ଜାଣନ୍ତୁ ମହାଜ୍ଞାନୀ ରାବଣଙ୍କର କିଛି ରହସ୍ୟମୟ ଗ୍ରନ୍ଥ ବିଷୟରେ ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ରହିଯିବେ…..

0

ଯଦିଓ ଆମେ ବର୍ତ୍ତମାନ ର ଏମ ଅତ୍ୟାଧୁନିକ ତଥା ଟେକ୍ନୋଲୋଜି ର ଦୁନିଆଁ ରେ ବସବାସ କରୁଛନ୍ତି ତଥାପି ଆମେ କେବେ ହେଲେ ଆମର ପୁରାଣ ଶାସ୍ତ୍ର କୁ ଭୁଲି ନଥାଉ। ଏବଂ ଆମର ପୁରାଣ ଶାସ୍ତ୍ର ଅନୁସାରେ ମଣିଷ ଜୀଵନ ର ସମସ୍ତ ଶୁଭ ଅଶୁଭ , ଭଲ ମନ୍ଦ ଆଦି ଯାହାସବୁ ଘଟିଥାଏ ତାହା ସବୁବେଳେ ଆମର କର୍ମ ଉପରେ ନିର୍ଭର କରିଥାଏ ।କେବେକେବେ ଆମେ ନିତିଦିନ ମାନି ଆସୁଥିବା କେତେକ ଧାର୍ମିକ ଗୁଣ ଉପରେ ମଧ୍ୟ ଆମର ବଞ୍ଚିବାର ଶୋଇଲି ଉଲ୍ଲେଖ ହୋଇଥାଏ ।ତେବେ ଆମେ ଆଜି ଆପଣଙ୍କୁ ଜାଣେଇବୁ ମହାପଣ୍ଡିତ ରାବଣ ଙ୍କର ଅଗାଧ ପାଣ୍ଡିତ୍ୟ ବିଷୟରେ ଯାହାକି ଆପଣଙ୍କୁ ନିଜର ବର୍ତ୍ତମାନ ,ଅତୀତ ଏବଂ ଭବିଷ୍ୟତ ବିଷୟରେ ଜାଣିବାରେ ସାହାଯ୍ୟ କରିବ ।


ବାଲ୍ମୀକି ଗାଥା ଅନୁସାରେ , ମହାବଳୀ ରାବଣ କେବଳ ଜଣେ ଶକ୍ତିଶାଳୀ ରାଜା ନଥିଲେ ବରଂ ସେ ଥିଲେ ଅଗାଧ୍ୟ ଜ୍ଞାନର ଭଣ୍ଡାର ।ସେ ଥିଲେ ମହାଜ୍ଞାନୀ ଏବଂ ପରାକ୍ରିମ ମଧ୍ୟ ।ଶ୍ରୀରାମ ଗାଥା ଏବଂ ବାସ୍ତୁ ବଚନ ଅନୁସାରେ ରାବଣ ୩ଟି ଗ୍ରନ୍ଥ ରଚନା କରିଥିଲେ।ଏମିତି ମଧ୍ୟ କୁହାଯାଏ ଯେ ରାବଣ ଙ୍କ ବିଷୟରେ କେବଳ ଆମର ହିନ୍ଦୁ ଧର୍ମଗ୍ରନ୍ଥ ରେ ନୁହେଁ ବରଂ ଜୈନ ମାନଙ୍କ ର ଧର୍ମ ରେ ମଧ୍ୟ ଉଲ୍ଲେଖ କରାଯାଇଛି । ଜ୍ଞାନୀମାନେ କହିଛନ୍ତି ଯେ ରାବଣ ଙ୍କର ସେହି ଗ୍ରନ୍ଥ ରେ କିଛି ଏପରି ଚମତ୍କାରୀତା ରହିଛି କି ଯାହାକୁ ଅଧ୍ୟୟନ କରିବା ଫଳରେ ଜଣେ ତାର ଅତୀତ , ବର୍ତ୍ତମାନ ଏବଂ ଭବିଷ୍ୟତ ବିଷୟରେ ଜାଣିପାରିବେ ।ତେବେ ଆମେ ଆଜି ଆପଣ ମାନଙ୍କୁ ରାବଣ ର ୩ ଟି ଗ୍ରନ୍ଥ ବିଷୟରେ ଜଣେଇବୁ । ବାଲ୍ମୀକି ଗାଥା ଅନୁସାରେ , ରାବଣ ତାଙ୍କର ଗ୍ରନ୍ଥ ରେ ହି ନିଜର ଜୀବନୀ ବିଷୟରେ ଉଲ୍ଲେଖ କରିଛନ୍ତି ଯାହାର ନାମ ହେଉଛି ଗ୍ରନ୍ଥ ମାଳିକା ।

ସେ ତାଙ୍କର ଗ୍ରନ୍ଥ ମଧ୍ୟମ ରେ ଭଗବାନ ଶିବ ଙ୍କର ସ୍ତୁତି କରିଥିଲେ ଏବଂ ତାଙ୍କର ଏକ ଭୁଲ ପାଇଁ ସେ ଭଗବାନ ଶିବ ଙ୍କର ମାନସଚିତ ମଧ୍ୟ ରଚନା କରିଥିଲେ । ରାବଣ ର ଗ୍ରନ୍ଥ ରେ କେବଳ ଯୁଦ୍ଧ ଶାସ୍ତ୍ର ବା ରାଜକୀୟ ଗାଥା ଉପରେ ପରିବେଷିତ ହୋଇନଥିଲା ବରଂ ସେ ତାଙ୍କର ଗ୍ରନ୍ଥ ରେ ଜ୍ୟାତିଷ ବିଜ୍ଞାନ ଉପରରେ ମଧ୍ୟ ବ୍ୟାଖ୍ୟା କରିଥିଲେ ।ତାଙ୍କର ଏହି ଗ୍ରନ୍ଥ ରେ ଜନ୍ମ କୁଣ୍ଡଳୀ ,ହସ୍ତରେଖା ଏବଂ ସାମୁଦ୍ରିକ ଶାସ୍ତ୍ର ର ମଧ୍ୟ ମିଶ୍ରଣ ରହିଛି ।

ଖାଲି ଏତିକି ନୁହେଁ ବରଂ ପରାକ୍ରିମ ରାବଣ ତାଙ୍କର ୧୦ ଟି ସକାତ୍ମକ ଆର୍ଯ୍ୟ ମଧ୍ୟମ ରେ ଚିକିତ୍ସା ଏବଂ ଜ୍ୟାତିଷ ବିଦ୍ୟା ବିଷୟରେ ଲେଖିଛନ୍ତି ।ବର୍ତ୍ତମାନ ଯାହାକୁ ଆମେ ଏୟାରପୋଟ ବୋଲି କହୁଚୁ ସେ ସମୟରେ ରାବଣ ଙ୍କର ପାଖରେ ଏହା ଉଡାଯାହାଜ ବନ୍ଦର ଥିଲା ।ରାବଣ ଏତେ ପାଣ୍ଡିତ୍ୟ ଗ୍ରହଣ କରିଥିଲେ କି ତାଙ୍କୁ ତାଙ୍କର ଆଗତ , ଅତୀତ ଓ ବର୍ତ୍ତମାନ ବିଷୟରେ ଜଣା ଥିଲା ।ସେ ଏହା ମଧ୍ୟ ଜାଣିଥିଲେ କି କିପରି ଭାବରେ ବିଜ୍ଞାନ ର ଉପଯୋଗ କରି ସେ ଲଙ୍କା କୁ ଆହୁରି ଉନ୍ନତ କରିପାରିବେ ।ମାତ୍ର ତାଙ୍କର ଗୋଟିଏ ଭୁଲ ତାଙ୍କୁ ସବୁଦିନ ପାଇଁ ମୃତ୍ୟୁ ମୁଖକୁ ଟାଣି ନେଲା ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।