ଦେଖନ୍ତୁ ଭିଡ଼ିଓ ! ଜୀବନ ଯୁଦ୍ଧ ରେ ଶେଷରେ ହାରି ଯାଇଥିବା ” କାଳିଆ ” ର ଅନ୍ତିମ ସଂସ୍କାର ଦେଖିଲେ ରୋମ ଟାଙ୍କୁରୀ ଉଠିବ…..

0

ଆମ ସମାଜ ରେ ଅନେକ ଶିଶୁ ପ୍ରତିଦିନ ଜନ୍ମ ହେବାର ଆପଣ ମାନେ ଦେଖିବାକୁ ପାଉ ଥିବେ। ତେବେ ତାଙ୍କ ଭିତରୁ ଏମିତି କିଛି ପିଲା ଜନ୍ମ ହେଉ ଥିବେ,ଯାହା ଅତି ଆଶ୍ଚର୍ଯ୍ୟଜନକ ହୋଇଥାଏ ।ତେବେ ଆପଣ ମାନେ ଜାଣି ଥିବେ କି ଅନେକ ପିଲା ଙ୍କ ଭିତରେ ଯାଆଳା ଜନ୍ମ ହୋଇ ଥାଏ ।

ତେବେ ଏହି ପରି ଘଟଣା କମ ଦେଖିବାକୁ ମିଳେ,କିନ୍ତୁ ବେଳେ ବେଳେ ସେହି ଯାଆଳା ଛୁଆ ଜନ୍ମ ହେଲା ବେଳେ ଦେଖି ଥିବେ କେହି ଛୁଆ ଙ୍କର ହାତ ଯୋଡି ହୋଇ ରହି ଥିବ , ଆଉ କେହି ଛୁଆ ଦୁଇ ଜଣ ଙ୍କର ଗୋଡ଼ , ପେଟ , ମୁଣ୍ଡ ଯୋଡି ହୋଇ ରହି ଥାଏ। ତେବେ ଗୋଟେ ମା ର ଗର୍ଭ ରୁ ଦୁଇ ଟି ଛୁଆ ଏକା ସହ ଜନ୍ମ ହେବାରୁ ବେଳେ ବେଳେ ଏମିତି ଘଟଣା ଦେଖିବାକୁ ମିଳେ,କିନ୍ତୁ ଏହା ବହୁତ ସମସ୍ୟା ଜନିତ ଘଟଣା ଅଟେ। ତେବେ ସେମିତି ଏକ ଘଟଣା ଦେଖିବାକୁ ମିଳିଛି , ଆସନ୍ତୁ ଜାଣିବା ଘଟଣା ଟି କଣ।

ତେବେ ଯେତେବେଳେ ଏମିତି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳେ।ସେତେବେଳେ ଡାକ୍ତର ମାନେ ଅପରେସନ୍ କରାଇ ଛୁଆ ଦୁଇଟି କୁ ଅଲଗା କରି ଦିଅନ୍ତି,କିନ୍ତୁ ଏଥିରେ ଅନେକ ଅସୁବିଧା ଦେଖା ଦିଏ।ବେଳେ ବେଳେ ଦୁଇ ଟି ଛୁଆ ଭିତରୁ ଗୋଟେ ଛୁଆ ମାରି ଯାଇ ଥାଏ।ତେବେ କିଛି ବର୍ଷ ତଳେ ଓଡିଶା ରେ ସେମିତି ଏକ ଘଟଣା ଦେଖିବାକୁ ମିଳି ଥିଲା। ତେବେ ଓଡିଶା ଦୁଇ ଟି ଯାଆଁଳା ଛୁଆ ଜନ୍ମ ହୋଇ ଥିଲେ ,ସେମାନେ ହେଲେ କାଳିଆ ଆଉ ବଳିଆ,

ସେମାଙ୍କର ଦୁଇଟି ମୁଣ୍ଡ ଯୋଡି ହୋଇ ରହି ଥିଲା। ତେବେ ତାଙ୍କ ବାପା ମା ଗରିବ ହୋଇ ଥିବାରୁ,ସେମାନେ ଏହାର ଚିକିତ୍ସା କରି ପରି ନ ଥିଲେ। ଆଉ ଚିକିତ୍ସା କରିବାର ଦାୟିତ୍ୱ ସରକାର ନେଇ ଥିଲେ। ତେବେ ଦିଲ୍ଲୀ ଏମସ୍ ରେ ତାଙ୍କର ଚିକିତ୍ସା ହେଉ ଥିଲା,କିଛି ଦିନ ତଳେ ବଳିଆ ର ଦେହ ଖରାପ ହେବାରେ ଲାଗିଲା,ଆଉ ଡାକ୍ତର ମାନେ ତାକୁ ଭେନ୍ତିଲେଟର ରେ ରଖି ଥିଲେ।

ତେବେ ଗତ ଦୁଇ ଦିନ ତଳେ ରାତି ୯ ଟା ରେ ଏସିବି ହସ୍ପିଟାଲ ରେ ବଳିଆ ଆଖି ବୁଜି ଦେଇ ଥିଲା। ତେବେ ଏହି ଖବର ସାରା କନ୍ଧମାଳ ଅଞ୍ଚଳ ରେ ଶୋକ ର ଶୋକ ର ଛାୟା ଦେଖା ଦେଇ ଥିଲା। ଆଜି ଭୋର୍ ୫ ଟା ବେଳେ ବଳିଆ ର ଜନ୍ମ ସ୍ଥାନ ମେଲୁପଡା ରେ କଟକ ହସ୍ପିଟାଲ୍ ରୁ ଶବ ପହଞ୍ଚି ଥିଲା । ତେବେ ଗାଁ ର ଶୋକାକୁଳ ପରିବେଶ ରେ ସବ ସତ୍କାର ହୋଇଛି। ତେବେ କାଳିଆ ର ବାପା ମୁଖା ଅଗ୍ନି ଦେଇଛନ୍ତି। ତେବେ ଏତେ ବଡ଼ ବଡ଼ ଡାକ୍ତର ଟିମ ବଳିଆ କୁ ବଞ୍ଚାଇ ପାରିଲେ ନାହିଁ,ଏହା ସତ ରେ ଦୁଃଖ ର କଥା। ହେଲେ ଡାକ୍ତର ମାନେ ତାକୁ ବଞ୍ଚାଇବା କୁ ବହୁତ ଚେଷ୍ଟା କରି ଥିଲେ, ହେଲେ ଅସଫଲ୍ ହେଲେ।

ସୂଚନା ଅନୁଯାୟୀ ଜଗା ଏବେ ଭଲ ଅଛି,ତେବେ ଜଗା ର ଚିକିତ୍ସା ପାଇଁ ରାଜ୍ୟ ସରକାର ସବୁ କରିବେ ବୋଲି କହିଛନ୍ତି । ଏହା ସହିତ ସେମାନଙ୍କୁ ମନିଟର କରୁଥିବା ଡ଼ାକ୍ତର ଅଶୋକ ମହାପାତ୍ର ଙ୍କ ପରାମର୍ଶ ନିଆ ଯିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । ତେବେ ଏହା ଜଣା ପଡିଛି କି ଜାଗା ଆଉ ଆଗ ଭଳି ଖେଳ କୁଦ କରୁ ନାହିଁ। ବଳିଆ ର ମୁର୍ତ୍ୟୁ ପାଇଁ ସେ ବହୁତ ଦୁଃଖିତ ଅଛି।ତେବେ ସେ ଏବେ ସୁସ୍ଥ ଅଛି ଆଉ ବାହାରେ ଚଲା ବୁଲା କରୁଛି।ତେବେ ସରକାର କହିଛନ୍ତି , ଯଦି ଜଗା ର ଅବସ୍ଥା ଗୁରୁତର ହୁଏ,ତାହାଲେ ତା ପାଇଁ ସବୁ ଖର୍ଚ୍ଚ ସରକାର କରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।