Interesting Question – ଫାଶୀ ଦଣ୍ଡ କେଉଁ ସମୟରେ ଦିଆଯାଇଥାଏ ? ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ,

0

ସାଧାରଣ ଜ୍ଞାନ ନିହାତି ଭାବରେ ଜାଣିବା ଦରକାର। ଅନେକ ବିଦ୍ୟାର୍ଥୀ ଥିବେ ଯେଉଁମାନେ ବିଭିନ୍ନ ପ୍ରକାର ପ୍ରତିଯୋିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତତି ହେଉଥିବେ। ତେବେ ଆସନ୍ତୁ ସେହିଭଳି କିଛି ପ୍ରଶ୍ନ ଯାହାକୁ ନେଇ ଆଜି ଆମେ ଆସିଛୁ। ଏହା ଆପଣ ମାନ ଙ୍କ ନିହାତି ଭାବରେ କାମରେ ଆସିବ।


ପ୍ରଶ୍ନ ୧. କାହାକୁ ମରୁଭୂମି ର ଜାହାଜ ବୋଲି କୁହାଯାଇ ଥାଏ?
ଉତ୍ତର:- ଓଟ କୁ ମରୁଭୂମି ର ଜାହାଜ ବୋଲି କୁହାଯାଇ ଥାଏ।

ପ୍ରଶ୍ନ ୨. ଅଷ୍ଟ୍ରେଲିଆ ଦେଶକୁ କାହାର ଦେଶ ବୋଲି କୁହାଯାଇଥାଏ ?
ଉତ୍ତର:- କଙ୍ଗାରୁ ମାନଙ୍କ ଦେଶ ବୋଲି ଅଷ୍ଟ୍ରେଲିଆ କୁ କୁହାଯାଇ ଥାଏ।

ପ୍ରଶ୍ନ ୩. ଭାରତର ସମ୍ବିଧାନ କିଏ ପ୍ରସ୍ତୁତ କରିଥିଲେ, ଯିଏକି ନିଜେ ଜଣେ ଦଳିତ ସଂପ୍ରଦାୟର ଥିଲେ?
ଉତ୍ତର:- ଡ୍. ବିଆର୍ ଆମ୍ବେଦକର ଥିଲେ ଭାରତୀୟ ସମ୍ବିଧାନ ମୁଖ୍ୟ ପ୍ରସ୍ତୁତ କର୍ତ୍ତା।

ପ୍ରଶ୍ନ ୪. ଭାରତର ଥିବା ତାଜମହଲ କିଏ ଏବଂ କାହା ଉଦ୍ଦେଶ୍ୟ ରେ ନିର୍ମାଣ କରିଥିଲେ?
ଉତ୍ତର:- ଭାରତ ର ଥିବା ମୋଗଲ ସାମ୍ରାଜ୍ୟର ଶାହାଜାହାନ୍ ଏହି ତାଜମହଲ ପ୍ରସ୍ତୁତ କରିଥିଲେ। ନିଜେ ର ବେଗମ୍ ଙ୍କ ସ୍ମୃତି ରେ ଏହି ତାଜମହଲ କୁ ନିର୍ମାଣ କରିଦେଇଥିଲେ।

ପ୍ରଶ୍ନ : ୫. ପୃଥିବୀ ର ସବୁଠାରୁ ଛୋଟ ପକ୍ଷୀର ନାମ କଣ୍ ରହିଛି ?
ଉତ୍ତର:- ପୃଥିବୀ ର ସବୁଠାରୁ ଛୋଟ ପକ୍ଷୀର ନାମ ହେଉଛି ହୋମିଂ ବାର୍ଡ।

ପ୍ରଶ୍ନ ୬:- କେଉଁ ତତ୍ତ୍ଵ ପାଇଁ ଆମ ମଣିଷ ମାନଙ୍କର ରଙ୍ଗ କଳା ଏବଂ ଗୋର ହେବାର ଦେଖାଯାଇ ଥାଏ?
ଉତ୍ତର:- ମେଲାଲିନ୍ ନାମକ ବର୍ଣ୍ଣ କନିକା ପାଇଁ ମଣିଷ ଦେହର ରଙ୍ଗ କଳା ବା ଗୋରା ହୋଇଥାଏ।

ପ୍ରଶ୍ନ ୭:- କାହାକୁ ଭାରତ ର ସମ୍ବିଧାନ ର ରକ୍ଷକ ବୋଲି କୁଜାହାଏ ?
ଉତ୍ତର:- ସୁପ୍ରିକୋର୍ଟ ହେଉଛନ୍ତି ଭାରତର ସମ୍ବିଧାନ ର ମୁଖ୍ୟ ଏବଂ ସୁରକ୍ଷା କାରୀ। କୌଣସି ପ୍ରକାର ଅଧିକାର କ୍ଷୁର୍ଣ୍ଣ ହେଲେ ଏହା ପ୍ରଥମେ ନିୟମ ଜାରି କରେ।

ପ୍ରଶ୍ନ ୮:- ଫାଶୀ ଦଣ୍ଡ କେଉଁ ସମୟରେ ଦିଆଯାଇଥାଏ ?
ଉତ୍ତର:- ଭୋର 4.30 ସମୟରେ

ପ୍ରଶ୍ନ ୯:- ଭାରତର ସ୍ଵାଧନତା ପରେ ପ୍ରଥମ ପ୍ରଧାମନ୍ତ୍ରୀ ଭାବେ କାହାକୁ ଚୟନ କରାଯାଇଥିଲା ?
ଉତ୍ତର:- ଭାରତୀୟ ଜାତୀୟ କଗ୍ରେସର ର ଥିବା ମାନ୍ୟବର ଜବାହରଲାଲ ନେହେରୁ ଙ୍କୁ ଭାରତର ପ୍ରଧାମନ୍ତ୍ରୀ ପଦ ପାଇଁ ଚୟନ କାଯାଇଥି ଲା।

ପ୍ରଶ୍ନ ୧୦:- ଶେଷ ଥର ପାଇଁ ଭାରତୀୟ କ୍ରିକେଟ ଟିମ୍ କେବେ ବିଶ୍ଵ କପ୍ ନିଜ ନାମରେ କରିଥିଲା?
ଉତ୍ତର :- ଭାରତ ଶେଷ ଥର ପାଇଁ ୨୦୧୧ ରେ ବିଶ୍ଵ କପ୍ ନିଜ୍ ନାମରେ କରିଥିଲା। ସେହି ସମୟରେ ମହେନ୍ଦ୍ର ସିଂ ଧୋନି ଏହାର କ୍ୟାପଟେନ ଥିଲେ।

ପ୍ରଶ୍ନ ୧୧ :- ବାଂଲାଦେଶ କେବେ ପାକିସ୍ତାନ ଠାରୁ ଅଲଗା ହୋଇ ପୃଥକ୍ ଦେଶ ହେଲା ?
ଉତ୍ତର:- ବାଂଲାଦେଶ ପାକିସ୍ତାନ ପାଖରୁ ୧୯୭୨ ମସିହାରେ ପୃଥକ୍ ଭାବେ ଏକ ଅଲଗା ଦେଶ ହୋଇଗଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।