ହେ ପ୍ରଭୁ ! ରାଜ୍ୟ ସାରା ଦିଶିଲା ଚନ୍ଦ୍ର ଚାରିପାଖରେ ଆଲୋକ-ବଳୟ, ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ଫଟୋ, ଜାଣନ୍ତୁ ରହସ୍ୟ…..

0

ଆମେ ଏହି ଦୁନିଆ ରେ ଅନେକ ଅଦ୍ଭୁତ ଘଟଣା ଦେଖିବାକୁ ପାଇ ଥାଉ। ତେବେ ଏହା ଏପରି ହୋଇ ଥାଏ କି ଲୋକ ମାନେ ଏହା କୁ ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇ ଥାନ୍ତି। ତେବେ ଏଭଳି କିଛି ଘଟଣା ବହୁତ କମ ଦେଖିବାକୁ ମିଳି ଥାଏ। ତେବେ ଏହା କାହିଁକି ଦେଖା ଦେଖା ଯାଏ କଣ ପାଇଁ ଦେଖା ଯାଏ ।

ଲୋକ ମାନେ ଏହା ଦେଖିଲା ପରେ ଏହାର କାରଣ ଜାଣିବାକୁ ଚେଷ୍ଟା କରି ଥାନ୍ତି। ତେବେ ଏହି ଭଳି ଅଦ୍ଭୁତ ଘଟଣା ଅନେକ ଶାସ୍ତ୍ର ରେ ମଧ୍ୟ ଦେଖିବାକୁ ମିଳି ଥାଏ। ତେବେ ଏହାର କାରଣ କଣ ଲୋକ ମାନେ ଜାଣିବା ପାଇଁ ଅଧିକ ଇଛୁକ୍ ହୋଇ ଥାନ୍ତି।ତେବେ ଏହି ସବୁ ଘଟଣା ପଛରେ ଅନେକ ରହସ୍ୟ ରହି ଥାଏ ।


ତେବେ ବେଳେ ବେଳେ ଆପଣ ଦେଖି ଥିବେ କି ଆକାଶ ରେ ଅନେକ ସମୟ ରେ ଚନ୍ଦ୍ର ଗ୍ରହଣ , ଚନ୍ଦ୍ର ବଳୟ ଆଦି ଦେଖିବାକୁ ମିଳି ଥାଏ। ତେବେ ଏହା କଣ ପାଇଁ ଦେଖା ଯାଏ ଓ କାହିଁକି ଦେଖା ଯାଏ କେହି ଜାଣି ନାହାନ୍ତି। ତେବେ ଏହି ଭଳି ଘଟଣା ଆମେ ଅନେକ ସମୟ ରେ ଦେଖିବାକୁ ପାଇଛୁ। ଏବେ ଏହି ସବୁ ଘଟଣା କୁ ନେଇ ଅନେକ ଲୋକ ଅନେକ ମତ ଦେଇ ଥାନ୍ତି। ଏବେ ହେଉଛି ବିଜ୍ଞାନ ର ଯୁଗ ।

ତେବେ ଅନେକ ବୈଜ୍ଞାନିକ ନିଜର ବିଜ୍ଞାନ ସମତ୍ ମତ ଦେଇ ଛନ୍ତି।ତେବେ ଏହାର ରହସ୍ୟ୍ କଣ କିଛି ଜଣା ନାହିଁ। ତେବେ ସେମିତି ଏକ ଘଟଣା ଦେଖିବାକୁ ମିଳିଛି। ଗତ ବୁଧବାର ଦିନ ରାତି ରେ ଆକାଶ ରେ ଦେଖା ଦେଇ ଥିଲା ଏକ ବିରଳ ଦୃଶ୍ଯ। ତେବେ ଦେଖିବାକୁ ମିଳି ଥିଲା କି ଚନ୍ଦ୍ର ର ଚାରି ପାଖରେ ଏକ ବିରଳ ବଳୟ ସୃଷ୍ଟି ହୋଇଛି। ଆଉ ଏହି ଦୃଶ୍ୟ ସବୁ ସ୍ଥାନ ରେ ଦେଖିବାକୁ ମିଳି ଥିଲା।


ତେବେ ଏହି ବିରଳ ଦୃଶ୍ୟ ଦେଖିଲା ପରେ ଅନେକ ଲୋକ ଙ୍କ ମନ ରେ ଅନେକ ପ୍ରଶ୍ନ ଉଠି ଥିଲା। ଏହି ଦୃଶ୍ୟ କଣ ପାଇଁ ଦେଖିବାକୁ ମିଳି ଥାଏ। ତେବେ ଖାଲି ବଳୟ ନୁହଁ , ତା ସହ ଦେଖିବାକୁ ମିଳି ଥିଲା ଏକ ତାରା,ଏହାକୁ ଦେଖି ଅନେକ ବହୁତ୍ କିଛି ଅନୁମାନ ମଧ୍ୟ କରୁଥିଲେ ।

ଏଭଳି ଦେଖାଯିବାର କାରଣ କଣ ହେଇପାରେ ଏବଂ ଏହା କିଛି ସଂକେତ ଦେଉଛି କି ବୋଲି ଲୋକେ ଚର୍ଚ୍ଚା କରୁଥିଲେ। ଏମିତି ବିଭିନ୍ନ କଥାକୁ ନେଇ ଲୋକଙ୍କ ଭିତରେ ଅଳ୍ପ ସମୟ ପାଇଁ ଦୃଶ୍ୟମାନ ହୋଇଥିବା ଚନ୍ଦ୍ରକୁ ନେଇ ଚର୍ଚ୍ଚା ହେବାରେ ଲାଗିଥିଲା।ତେବେ ଯେଉଁ ସ୍ଥାନ୍ ରେ ମେଘୁଆ ପାଗ ରହି ଥିଲା।ସେଠାରେ ଏହି ବଳୟ ଅଧିକ ଦେଖିବାକୁ ମିଳି ନ ଥିଲା।


କିନ୍ତୁ ଯେଉଁ ସ୍ଥାନ ରେ ଆକାଶ ପରିଷ୍କାର ରହି ଥିଲା,ସେହି ସ୍ଥାନ ରେ ଲୋକ୍ ମାନେ ବହୁତ ଭଲ ଭାବେ ଦେଖି ପରି ଥିଲେ। ତେବେ ଏହାକୁ ନେଇ ପୂର୍ବରୁ ଲୋକକଥା ରହିଛି ଯେ ସୂର୍ଯ୍ୟ କିମ୍ବା ଚନ୍ଦ୍ର ପାର୍ଶ୍ବରେ ଏଭଳି ବଳୟ ଦେଖାଗଲେ ବର୍ଷା ହୋଇଥାଏ।ଏପଟେ ବାତ୍ୟା ଆସିବାର ଅଛି । ତେଣୁ ଏହାକୁ ନେଇ ଲୋକେ ଅଧିକ ଆଲୋଚନା କରିବାରେ ଲାଗିଛନ୍ତି ।

ତେବେ ଅନେକ ବୈଜ୍ଞାନିକ ମାନଙ୍କ ମତ ରହିଛି କି ଯେତେବେଳେ ବାଦଲ ବାଦଲ ଦେଇ ଆଲୋକ ଅତିକ୍ରମ କରେ ସେତେବେଳେ ତାର ଏକ ପ୍ରତିବିମ୍ବ ସୃଷ୍ଟି ହୋଇଥାଏ ଏବଂ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥାଏ। ତେବେ ଏବେ ସବୁ ଆଡେ ଏହି ବିରଳ ଦୃଶ୍ୟ ର ଫୋଟ ଭାଇରଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।