ମାସିକ ଋତୁସ୍ରାବ ସମୟରେ ମହିଳା ମାନେ ଭୁଲ ରେ ବି କରନ୍ତୁ ନାହିଁ ଏହି କାର୍ଯ୍ୟ ନହେଲେ ଆପଣ ଭବିଷ୍ୟତ ରେ ବହୁତ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି

0

ଭଗବାନ ଏ ଦୁନିଆରେ ମଣିଷ କୁ ତିନିଟି ଜାତି ରେ ବିଭକ୍ତ କରିଛନ୍ତି ତଥା ପୁରୁଷ ଜାତି ,ନାରୀ ଜାତି ଏବଂ ଟ୍ରାନ୍ସଜେଣ୍ଡର ।ଏବଂ ସମସ୍ତ ମଣିଷ ଜାତି ର ନିଜସ୍ଵ ଓ ସ୍ଵତନ୍ତ୍ର ଗୁଣ ରହିଛି ।କିନ୍ତୁ ନାରୀ ଜାତି ହେଉଛି ଏକ ଭିନ୍ନ ଏବଂ ଏନେକ ଗୁଣକୁ ନେଇ ଗଠିତ ହୋଇଥାଏ । ଆମେ ସମସ୍ତେ ଜାଣିଛୁ ଯେ ପ୍ରତ୍ୟେକ ନାରୀ ଙ୍କର ଏକ ନିର୍ଦ୍ଦିଷ୍ଟ ସମୟରେ ତଥା ବୟସରେ ମାସିକ ଧର୍ମ ( ମେନ୍ସ ବା ପିରିୟଡ଼) ହୋଇଥାଏ ଯାହା ଜଣେ ନାରୀ ର ଗର୍ଭ ଧାରଣ କ୍ଷମତାକୁ ସୁଚାଇଥାଏ ।

ତେବେ ନାରୀ ମାନଙ୍କ ର ଏହି ମାସିକ ଋତୁସ୍ରାବ ସମୟରେ ସେମାନ ଙ୍କୁ ଅନେକ କାମ ରୁ ବାରଣ କରାଯାଇଥାଏ ।ଖାସ କରି ନାରୀ ମାନଙ୍କ ର ପିରିୟଡ୍ସ ସମୟରେ ସେମାନ ଙ୍କୁ ଶାରୀରିକ ସମ୍ବନ୍ଧରେ ରହିବା କୁ ବା ସେକ୍ସ କରିବାକୁ ବାରଣ କରାଯାଇଥାଏ ।ତେଣୁ ଆମେ ଆଜି ଆପଣ ଙ୍କୁ ଜଣେଇବୁ ଯେ ଏହି ସମୟରେ ସେକ୍ସ କରିବାରେ କଣ ସବୁ ସମସ୍ୟା ରହିଥାଏ। ଏବଂ ଏହି ସମୟରେ ସହାବସ୍ଥାନ କରିବାକୁ ବାରଣ କାହିଁକି କରାଯାଇଥାଏ ।

୧ .ଆମର ବିଜ୍ଞାନ ଅନୁସାରେ ଜଣେ ମହିଳାଙ୍କ ମାସିକ ଋତୁସ୍ରାବ ସମୟରେ କେବେହେଲେ ତାଙ୍କ ସହ ଶାରୀରିକ ସମ୍ପର୍କ(ସେକ୍ସ) ରଖନ୍ତୁ ନାହିଁ ।କାରଣ ଏପରି କରିବା ଦ୍ବାରା ଏହା ଉଭୟ ମହିଳା ଏବଂ ଯୁବକ (ଦମ୍ପତି) ଙ୍କ ଶରୀର ପାଇଁ ହାନିକାରକ ଅଟେ ।

୨.ଯଦିଓ ଏହାର ପ୍ରଭାବ ପୁରୁଷ ମାନଙ୍କ ଉପରେ ସିଧା ସଳଖ ଭାବରେ ପଡିନଥାଏ ।କିନ୍ତୁ ମହିଳାଙ୍କ ପାଇଁ ଏହା ବହୁତ କ୍ଷତି ସାଧନ କରିଥାଏ ।ଏପରି କରିବା ଦ୍ବାରା ମହିଳାଙ୍କ ର ପ୍ରେଗନେଟସି ନଷ୍ଟ ହେବାର ବା ପିଲା ନହେବା ପରି ସମସ୍ୟା ଦେଖାଦେଇଥାଏ ।

୩.ମାସିକ ଋତୁସ୍ରାବ ସମୟରେ ଜଣେ ମହିଳା ଉଭୟ ଶାରୀରିକ ଏବଂ ମାନସିକ ସ୍ତର ରେ ଦୁର୍ବଳ ହୋଇଥାନ୍ତି ।ତେଣୁ ଏହି ସମୟରେ ତାଙ୍କୁ ବିଶ୍ରାମ ର ଆବଶ୍ୟକତା ରହିଥାଏ ।ତେଣୁ ଆପଣ କେବେ ହେଲେ ପିରିୟଡ୍ସ ସମୟରେ ସେକ୍ସ କରନ୍ତୁ ନାହିଁ ।

୪.ପୂର୍ବ କାଳ ରେ ମହିଳା ମାନଙ୍କ ର ମାସିକ ଋତୁସ୍ରାବ ହେଉଥିଲେ ସେମାନଙ୍କୁ ପୁରୁଷ ମାନଙ୍କ ଠାରୁ ସମ୍ପୂର୍ଣ୍ଣ ଦୂରର ରହିବାକୁ କୁହାଯାଉଥିଲା ।ଏପରି କି ସେମାନେ ନିଜକୁ ଗୋଟିଏ ଘରେ ବନ୍ଦ କରି ରଖୁଥିଲେ କିନ୍ତୁ ଆଧୁନିକ ଯୁଗର ସେ ସବୁ ପରମ୍ପରା ନଥିଲେ ମଧ୍ୟ ଆପଣ ଏହି ସମୟରେ ସେକ୍ସ କରନ୍ତୁ ନାହିଁ ।

୫.ମାସିକ ଋତୁସ୍ରାବ ସମୟରେ ମହିଳା ମାନଙ୍କ ର ଶରୀର ମଧ୍ୟରେ କେତେକ ଡିମ୍ବାଣୁ ସୃଷ୍ଟି ହୋଇଥାନ୍ତି ଏବଂ ସେହି ଗୁଡିକ ଜଣେ ମହିଳା ଙ୍କ ଶରୀର ପାଇଁ ହାନି କାରକ ହୋଇଥିବାରୁ ତାହା ମହିଳା ଙ୍କର ଦୂଷିତ ରକ୍ତ ରେ ମିଶି ଶରୀର ବାହାରକୁ ଆସିଥାଏ ।ଆଉ ଯଦି ଆପଣ ଏହି ସମୟରେ ଶାରୀରିକ ସମ୍ପର୍କ ରଖନ୍ତି ତ ସେହି ଡିମ୍ବାଣୁ ଗୁଡିକ ଶକ୍ତିଶାଳୀ ହୋଇ ଶରୀରର କ୍ଷତି କରିଥାଏ ।ତେଣୁ ମହିଳା ମାନେ ନିଜର ପିରିୟଡ୍ସ ବା ମେନ୍ସ ସମୟରେ ସେକ୍ସ ଠାରୁ ଦୂରେଇ ରୁହନ୍ତୁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।