କନ୍ୟା ସନ୍ତାନ କୁ ରେଳ ଷ୍ଟେସନ ରେ ଜନ୍ମ ଦେଲେ ମହିଳା ପୋଲିସ କଲା କିଛି ଏମିତି କାର୍ଯ୍ୟ ଯାହା ଜାଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ…….

0

ଏହି ଦୁନିଆରେ ସବୁଠାରୁ ମହତ୍ୱପୂର୍ଣ୍ଣ ଭୂମିକା କେବଳ ଗୋଟିଏ ମା ହିଁ ଲିଭେଇ ଥାଏ । ଏବଂ ସବୁ ଝିଅ ଙ୍କର ମା ବନିବା ଏକ ପ୍ରକାର ର ସୌଭାଗ୍ୟ ଅର୍ଜନ କରିବା ସହ ସମାନ ହୋଇଥାଏ । ଆମ ସମାଜରେ ଏମିତି ମଧ୍ୟ କୁହାଯାଏ କି ଗୋଟିଏ ଝିଅ ମା ହେବା ପରେ ହିଁ ତାର ପ୍ରକୃତ ଜୀବନର ମୁଲ୍ୟ ସାର୍ଥକ ହୋଇଥାଏ । ଗୋଟିଏ ଝିଅ ପାଇଁ ମା ବନିବା ଦୁନିଆଁ ର ସବୁଠାରୁ ସୁନ୍ଦର ଅନୁଭବ ହୋଇଥାଏ ଏବଂ ଏହାକୁ ନିଜ ଗର୍ଭ ରେ ୯ ମାସ ଧରି ନିଜ ଜୀବନ ସହ ଲଢେ଼ଇ କରି ତାକୁ ଜନ୍ମ ଦେବା ସେମାନଙ୍କ ପାଇଁ ଏକ ପ୍ରକାର ର ସ୍ୱପ୍ନ ହୋଇଥାଏ । ତେବେ ଜଣେ ମହିଳାଙ୍କ ନିଜର ସଂତାନ କୁ ଜନ୍ମ ଦେବା ତାଙ୍କ ଜୀବନରେ ଏକ ନିଆଁର ଅନୁଭୂତି ଆଣିଦେଇଥାଏ।

କେବେକେବେ ଗୋଟିଏ ନାରୀ ନଅ ମାସ ନିଜ ଗର୍ଭରେ ଧାରଣ କରି ଜନ୍ମ ଦେଇଥିବା ଶିଶୁଟି ତାର ଜୀବନରେ ବହୁତ ଖୁସି ଓ ଆନନ୍ଦ ଆଣିଦିଏ ତ ଏହା କେବେ ପୁଣି ଏହା ଏକ ପ୍ରକାରର ଅଭିଶାପ ପାଲଟି ଯାଇଥାଏ । ତେବେ ଆମେ ଆଜି ଆପଣଙ୍କୁ ଜଣେ ଏମିତି ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ ଅଟେ ।

ସୂଚନା ଅନୁସାରେ , ନିୟୁ ଜର୍ସି ନାମକ ଏକ ରେଳ ଷ୍ଟେସନ ରେ ଜଣେ ମହିଳା ଅତ୍ୟନ୍ତ ବିପଦ ସଂକୁଳ ପରିସ୍ଥିତି ରେ ଗୋଟିଏ ପିଲା କୁ ଜନ୍ମ ଦେଇଥିଲେ । ତେବେ ମହିଳା ଜଣଙ୍କ ନିୟୁ ଜର୍ସି ରେଳ ଷ୍ଟେସନର ଏକ ପାଇଖାନା ରେ ଗୋଟିଏ ମୃତ କନ୍ୟା ସନ୍ତାନ କୁ ଜନ୍ମ ଦେଇଥିଲେ ।ତେବେ ପିଲା ଟିର ଜନ୍ମ ହେବା ପରେ ସେ ମହିଳା ଦେଖିଥିଲେ କି ସେହି ପିଲା ଟିର ସ୍ପନ୍ଦନ ସ୍ଥିର ଥିଲା ଏବଂ ତାର ଶାରୀରିକ କୌଣସି ବି ଅଙ୍ଗ କାମ କରୁନଥିଲେ ।

ତେବେ ଯେତେବେଳେ ସେ ସେହି ମୃତ ଶିଶୁ ଟୀକୁ ନେଇ ବାହାରକୁ ଆସିଥିଲେ ସେତେବେଳେ ସେହି ଷ୍ଟେସନର କାର୍ଯ୍ୟରତ ଥିବା ଦୁଇଜଣ ପୋଲିସ ରିଚାର୍ଡ ଏବଂ ଆଲବଟ ସେହି ମୃତ କନ୍ୟା ସନ୍ତାନ ଟୀକୁ ଆଣି ସଙ୍ଗେ ସଙ୍ଗେ ଆମ୍ପୁଲେନ୍ସ କୁ ଡକେଇଥିଲେ । ଏବଂ ଆମ୍ପୁଲେନ୍ସ ଆସିବା ମଧ୍ୟରେ ସେହି ଦୁଇ ଜଣ ପୋଲିସ ସେହି ପିଲାଟିକୁ CPR ଦେବାକୁ ଚେଷ୍ଟା କରିଥିଲେ ଏବଂ ରିଚାର୍ଡ ସେହି ଶିଶୁ ଟିର ଛାତି ରେ ଧୀରେ ଧୀରେ ଚାପ ପକୁଥିଲେ । ଏବଂ କିଛି ସମୟ ଯିବା ପରେ ଯାହା ଘଟିଲା ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ ଥିଲା ।

ଯେତେବେଳେ ବାରମ୍ବାର ପୋଲିସ ଦୁଇ ଜଣ ସେହି ଶିଶୁ ଟିର ସ୍ପନ୍ଦନ ରେ ଚାପ ପକେଇବ ପରେ ହଟାତ ପିଲା ଟିର ନିଶ୍ୱାସ ଚାଲିବା ଆରମ୍ଭ କରିଥିଲା ଏବଂ ଶିଶୁ ଟିର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ମଧ୍ୟ କାମ କରିବାକୁ ଆରମ୍ଭ କରିଦେଇଥିଲା ଏବଂ ପିଲାଟିର CPR ସଫଳ ହେବା ସହ ପିଲା ଟି ଜୀବିତ ହୋଇଯାଇଥିଲା । ଏବେ ପିଲାଟିର ହସ୍ପିଟାଲରେ ଚିକିତ୍ସା କରାଯାଉଛି ଏବଂ ପିଲା ଟି ଏବେ ସମ୍ପୂର୍ଣ୍ଣ ସୁସ୍ଥ ଥିବାର ଜଣାଯାଇଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।