ପ୍ରଧାନମନ୍ତ୍ରୀ ଙ୍କ ବଡ ଘୋଷଣା -ବଣ୍ଟନ କରାଯାଉଥିବା ମାଗଣା ରାସନ ସାମଗ୍ରୀ ଚଳିତ ମାସ ଠାରୁ ବନ୍ଦ ହେବ

0

ସରକାର ଲୋକ ଙ୍କ ପାଇଁ ଅନେକ ପ୍ରକାର ଯୋଜନା କରୁଛନ୍ତି। ଲୋକ ଙ୍କ ଭଲ ପାଇଁ ସରକାର ସବୁ ପ୍ରକାର ଚେଷ୍ଟା କରୁଛନ୍ତି।ତେବେ ରାଜ୍ୟ ରେ ଗରିବୀ ହଟାଇବା ପାଇଁ ସରକାର ସବୁ ଲୋକ ଙ୍କୁ ଚାଉଳ , ଘର ଆଦି ଅନେକ ପ୍ରକାର ସୁବିଧା ଯୋଗାଇ ଦେଉଛନ୍ତି। ପ୍ରତେକ ଗରିବ ଲୋକ ଙ୍କୁ କେନ୍ଦ୍ର ସରକାର ଙ୍କ ତରଫ ରୁ ବିଭିନ ପ୍ରକାର ସୁବିଧା ଓ ସୁଯୋଗ ଯୋଗାଇ ଦିଆ ଯାଉଛି,

ଯାହା ଦ୍ୱାରା ଦେଶ ରେ ରହି ଥିବା ଗରିବ ଲୋକ ମାନେ ଦି ମୁଠା ଖାଇବା କୁ ପାଇବେ। ତେବେ ସରକାର ଲୋକ ଙ୍କ କଥା ଚିନ୍ତା କରି ଏପରି ନିଷ୍ପତି ନେଇଛନ୍ତି। ଆମ ଦେଶ ରେ ଅନେକ ଗରିବ ଲୋକ ରହିଛନ୍ତି। ସେମାନଙ୍କ ପାଖରେ ଘର ନାହିଁ , ଖାଇବାକୁ ନାହିଁ ଆଦି ଅନେକ ସମସ୍ଯା ରହିଛି।

ତେଣୁ ଯ ସରକାର ସେହି ଗରିବ ଲୋକ ଙ୍କ ର୍ କିଛି ସମସ୍ୟା ଦୂର କରିବା ପାଇଁ ସରକାର ଗରିବ ଲୋକ ଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦେଇଛନ୍ତି। ସବୁ ଜିନିଷ ମାଗଣା ରେ ଯୋଗାଇ ଦେଉଛନ୍ତି,ଏହା ଦ୍ୱାରା ଦେଶ ରେ କିଛି ପରିମାଣ ରେ ଗରିବୀ ର ସଂଖ୍ୟା କମିବ।

ତେବେ ଏହି କୋରୋନ ମହମରି ସମୟ ରେ ଦେଶ ରେ ଲୋକ ମାନେ ଅନେକ ଅସୁଵିଧା ରେ ସମୁଖୀନ ହୋଇଛନ୍ତି। କୋରୋନା ର ସଙ୍କ୍ରମଣ କମ କରିବା ପାଇଁ ସରକାର ଦେଶ ରେ ଲକ ଡାଉନ ଘୋଷଣା କରିଥିଲେ।ତେବେ ଯାହା ଦ୍ୱାରା ସବୁ କିଛି ବନ୍ଦ ରହି ଥିଲା,ଆଉ ଲୋକ ମାନେ ଖାଇବାକୁ ପାଇଲେ ନାହିଁ,

ତା ସହ ଦେଶରେ ଆର୍ଥିକ ସ୍ଥିତି ମଧ୍ୟ ବହୁତ ଖରାପ ହୋଇ ଯାଇଛି।ସରକାର ଙ୍କ ଏକ ଗରିବ କଲ୍ୟାଣ ଯୋଜନା ରହିଛି ,ଯାହା ଦ୍ୱାରା ଯେଉଁ ମାନଂକର ପାଖରେ ରାସନ କାର୍ଡ ରହିଛି ସେମାନଙ୍କ ମାଗଣା ରେ ଚାଉଳ ଆଦି ମିଳେ। ତେବେ ଏହି ଲକ ଡାଉନ ସମୟ ରେ ଲୋକ ଖାଇବାକୁ ନ ପାଇଲା ରୁ ।ସରକାର ଏକ ନୂତନ ଯୋଜନା କରିଥିଲେ ।

ଏହି ଯୋଜନା ମୁ୍‌ଖ୍ୟତ ପ୍ରବାସୀ ଶ୍ରମିକ ଓ ଗରିବଶ୍ରେଣୀର ଲୋକଙ୍କ ପାଇଁ ଆରମ୍ଭ କରାଯାଇଥିଲା । ତେବେ ଏହି ଯୋଜନା ଦ୍ୱାରା ସରକାର ହିତାଧିକାରି ଙ୍କୁ ୫ କେ.ଜି ଚାଉଳ ବା ଗହମ ମାଗଣା ରେ ଦିଆ ଯାଉ ଥିଲା।  ତେବେ ଏହି ଯୋଜନା ଦ୍ଵାରା ଦେଶ ରେ ୮୧ କୋଟି ଲୋକ ଉପକୃତ ହୋଇ ଛନ୍ତି।

ତେବେ ସୂଚନା ମିଳିଛି କି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି,କି ସରକାର ଏହି ଯୋଜନା କୁ ଆଉ ଆଗକୁ ବଢ଼ାଇ ପାରିବେ ନାହିଁ। ଯଦି କୌଣସି କାରଣରୁ ଯଦି କେହି ରାସନ ନେଇନଥା’ନ୍ତି ତାହେଲେ ଡିସେମ୍ବର ମାସରେ ସେମାନଙ୍କୁ ମାଗଣା ରାସନ ଯୋଗାଇ ଦିଆଯିବ । ତେବେ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀ ମାନେ ପାଉଥିବା ରାସନ ସାମଗ୍ରୀ ପୂର୍ବପରି ପାଇପାରିବେ ।

ଚଳିତ ବର୍ଷ ମାର୍ଚ୍ଚ ମାସରେ କରୋନା ମହାମାରୀ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ସହିତ ପ୍ରଧାନମନ୍ତ୍ରୀ ଅନ୍ନ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନା ମାଧ୍ୟମରେ ଯେଉଁ ଲୋକ ଙ୍କର ରାସନକାର୍ଡ ରହିଛି,ସେମାନଙ୍କୁ ମାସକୁ ୫ କେ.ଜି ଚାଉଳ ବା ଗହମ, ମୁଣ୍ଡପିଛା ୧ କେ.ଜି ଚଣା ଡାଲି ମାଗଣାରେ ଯୋଗାଇଥିଲେ । ତେବେ ଦେଶ ରେ ଆର୍ଥିକ ସ୍ଥିତି ଭଲ ନ ଥିବାରୁ ସରକାର ଏହାକୁ ଆଉ ଆଗକୁ ବଢ଼ାଇ ପାରିବେ ନାହିଁ ବୋଲି ଜଣା ପଡିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।