ଆପଣ ମାନଙ୍କ ପାଖରେ ପୁରୁଣା ନୋଟ୍ କଏନ୍ ଥିଲେ ସିଏ ଆପଣ ମାନଙ୍କୁ କରିବ ଲକ୍ଷପତି ଦେଖନ୍ତୁ କିପରି

0

ଆମେ ସମାଜ ରେ ଅନେକ ପ୍ରକାର ଲୋକ ଙ୍କୁ ଦେଖିବାକୁ ପାଉ, ସେମାନଙ୍କ ଭିତରୁ କିଛି ଜଣା କହିବା ରେ କଥା ହେବାରେ ଆଦି ବିଭିନ କାର୍ଯ୍ୟ ରେ ଅଲଗା ପ୍ରକାର ହୋଇ ଥିବେ। ତେବେ ଏଥି ପାଇଁ ସେମାନେ ବହୁତ ଚର୍ଚ୍ଚା ରେ ରୁହନ୍ତି,ସମସ୍ତେ ତାଙ୍କର ସେହି ଗୁଣ କୁ ଦେଖିବାକୁ ବହୁତ ପସନ୍ଦ କରନ୍ତି। ତେବେ ଏଥି ପାଇଁ ଅନେକ ଅସୁବିଧା ରେ ପଡନ୍ତି ତ ଆଉ କିଛି ଅନେକ ସୁବିଧା ପାନ୍ତି। ତେବେ ଏଭଳି ଲୋକ ଙ୍କୁ ଆମେ ବହୁତ ଦେଖି ଥିବା। ସେମାନଙ୍କ କାର୍ଯ୍ୟ ପାଇଁ ସେମାନେ ସମସ୍ତ ଙ୍କ ପସନ୍ଦ ଯୋଗ୍ୟ ହୋଇ ଥାନ୍ତି।

ତେବେ ଏମିତି ଅନେକ ଲୋକ ଥିବେ , ଯେଉଁ ମାନଂକୁ ଅନେକ କାର୍ଯ୍ୟ କରିବା କୁ ପସନ୍ଦ ରହି ଥିଏ। କିଏ ଶୋଇବାକୁ ଭଲ ପାଏ , କିଏ ନାଚିବା କୁ , ପଢିବା କୁ ,ଗୀତ ଗାଇବାକୁ , ରୋଷେଇ କରିବାକୁ ଆଦି ଅନେକ କାର୍ଯ୍ୟ କରିବକୁ ଭଲ ପାନ୍ତି। ତେବେ ତା ଭିତରେ ଆପଣ ଏମିତି ଅନେକ ଲୋକ ଙ୍କୁ ଦେଖି ଥିବେ , ଯେଉଁ ମାନେ ବହୁତ ମୂଲ୍ୟବାନ ଜିନିଷ ଗୁଡିକୁ ସଂଗ୍ରହ କରି ଅନେକ ସ୍ଥାନ ରେ ସୁନ୍ଦର ଭାବେ ସଜେଇ ରଖି ଥାନ୍ତି,ଯାହା ଦେଖିବାକୁ ବହୁତ ସୁନ୍ଦର ହୋଇ ଥାଏ।

ସୁନ୍ଦର ପଥର , ପକ୍ଷୀ ମାନଂକର ପର , ଆଦି ଅନେକ । ତେବେ ଆଉ ଅନେକ ଲୋକ ଙ୍କୁ ଦେଖି ଥିବେ ଯେଉଁ ମାନେ ବହୁତ ପୁରୁଣା ଜିନିଷ ଗୁଡିକୁ ମଧ୍ୟ ସଂଗ୍ରହ କରି ତାକୁ ସଜେଇ ରଖିବା କୁ ପସନ୍ଦ କରନ୍ତି । ତେବେ ପୁରୁଣା ଟିକଟ , ପୁରୁଣା ମୁଦ୍ରା , ପୁରୁଣା ପଇସା ବା କାଗଜ ନୋଟ ଏମିତି ଅନେକ ଜିନିଷ । ତେବେ ଅଧିକ ଲୋକ ପୁରୁଣା ନୋଟ ଓ ମୁଦ୍ରା କୁ ସଂଗ୍ରହ କରି ରଖିବାକୁ ଭଲ ପାନ୍ତି,ସେମାନ ଙ୍କ ପାଇଁ ଏକ ଭଲ ରାସ୍ତା ରହିଛି ପଇସା ରୋଜଗାର କରିବା ପାଇଁ ।


ତେବେ ଆପଣ ମାନଙ୍କ ପାଖରେ ଯେଉଁ ଏକ ଟଙ୍କିଆ ଠୁ ଆରମ୍ଭ କରୁ ଦୁଇ ହଜାର ନୋଟ ଯାଏ, ଯେତିକି ପୁରୁଣା ବା ଏକ ସ୍ୱତନ୍ତ୍ର ନମ୍ବର୍ ଥିବା ନୋଟ ରହିଛି। ତେବେ ଆପଣ ଏହାକୁ ବିକ୍ରି କରି ପଇସା ରୋଜଗାର କରି ପାରିବେ। ତେବେ ଏପରି କିଛି ନୋଟ ବା ମୁଦ୍ରା ରହିଛି । ଯେଉଁ ଥିରେ କି କିଛି ସୁତନ୍ତ୍ର ଚି଼ହ୍ନ , ନମ୍ବର ରହି ଥାଏ ତାକୁ ରେୟର୍ ନୋଟ ବୋଲି କୁହା ଯାଏ,ଆଉ ଏହୁ ସବୁ ନୋଟ ୱେବସାଇଟ୍ ଦ୍ୱାରା ବିକ୍ରି ହୋଇ ଥାଏ।

ତେବେ ସେମିତି ଯେଉଁ ନୋଟ ଗୁଡିକ ରେ ୭୮୬ ନମ୍ବର ରହିଛି,ସେହି ନୋଟ ଗୁଡିକ ଅଧିକ ଦାମ ରେ ବିକ୍ରି କରି ପାରିବ। ତେବେ ଏହି ନମ୍ବର ଥିବା ନୋଟ କୁ ଆପଣ ଏକ ଲକ୍ଷ୍ ରୁ ତିନି ଲକ୍ଷ ଟଙ୍କା ରେ ନିଲମି କରି ପରି ପରେ। ତେବେ ଯେଉଁ ନୋଟ ଗୁଡିକ ପୁରୁଣା ବା ବ୍ରିଟିଶ ସମୟ ରେ ଛପା ହୋଇଥିବା ନୋଟ ଗୁଡିକ ର ମୂଲ୍ୟ ୧୦,୦୦୦ ଟଙ୍କା ରହିଛି,

ଆଉ ଯେଉଁ ନୋଟ ଗୁଡିକ ରେ ଏକ ସିରିଜ୍ ରେ ବା ସବୁ ନମ୍ବର୍ ସମାନ ରହି ଥାଏ , ସେହି ନୋଟ କୁ ଆପଣ ୨୩,୦୦୦ ଟଙ୍କା ରେ ବିକ୍ରି କରି ପାରିବେ। ତେବେ ବ୍ରିଟିଶ କାଳ ରେ ଏକ ପାଞ୍ଚ ଟଙ୍କିଆ ନୋଟ ର ଦାମ ୮୦,୦୦୦ ଟଙ୍କା ରହିଛି। ତେବେ ଏହି ସବୁ କୁ ଆପଣ ଅନଲାଇନ ରେ ନିଲାମ କରି ପାରିବେ। ତେବେ ଯେଉଁ ମୁଦ୍ରା ରେ ମାତା ବୈଷ୍ଣବ ଦେବି ଙ୍କର ମୂର୍ତ୍ତି ରହିଛି ତାର ଚାହିଦା ଅଧିକ , ଏହି ମୁଦ୍ରା କୁ ବିକ୍ରି କରିଲେ ଆପଣ ୨୧,୦୦୦୦ ଟଙ୍କା ପାଇବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।