନଙ୍କ ର ତୁଳା ରାଶି ଅଟେ ।

୮.ଯେଉଁ ବ୍ୟକ୍ତି ଙ୍କର ଭନାମର ପ୍ରଥମ ଅକ୍ଷର ତୋ, ନ,ନେ, ଯୁ, ଯ, ରୁ ଆରମ୍ଭ ହୋଇଥାଏ ସେମାନଙ୍କ ର ବିଛା ରାଶି ଅଟେ ।

୯.ଯେଉଁ ବ୍ୟକ୍ତି ଙ୍କର ଭନାମର ପ୍ରଥମ ଅକ୍ଷର ଯୋ, ଯେ,ଭ,ଭି,ତ,ରେ ରୁ ଆରମ୍ଭ ହୋଇଥାଏ ସେମାନଙ୍କ ର ଧନୁ ରାଶି ଅଟେ ।

୧୦.ଯେଉଁ ବ୍ୟକ୍ତି ଙ୍କର ଭନାମର ପ୍ରଥମ ଅକ୍ଷର ଯେ,ଭେ,ଗା, ଗି ରୁ ଆରମ୍ଭ ହୋଇଥାଏ ସେମାନଙ୍କ ର ମକର ରାଶି ଅଟେ ।

୧୧.ଯେଉଁ ବ୍ୟକ୍ତି ଙ୍କର ଭନାମର ପ୍ରଥମ ଅକ୍ଷର ଗ,ସ, ଓ,ଦ ରୁ ଆରମ୍ଭ ହୋଇଥାଏ ସେମାନଙ୍କ ର କୁମ୍ଭୀ ରାଶି ଅଟେ।

୧୨.ଯେଉଁ ବ୍ୟକ୍ତି ଙ୍କର ଭନାମର ପ୍ରଥମ ଅକ୍ଷର ଦ, ଧ,ଚ,ଚି ରୁ ଆରମ୍ଭ ହୋଇଥାଏ ସେମାନଙ୍କ ର ମିନ ରାଶି ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।