ଜାଣନ୍ତୁ କିଛି ଅଜଣା କଥା ଗୋରଖନାଥ ଓ ଦୁଇଟି ପରା ଙ୍କ ର ସମ୍ପର୍କ ର ଯାହା କେହି ବି ଜାଣିନଥିବେ

0

ଆମ ଭାରତ ବର୍ଷ ରେ ଅନେକ ମହାସନ୍ଥ ଜନ୍ମ ଗ୍ରହଣ କରିଛନ୍ତ। କିନ୍ତି ଏପରି 2 ଜଣ ମୁନି ଜନ୍ମ ଗ୍ରହଣ କରିଥିଲେ।ଯେଉଁ ମାନଙ୍କ ପାଇଁ ଆମ ଭାରତରେ ଧର୍ମ ବଂଚି ରହିଛି ବୋଲି ବିଶ୍ୱାସ କରା ଯାଏ। ଏହି ଦୁଇଜଣ ଙ୍କ ପାଇଁ ହିଁ ଆଜି କିଛି ମାତ୍ରାରେ ଧର୍ମ ବଂଚି ରହିଛି। ତେବେ ଏହି ଦୁଇଜଣ ହେଉଛନ୍ତି ଗୁରୁ ଶଙ୍କରାଚାର୍ଯ୍ୟ ଓ ଗୁରୁ ଗୋରଖନାଥ। ଗୁରୁ ଗୋରଖନାଥ ଗୋବର ରୁ ଜନ୍ମ ଗ୍ରହଣ କରି ଥିବାରୁ ତାଙ୍କୁ ଗୋରଖନାଥ କୁହା ଯାଏ ବୋଲି ବିଶ୍ୱାସ ରହିଛି।


ତେବେ ନାଥ ବଂଶ ର ପ୍ରଗତି ପାଇଁ ଗୁରୁ ଗୋରଖନାଥ ଙ୍କୁ ହିଁ ସମସ୍ତ ଶ୍ରେୟ ଯାଉଛି। ଗୁରୁ ଗୋରଖନାଥ ଙ୍କ ର ଅନେକ ଶିଷ୍ୟ ଥିଲେ କିନ୍ତୁ ତାଙ୍କର ସବୁଠୁ ପ୍ରିୟ ଶିଷ୍ୟ ଙ୍କ ର ନାମ ଥିଲା ଅଗୋରନାଥ । ତେବେ ଦିନେ ଗୋରଖନାଥ ନିଜର ଶିଷ୍ୟ ମାନଙ୍କ ସହିତ ଜଙ୍ଗଲ ମଧ୍ୟରେ ଯାଉଥିବା ବେଳେ ଅଘୋରନାଥ ନିଜର ଗୁରୁଙ୍କୁ ଦୁଇଟି ପାରା ବିଷୟ ରେ ଗପ କହିବା ପାଇଁ କହିଲା ଯେଉଁ ପାରା ମାନେ ପ୍ରେମ ପାଇଁ ନିଜର ଜୀବନ ଦେଇ ଥିଲେ।

ଏକଥା ଶୁଣି ଗୁରୁ ଗରାଖ ନାଥ କାହାଣୀ ଟି ଆରମ୍ଭ କଲେ। ଏକଦା ଏକ ବୃକ୍ଷ ରେ ଦୁଇଟି ପାରା ବାସ କରୁଥିଲେ। ସେମାନେ ଉଭୟ ପରସ୍ପର ଙ୍କୁ ବହୁତ ଭଲ ପାଉଥିଲେ। ପୁରୁଷ ପାରା ପାରାଟି ମହିଳା ପାରାକୁ ଯେତିକି ଭଲ ଓଏଥଲା ମହିଳା ପାରା ଟି ମଧ୍ୟ ପୁରୁଷ ପାରା କୁ ସେତିକି ଭଲ ପାଉଥିଲା। ଉଭୟ ଉଭୟଙ୍କୁ ବହୁତ ଭଲ ପାଉଥିଲେ।


ତେବେ କିଛି ଦିନ ପରେ ମା ପାରାଟି ଦୁଇଟି ଅଣ୍ଡା ଦେଲା ଓ ଆଉ କିଛି ଦିନ ପରେ ସେଥିରୁ 2 ଟି ସୁନ୍ଦର ଛୁଆ ବାହାରିଲେ। ଦୁଇଟି ଛୁଆଙ୍କୁ ଦେଖି ପାରା ମାନଙ୍କର ଖୁସି ଦୁଇଗୁଣ ହୋଇ ଗଲା। ସେମାନନ୍କନର ଖୁସିର ସୀମା ଆଉ ରହିଲା ନାହିଁ। କିନ୍ତୁ ତାଙ୍କର ସେ ଖୁସି ବେସିଦିନ ରହିଲା ନାହିଁ।ସେ ଦୁଇଜଣ ଛୁଆ ମାନଙ୍କୁ ଛାଡି ଆହାର ଖୋଜିବା ପାଇଁ ଯାଇଥିବା ସମୟରେ ସେହି ଗଛ ମୂଳରେ ଜଣେ ଶିକାରୀ ଆସି ପହଁଚିଲା।

ଶିକାରୀ ଟି ଦନ ସାରା ଶିକାର ଖୋଜି ଖୋଜି କିଛି ପାଇ ନଥିଲା। ଏହି ସମୟରେ ତାର ହଠାତ ନଜର ପଡିଲା ଗଛ ଉପରେ ଥିବା ଦୁଇଟି ପର ଛୁଆ ଉପରେ। ସେ ସେମାନଙ୍କୁ ଦେଖି ବହୁତ ଖୁସି ହୋଇଗଲା। ଏହା ପରେ ସେ ଦୁଇଟି ପାରା ଛୁଆ କୁ ନେଇ ସେ ଘରକୁ ବାହାରିଲା। ଏହି ସମୟ ରେ ମା ପାରା ଆସି ପହଂଚି ଦେଖିଲା ଯେ ତାର ଛୁଆ ମାନେ ନାହାନ୍ତି ଓ ଶିକାରୀ ଟି ସେମାନଙ୍କୁ ନେଇ ଯାଉଛି।


ଏହା ଦେଖୀ ମା ପାରାଟି ତାକୁ ବହୁତ ଅନୁରୋଧ କଲା କି ତାର ଛୁଆକୁ ଛାଡି ଦେବା ପାଇଁ କିନ୍ତି ଶିକାରୀ ଟି ରାଜି ହେଲା ନାହିଁ। ଏହା ମା ପାରା ଟି ମଧ୍ୟ ନିଜେ ଯାଇ ଶିକାରୀ ର ଜାଲ ର ପଶିଗଲା ଓ ତା ପରେ ପରେ ବାପା ପାରା ମଧ୍ୟ ସେହି ଜାଲରେ ପଶିଗଲା। ଶିକାରୀ ଟି ସେହି 4 ଟି ପାରା କୁ ନେଇ ବଜାର ରେ ବିକି ବହୁତ ଟଙ୍କା ରୋଜଗାର କଲା। ତେଣୁ ଏହି ଗପାରୁ ଆମେ ଶିଖିବାକୁ ପାଇଲୁ ଯେ ଭାଗ୍ୟରେ ଯେତିକି ଥିବା ସେତିକି ମିଳିବ ଓ ପ୍ରେମ ହେଉଛି ଦୁନିଆ ର ସବୁଠୁ ବଡ ଶକ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।