ସ୍ତ୍ରୀ ପାଇଁ କାଳ ଏହି ସିନ୍ଧୁର ! ପ୍ରତେକ ସ୍ତ୍ରୀ ଜାଣିବା ନିହାତି ଦରକାର ଏହିସବୁ ଜିନିଷ ନହେଲେ ବାହାଘର ପରେ ସ୍ୱମୀର ମୃତ୍ୟୁ ଓ ବର୍ବାଦର କାରଣ ହୋଇଥାଏ

0

ମହିଳା ମାନେ ହେଉଛନ୍ତି ଦେବୀ ମାନଙ୍କର ରୂପ। ଟତେଣୁ ମହିଳା ବା ଝିଅ ଗୋଟିଏ ପରିବାର ପାଇଁ ମହାଲକ୍ଷ୍ମୀ ସଦୃଶ ହୋଇଥାନ୍ତି। ତାଙ୍କର ସଂସ୍କାର ପାଇଁ ପରିବାରରେ ଧନ ଏବଂ ଖୁସିର ବର୍ଷା ହୋଇଥାଏ। ଆମ ହିନ୍ଦୁ ସଂସ୍କୃତି ଅନୁସାରେ ମହିଳାମାନଙ୍କୁ ପବିତ୍ର ଦୃଷ୍ଟିରେ ଦେଖାଯାଏ। ତେଣୁ ମହିଳା ମାନେ ଯଦି ନିଜର ବ୍ୟବହାର ଏବଂ କାର୍ଯ୍ୟ ରେ ଶାଳୀନତା ନ ରଖନ୍ତି ତେବେ ତାଙ୍କର ପରିବାର ଉପରକୁ ଅନେକ।ସମସ୍ୟା ଆସିଥାଏ। ଏହା ସହିତ ଏହି ତାଙ୍କର ସ୍ୱାମୀଙ୍କ ଆୟୁଷ ମଧ୍ୟ କମିଯାଏ।

ତେଣୁ ଏପରି ଅନେକ ଶାସ୍ତ୍ର ରେ ଉଲ୍ଲେଖ ରହିଛି କି ବିବାହିତ ମହିଳା ମାନେ ଯଦି ଏପରି କାର୍ଯ୍ୟ କରନ୍ତି ତେବେ ତାଙ୍କ ସୁହାଗ ସିନ୍ଦୂର ଉପରେ ମଧ୍ୟ କୁପ୍ରଭାଵ ପଡେ।  ତେଣୁ ବିବାହିତ ମହିଳା ମାନେ ଅନେକ ଛୋଟ ଛୋଟ ଘଟଣା ପ୍ରତି ଦୃଷ୍ଟି ଦେବାକୁ ହୁଏ। ଏପରି ନ କଲେ ଆପଣ ବିଧବା ହୋଇଯିବାର ସମ୍ଭାବନା ରହିଛି। ତେବେ ଆସନ୍ତୁ ଜାଣିବା କେଉଁ କେଉଁ କାର୍ଯ୍ୟ ମହିଳା ମାନେ କରିବା ଅନୁଚିତ।

1 – ବିବାହିତ ମହିଳା ମାନେ କେବେ ବି ବିବାହ ପରେ ଧଳା ରଙ୍ଗର ଶାଢୀ ପିନ୍ଧିବେ ନାହିଁ। ଏପରି କଲେ ଆପଣଙ୍କ ସିନ୍ଦୁର ଉପରେ ପ୍ରଭାବ ଆସିବ। କାରଣ ବିବାହିତ ମହିଳା ମାନେ ଲକ୍ଷ୍ମୀ ଙ୍କ ରୂପ ହୋଇଥାନ୍ତି। ବିବାହିତ ମହିଳା ମାନଙ୍କ ପାଇଁ ନାଲି, ହଳଦିଆ ଏବଂ ନୀଳ ରଙ୍ଗର ଶାଢୀ ଭଲ ଲାଗେ। ତେଣୁ ଏପରି କେବେ ଆପଣ କରିବେ ନାହିଁ।


2 -ସେହିପରି ବିବାହିତ ମହିଳା ମାନେ ଅଳଙ୍କାର ପିନ୍ଧିବାକୁ ପସନ୍ଦ କରନ୍ତି। ମାତ୍ର ମନେ ରଖନ୍ତୁ ମହିଳା ମାନେ ବିବାହ ପରେ କେବେବି ସୁନାର ପାଉଁଜି ପିନ୍ଧିବା ଅନୁଚିତ। ଏପରି କଲେ ଆପଣଙ୍କ ସ୍ୱାମୀଙ୍କ ଆୟୁଷ ହାନି ହୋଇଯାଏ। ତାହା ସହିତ ଗୋଡ଼ ର ଆଙ୍ଗୁଳି ରେ ମଧ୍ୟ ସୁନାର ଗୋଡ଼ ମୁଦି ପିନ୍ଧିବା ଅନୁଚିତ। ଏପରି କଲେ ଧନ ଲକ୍ଷ୍ମୀ ଆପଣଙ୍କ ଉପରେ ଅସନ୍ତୋଷ ହୋଇଥାନ୍ତି।


3 -ବିବାହିତ ମହିଳା ମାନଙ୍କ ପାଇଁ ସିନ୍ଦୂର ହେଉଛି ଏକ ପବିତ୍ର ଜିନିଷ। ଏହା ସହିତ ତାଙ୍କର ଏହି ସିନ୍ଦୂର ତାଙ୍କର ସ୍ୱାମୀଙ୍କ ପାଇଁ ରକ୍ଷା କବଜ ହୋଇଥାଏ। ତେଣୁ ମହିଳା ମାନେ ସର୍ବଦା ମୁଣ୍ଡରେ ଠିକ ସିନ୍ଧି ଜାଗାରେ ଏହାକୁ ଲଗାଇବା ଉଚିତ। କିନ୍ତୁ ଯଦି ଏହାକୁ ଛାଡି ଲୋକ ମାନଙ୍କୁ ଦେଖେଇବା ପାଇଁ ଅଲଗା ସ୍ଥାନରେ ଏହାକୁ ଧାରଣ କରନ୍ତି ତେବେ ତାଙ୍କ।ସ୍ୱାମୀଙ୍କ ଉପରେ ଏହାର ପ୍ରଭାବ ପଡେ ତାହା ସହିତ ଆୟୁଷ ମଧ୍ୟ କମିଯାଏ।


4- ସଧବା ମହିଳା ମାନଙ୍କ ପାଇଁ ମଙ୍ଗଳସୁତ୍ର ହେଉଛି ତାଙ୍କର ବିବାହ ଏବଂ ସୁହାଗ ସିନ୍ଦୁରର ପରିଚୟ। ଯଦି ବିବାହିତ ମହିଳା ମାନେ ଏହି ମଙ୍ଗଳସୁତ୍ର କୁ ଠିକ ସ୍ଥାନରେ ଧାରଣ ନ କରି ଷ୍ଟାଇଲ ପାଇଁ ଅନ୍ୟ ହାତରେ କିମ୍ବା ଅଲଗା ମଙ୍ଗଳସୁତ୍ର କୁ ଧାରଣ କରନ୍ତି ତେବେ ଏପରି କରିବା ଦ୍ୱାରା ମହିଳା ମାନେ ବିଧବା ହେବାର ଯୋଗ ସୃଷ୍ଟି ହୁଏ। ତେଣୁ ବିବାହିତ ମହିଳା ମାନେ ଏହି।ସବୁ ଜିନିଷ ପ୍ରତି ସାବଧାନ ରହିବା ଉଚିତ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।