Breking News – ଏବେ ଏବେ ଚଳଚିତ୍ର ଜଗତରୁ ଆସିଲା ବଡ ଦୁଖଦଃ ଖବର । ଏହି ପ୍ରସିଦ୍ଧ ଅଭିନେତ୍ରୀ ଙ୍କର ହାର୍ଟ ଆଟାକ ରେ ହେଲା ପରଲୋକ । ସମଗ୍ର ଦେଶରେ ଖେଳିଗଲା ଶୋକର ଛାୟା…..

0

ଏହି ୨୦୨୦ ବର୍ଷ ସମସ୍ତଙ୍କ ପାଇଁ ଏକ ଖରାପ ବର୍ଷ ରହି ଥିଲା।ଏହି ବର୍ଷ ରେ ଲୋକ ମାନେ ଅନେକ ସମସ୍ୟା ଦେଇ ଗତି କରିଛନ୍ତି। ଏହି ବର୍ଷ କୋରୋନ ପାଇଁ ସମସ୍ତେ ବହୁତ ସମସ୍ୟା ରେ ସମୁଖୀନ ହୋଇଛନ୍ତି। ତେବେ ଏହି ସମୟ ରେ ଆଣେ ଅନେକ୍ ବଡ଼ ବଡ଼ ଲୋକ ଙ୍କ ମୁର୍ତ୍ୟୁ ହେବାର ଦେଖିଚୁ, ଯାହା ସମସ୍ତ ଙ୍କ ପାଇଁ ଏକ ଦୁଃଖ ର ବିଷୟ ରହିଛି। ଏହି କୋରୋନା ଯୋଗୁ ଅନେକ କଳାକାର, ନେତା ,ମନ୍ତ୍ରୀ ମୁର୍ତ୍ୟୁ ବରଣ କରିଛନ୍ତି। ଏହି ସବୁ ଖବର ସମସ୍ତ ଙ୍କ ପାଇଁ ସତରେ ଏକ ଦୁଃଖ ଖବର ରହି ଥିଲା।

ତେବେ ଏହି ବର୍ଷ ଆମେ ଅନେକ୍ କଳାକାର ଙ୍କୁ ହରାଇଛୁ। ଏହି କିଛି ମାସ ଭିତରେ ଜଣେ ପରେ ଜଣେ ବଡ଼ ବଡ଼ କଳାକାର ମୁର୍ତ୍ୟୁ ବରଣ କରୁ ଥିଲେ। ତେବେ ଅନେକ କୋରୋନା ରେ ପୀଡିତ ହୋଇ ତାଙ୍କର ମୁର୍ତ୍ୟୁ ହେଉ ଥିଲା। ତେବେ ପୁଣି ଥରେ ବଲିଉଡ କୁ ଏକ ଦୁଃଖଦ ଖବର ଶୁଣିବାକୁ ମିଳିଛି ।


ତେବେ ବଲିଉଡ ର ଜଣେ ପ୍ରମୁଖ୍ ସିରିଏଲ ଅଭିନେତା ଲିନା ଆଚାର୍ଯ୍ୟ ଙ୍କର ଗତ ଶନିବାର ଦିନ ମୁର୍ତ୍ୟୁ ହୋଇଛି। ତେବେ ଏହି ଖବର ସମସ୍ତ ଙ୍କ ପାଇଁ ଏକ ଦୁଃଖ ର ଖବର ହୋଇ ଥିଲା,ଆଉ ଏହି ଖବର ଶୁଣି ସାରା ବଲିଉଡ ରେ ଶୋକ ର ଛାୟା ଦେଖା ଦେଇଛି। ତେବେ ତାଙ୍କର ମୁର୍ତ୍ୟୁ ଗତ ଶନିବାର ଦିନ ହୋଇ ଥିଲା। ତେବେ ଆଗରୁ ଶୁଣିବାକୁ ମିଳି ଥିଲା କି ତାଙ୍କର କୋରୋନା ଯୋଗୁ ମୁର୍ତ୍ୟୁ ହୋଇଛି,କିନ୍ତୁ ଡାକ୍ତର ମାନେ କହିଛନ୍ତି କି ତାଙ୍କର କିଡ଼ନୀ ଫେଲ ହେବାରୁ ତାଙ୍କର ମୁର୍ତ୍ୟୁ ହୋଇଛି।

ତେବେ ସେ ଅନେକ ହିନ୍ଦୀ ସିରିଏଲ କରି ଦର୍ଶକ ମାନଙ୍କ ର ଖୁବ୍ ମନ ଜିତି ଥିଲେ । ତେବେ ସୂଚନା ଅନୁସାରେ ଲିନା ଆଚାର୍ଯ୍ୟ ଦୀର୍ଘ ଦେଢ଼ ବର୍ଷ ଧରି ଏହି କିଡ଼ିନ ଫେଲ ସମସ୍ୟା ରେ ଥିଲେ , ତାଙ୍କର ଦୁଇଟି ଯାକ କିଡ଼ିନ ଭଲ ଭାବରେ କାର୍ଯ୍ୟ କରୁ ନଥିଲା ,ଆଉ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ମଧ୍ୟ ଖୁବ୍ ଗୁରୁତର ଥିଲା । ତେବେ କିଛି ଦିନ ପୂର୍ବରୁ ଲିନା ଆଚାର୍ଯଙ୍କ ମା ତାଙ୍କୁ କିଡ଼ିନି ଦେଇ ଥିଲେ ।


ତେବେ କିଡ଼ନୀ ଦେବା ପାରେ ସମସ୍ତେ ଭାବୁ ଥିଲେ କି ସେ ଭଲ ହୋଇ ଯିବେ କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ରେ କୌଣସି ପରିବର୍ତ୍ତନ ଦେଖା ଦେଇ ନ ଥିଲା,ଶେଷ ରେ ସେ ଦିଲ୍ଲୀ ରେ ଏକ ଘୋରୋଇ ହସ୍ପିଟାଲ ରେ ତାଙ୍କର ମୁର୍ତ୍ୟୁ ହୋଇ ଥିଲା।ତେବେ ଲିନା ଆଚାର୍ଯ୍ୟ ଜଣେ ଚର୍ଚ୍ଚିତ କଳାକାର ଥିଲେ। ସେ ଅନେକ ସିରିଏଲ ଯେମିତି କି ସେଠ ଜି , ମେରୀ ହାନିକାରକ ବିବି , ଆପ କେ ଆଜାନେସେ ଆଦି ଅନେକ ସିରିଏଲ କରି ସେ ପପୁଲର୍ ହୋଇ ଥିଲେ।

ତେବେ ତାଙ୍କ ମରିବା ଖବର ପୁରା ବଲିଉଡ ପାଇଁ ଏକ ଦୁଃଖଦ ଖବର ରହିଛି।ସମସ୍ତେ ତାଙ୍କ ମୁର୍ତ୍ୟୁ ପାଇଁ ମଧ୍ୟ ବହୁତ ଦୁଃଖିତ ଅଛନ୍ତି। ତେବେ ତାଙ୍କର ମୁର୍ତ୍ୟୁ ର ଖବର ଶୁଣିବା ପରର ତାଙ୍କର ପ୍ରଶଂସକ , ସାଙ୍ଗ ସାଥି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଥିଲେ। ତେବେ ଜଣେ ଭଲ କଳାକାର ରହି ଥିଲେ,ଆଉ ତାଙ୍କର ଅଭିନୟ ର ଯାଦୁ ଦେଖାଇ ଲୋକ ଙ୍କ ପାଖରେ ପ୍ରିୟ ହୋଇ ପରି ଥିଲେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।