କେହି ନାରୀ ଙ୍କୁ ନିଜ ବଶରେ କରିବାକୁ ଚାହୁଁଛନ୍ତି କି? ତେବେ ଦେଖନ୍ତୁ ଏହି ନାରୀ ବଶୀକରଣ ଉପାୟ ସମ୍ବନ୍ଧରେ। ଅତି ସହଜ ରେ ନିଜ ମନର ନାରୀ ଙ୍କୁ ବଶୀକରଣ କରି ପାରିବେ।

0

ଦୁନିଆରେ ଏପରି ଅନେକ ପୁଅ ଏବଂ ଝିଅ ଅଛନ୍ତି ଯେଉଁମାନେ କି ଜଣଙ୍କୁ ଭଲ ପାଇଥାନ୍ତି କିନ୍ତୁ ସେହି ପିଲା କିମ୍ବା ଝିଅ ତାଙ୍କୁ ଭଲ ପାଇନଥାନ୍ତି। ସେମାନେ ସେହି ପୁଅ କି ଝିଅ କୁ ଏତେ ଭଲ ପାଇଥାନ୍ତି ଯେ ସେମାନେ ତାଙ୍କୁ ପାଇବା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥାଆନ୍ତି, ଏପରି କି ଜୀବନ ମଧ୍ୟ ଦେବାକୁ ପଛାନ୍ତି ନାହିଁ। ଆମେ ତ ପ୍ରାୟ ଖବର ଦେଖୁଥିବା କି ଅନେକ ପିଲା ମାନେ ପ୍ରେମ ରେ ବିଫଳ ହୋଇ ନିଜର ଜୀବନ ହାରି ଦେଉଛନ୍ତି। ଅନେକ ତ ନିଜ ପ୍ରେମ ପାଇଁ ଜୀବନ ଦେଇଦିଅନ୍ତି ଏବଂ ଅନେକ ପିଲା ଅଛନ୍ତି ଯେଉଁମାନେ କି ନିଜ ପ୍ରେମ ର ଖୁସି ରେ ହିଁ ଖୁସି ହୋଇଥାନ୍ତି।

ସେମାନେ କୁହନ୍ତି ସେ ଯାହା ସହ ବି ରହୁଛି ରହୁ କିନ୍ତୁ ସବୁବେଳେ ଖୁସି ରେ ରହୁ। ଏପରି ବି ଅନେକ ପୁଅ ମାନେ ଅଛନ୍ତି ଯେଉଁମାନେ କି ଏକ ଝିଅ କୁ ଭଲ ପାଆନ୍ତି ଏବଂ ତାଙ୍କୁ କହିଥାନ୍ତି। ଯଦି ସେହି ଝିଅ ଜଣକ ତାଙ୍କ ପ୍ରପୋଜାଲ୍ ରେ ରାଜି ନହେଲେ ତେବେ ରାଗି ତାଙ୍କ ର ଜୀବନ ମଧ୍ୟ ନେଇ ଯାଉଛନ୍ତି।  ଅନେକ ପିଲା ଅଛନ୍ତି ଯେଉଁମାନେ ଭାବନ୍ତି କି ଏପରି କିଛି କରନ୍ତି ଯେପରି କି ସେହି ପିଲା ଟି ମୋର ହୋଇଯିବ, ସେମାନେ ସେଥିପାଇଁ ଅନେକ ତରିକା ଆପଣେଇ ଥାଆନ୍ତି। କେତେଜଣ ସେହି ସବୁ ରେ ସଫଳ ହୁଅନ୍ତି ଆଉ କେତେଜଣ ବିଫଳ ହୁଅନ୍ତି। ତେବେ ଆମେ ଆଜି ଆପଣ ମାନଙ୍କ ପାଇଁ ଏକ ଏପରି ବଶୀକରଣ ନେଇ ଆସିଛୁ, ଯାହା ଦ୍ୱାରା

ଆପଣ ମାନେ ଯାହାଙ୍କୁ ଭଲ ପାଉଥିବେ ତାଙ୍କୁ ଆପଣ ଅତି ସହଜ ରେ ବଶୀକରଣ କରିପାରିବେ। ଏବଂ ସିଏ ନିଜେ ହିଁ ଆପଣ ମାନଙ୍କୁ ଆସି କହିବେ କି ସିଏ ଆପଣ ଙ୍କୁ ଭଲ ପାଉଛନ୍ତି ବୋଲ।ତେବେ ଯଦି ଆପଣ କୌଣସି ପୁଅ କି ଝିଅ କୁ ଭଲପାଉଛନ୍ତି କିମ୍ବା କେହି ବିବାହିତା ନାରୀ ଙ୍କୁ ଭଲପାଉଛନ୍ତି, ଭାବଛନ୍ତି ଆପଣ ତାଙ୍କ ବିନା ବଞ୍ଚି ପାରିବେନି ବୋଲି। ତେବେ ଆପଣ ଏହି ବସିକରନ ଟି କରନ୍ତୁ ।ଏହା ଦ୍ୱାରା ସେହି ଝିଅ ଟି ବସିଭୁତ୍ ହୋଇ ଯିବ,ଆଉ ଆପଣଙ୍କ କଥା ଅନୁସାରେ କାର୍ଯ୍ୟ କରିବା। ତେବେ ଆସନ୍ତୁ ଜାଣିବା ବଶିକରଣ କରିବାର ପ୍ରକ୍ରିୟା।


ତେବେ ଏହି ବଶୀକରଣ ପାଇଁ ପ୍ରଥମେ କିଛି ସାମଗ୍ରୀ ଆବଶ୍ୟକ ରହିଛି। ତେବେ ଆପଣ ପ୍ରଥମେ ସେହି ଝିଅ ଘର ର ମାଟି , କଲା ଓ ଲାଲୀ ମର୍କର ,ସାଧ କାଗଜ ଆଉ ସିନ୍ଦୁର । ତେବେ ପ୍ରଥମେ ଆପଣ ସେହି ସାଧା କାଗଜ ରେ ଏକ ତାରା ର ଚିତ୍ର କରିବେ, ଆଉ ତାରା ର ପ୍ରତେକ ଟି କଣ ରେ ରେଙ୍ଗ ଲେଖିବେ। ତେବେ ତାରା ର ଭିତରେ ଲେଖିବେ ଏହି ମନ୍ତ୍ର “ଓଂ ଦେବ ଦତ୍ତ ବସଙ୍ଗ କବିତା ସ୍ୱାହା ” , ତେବେ ତା ପରେ ଆପଣ ସେହି ଝିଅ ଘର ର ମାଟି କୁ ଆଣି ସେହି ତାରା ଉପରେ ରଖିବେ ,ଆଉ ତା ପରେ ସେହି କାଗଜ ର ଚାରି କଣ ରେ ସିନ୍ଦୁର ଲଗେଇ ଦେବେ,

ଏହା ପରେ ଆପଣ ସେହି ମନ୍ତ୍ର କୁ ୭ ଥର ଜପ କରିବେ। ଏହା ପରେ ଆପଣ ସେହି ଯନ୍ତ୍ର କୁ ନେଇ କୌଣସି ଫୁଲ ଗଛ ମୂଳ ରେ ପୋତି ଦେବେ ।ଆଉ ୭ ଦିନ ଯାଏ ପୂଜା କରିବେ। ତେବେ ଅଷ୍ଟମ ଦିନ ରେ ଆପଣ ଏହି ଏହାକୁ କାଢି ନଦୀ ରେ ଭସେଇ ଦେବେ। ଏହା ପରେ ଆପଣ ଦେଖିବେ ସେ ଝିଅ ଆପଣ ଙ୍କ ବସ ରେ ହୋଇ ଯିବ , ଆଉ ଆପଣ ଙ୍କ ପାଖକୁ ଚାଲି ଆସିବ। ତେବେ ଆପଣ ଏହି ଉପାୟ କୁ ରବିବାର ଦିନ କରିବେ ସମୟ ଦିନ ୧ ଟା ରୁ ୩ ଟା ଭିତରେ, ତେବେ ଏହା ବହୁତ କାର୍ଯ୍ୟ କରି ପାରେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।