ଏହି 4 ଟି କାରଣ ଯୋଗୁଁ ପେଟ ଫୁଲିଥାଏ ଜାଣନ୍ତୁ ଏହି ସବୁ କାରଣ କ’ଣ କ’ଣ

0

ଆମ ଶରୀର ରେ ବିଭିନ୍ନ ପ୍ରକାର ଅଙ୍ଗ ରହିଛି। ଯାହା ଆମ କୁ ଏବଂ ଆମ ଶରୀର କୁ ପୁରା ଚାଳନା କରୁଛି। ତେଣୁ ଏହି ସବୁ ଶରୀର ଭିତରେ ଥିବା ଅଙ୍ଗ ଏବଂ ପ୍ରତ୍ୟଙ୍ଗ ର ଯତ୍ନ ନେବା ନିହାତି ଦରକାର ଅଟେ। ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ର ପେଟ ବାହାରିଥାଏ। ଏହା ଏକ ସାଧାରଣ କଥା ନୁହେଁ। ପେଟ ଫୁଲିବା ଏକ ମାରାତ୍ମକ ଏବଂ ଏଥିପାଇଁ ମଧ୍ୟ ଜୀବନ ଯିବାର ସମ୍ଭାବନା ରହିଛି। ଏହାକୁ କେତେଜଣ ହାଲୁକା ଭାବରେ ନିଅନ୍ତି ମାତ୍ରା ଏହା ସେପରି ନୁହେଁ। ପେଟ ସାଧାରତଃ ଅନେଗୁଡ଼ିଏ କାରଣ ପାଇଁ ଫୁଲେ।


ପେଟ ଫୁଲିବା ଦ୍ଵାରା ଚର୍ବି ଏବଂ ମେଦ ବହୁଳତା ହୋଇଯାଏ। ଯାହା ଦ୍ଵାରା ଶରୀର ରେ ଚର୍ବି ଜମା ହୋଇ ଏହା ଅନେକ ରୋଗ ସୃଷ୍ଟି କରେ। ଏମିତି ଅନେକ ଅଳ୍ପ ବୟସ୍କ ପିଲା ଅଛନ୍ତି ଯେଉଁମାନଙ୍କ ର ଏହି ମେଦ ବହୁଳତା ରୋଗ ହୋଇଥାଏ। ଆଉ ତାଙ୍କର ବୟସ ଠାରୁ ଯଥେଷ୍ଟ ଓଜନ ସେମାନଙ୍କର ହୋଇଥାଏ। ସେଥିପାଇଁ ଏହି ପରି ଅଧିକ ଓଜନ ଥିବା ଲୋକ ଚର୍ବି ଫୁଲିବା ଏକ ବଡ଼ ସମସ୍ୟା।

ତେବେ ଆସନ୍ତୁ ଜାଣିବା ଏହି ପେଟ ଫୁଲିବା ର କାରଣ ସବୁ:-

ପ୍ରଥମ କାରଣ ହେଉଛି ହାର୍ମୋନ ଠିକ୍ ସେ ପ୍ରଭାବ ନ ଦେଖେଇବା। ଆମ ଶରୀର ରେ ହର୍ମୋନ ଅନେକ ପ୍ରକାର କ୍ଷରିତ ହୋଇଥାଏ। ଯଦି ଏହା ଠିକ୍ ସେ କାମ ନ କରେ ତେବେ ପେଟ୍ ଫୁଲିବା ସହିତ ଅନେକ ଯନ୍ତ୍ରଣା ମଧ୍ୟ ଆସେ। ତେଣୁ ଏହି ପେଟ ଫୁଲିବା ପାଇଁ ହର୍ମୋନ୍ ହେଉଛି ଗୋଟିଏ କାରଣ।


ଦ୍ଵିତୀୟ କାରଣ ହେଲା ଓଭାରି ରେ କ୍ୟାନ୍ସର ହେବା ଦ୍ଵାରା ମଧ୍ୟ ପେଟ ଅଧିକ ଫୁଲିଯାଏ। ଏହକୁ ଆପଣ ନିଜେ ନ ଦେଖିଲା ପର୍ଯ୍ୟନ୍ତ୍ ବିଶ୍ୱାସ କରିପାରିବେ ନାହିଁ। ତେଣୁ ଏହି ଓଭାରି ର ପ୍ରଭାବ ମଧ୍ୟ ଅନେକାଂଶ ରେ ଜଣେ ବ୍ୟକ୍ତି ର ପେଟ ଫୁଲିବା ପାଇଁ କାରଣ ହୋଇଥାଏ। ତେଣୁ ଏଥିପ୍ରତି ସମସ୍ତେ ଯତ୍ନବାନ୍ ହେବା ଦରକାର। ଯଦି ପେଟ ଫୁଲିବା ଦେଖାଯାଏ ତେବେ ଡାକ୍ତରଙ୍କ ପାଖକୁ ଯାଇ ଏହାର ଯାଞ୍ଚ୍ କରିନେବା ଆବଶ୍ୟକ ରହିଛି।

ସେହିପରି ଆଉ ଏକ କାରଣ ହେଉଛି ନାଡିରେ ଠିକ୍ ଭାବେ ରକ୍ତ କିମ୍ବା ଅନ୍ୟ ଉପାଦାନ ପ୍ରଭାବିତ ନ ହେବା। ଏହା ଦ୍ବାରା ଆମ ଶରୀର ଭିତରେ ଏହା ଜମାଟ ବାନ୍ଧି ଆମ ପେଟ ଫୁଲାଇ ଦେଇ ଥାଏ। ତେବେ ନାଡ଼ିରେ ଏହି ପରି ଠିକ୍ ରେ ରକ୍ତ ପ୍ରଚଳନ ନ କରେ ତେବେ ଆପଣ ଡାକ୍ତଖାନା ଯାଇ ଡାକ୍ତରଙ୍କ ସହିତ ପରାମର୍ଶ କରିନେବା ନିହାତି ଦରକାର। ଏହା ସହିତ ଆପଣଙ୍କର ଓଜନ ବୃଦ୍ଧି ହେଲେ ମେଦ ବହୁଲତା ହୋଇ ଅଧିକ ବୟସ୍କ ହୋଇଯିବାର ସମ୍ଭାବନା ରହିଛି। ତେଣୁ ଏହିପରି ଭାବରେ ଆପଣ ଖାଦ୍ୟ କୁ କଣ୍ଟ୍ରୋଲ କରିବା ସହିତ ଶାରୀରିକ ପରିଶ୍ରମ କରିବା ଦରକାର।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।