ମହିଳା ମାନଙ୍କର ଏହି 5ଟି ଭୁଲ୍ ସେମାନଙ୍କୁ କରିଥାଏ ” ବିଧବା ” – ନିଶ୍ଚୟ ଜାଣନ୍ତୁ ସେସବୁ କ’ଣ କ’ଣ

0

ନାରୀ ମାନଙ୍କର ସୌଭାଗ୍ୟ ହେଉଛି ତାଙ୍କର ସ୍ୱାମୀ। ମହିଳା ମାନଙ୍କ ର ସ୍ୱାମୀ ହେଉଛନ୍ତି ତାଙ୍କର ଭଗବାନ। ମହିଳା ମାନଙ୍କ ପାଇଁ ସ୍ୱାମୀ ଏକ।ପ୍ରକାର ରକ୍ଷା କବଚ। କିନ୍ତୁ ସ୍ୱାମୀ ଅଳ୍ପ ସମୟରେ ଯଦି ପରଲୋକ କରନ୍ତି ତେବେ ମହିଳା ମାନଙ୍କୁ ବିଧବା ହେବାକୁ ପଡେ। ନିଜର ସୁଖ ସମୟ ସବୁ ଆପେ ଆପେ ଗାଏବ ହୋଇଯାଏ। କାରଣ ତାର ସ୍ୱାମୀ ହେଉଛି ମହିଳା ମାନଙ୍କର ସାହସ ଏବଂ ଭରଷା। ତେଣୁ ତାଙ୍କ ସ୍ୱାମୀ ଅଳ୍ପ ବୟସ ରେ ପ୍ରାଣ ତ୍ୟାଗ କରିବା ନିହାତି ମାତ୍ରା ରେ କର୍ମ ଫଳ ହୋଇଥାଏ।


ଏପରି ମଧ୍ୟ ଶାସ୍ତ୍ର ଆମକୁ ଜ୍ଞାନ ଦିଏ କିଏ ମହିଳା ମାନଙ୍କ ନିଜ ର ଅନେକ ଭୁଲ ପାଇଁ ତାଙ୍କ ସ୍ୱାମୀଙ୍କ ର ଆୟୁଷ କମ ହୋଇଯାଏ। ଏହା ଅନେକ ମାତ୍ରା ରେ ମଧ୍ୟ ସତ୍ୟତା ରହିଛି। କାରଣ ଆପଣ ଜାଣିଥିବେ ସତ୍ୟବାନ ଙ୍କ ଜୀବନ ଫେରେଇ ଆଣିବାରେ ତାଙ୍କ ପତ୍ନୀ ସାବିତ୍ରୀ ଙ୍କ ଚରିତ୍ର ସାହାୟକ ହୋଇଥିଲା। ତେଣୁ ମହିଳା ହେଉଛନ୍ତି ତାଙ୍କ ସ୍ୱାମୀଙ୍କ ର ସୁରକ୍ଷା ବଳୟ। ତେଣୁ ଆସନ୍ତୁ ଜାଣିବା। କେଉଁ ଭୁଲ କଲେ ମହିଳା ମାନଙ୍କୁ ବିଧବା ହେବାର ଯୋଗ ଆସିଥାଏ ଆସନ୍ତୁ ଜାଣିବା। ଏହି ପାଞ୍ଚଟି ଭୁଲ କୁ ଆପଣ ସୁଧାରି ପାରିଲେ ଆପଣ ଅଧିକ ଦିନ ପାଇଁ ସାଧବା ହୋଇ ରହି ପାରିବେ।

ପ୍ରଥମ ଭୁଲ ହେଲା ;-

ମହିଳା ମାନେ ନିଜ ମଙ୍ଗଳସୁତ୍ର କୁ ବର୍ଜନ କରି ଅନ୍ୟ ଅଳଙ୍କାର ଗୁଡିକୁ ନିଜ ବେକରେ ପରିଧାନ କରନ୍ତି। ଏହା ଦ୍ୱାର ତାଙ୍କ ସ୍ୱାମୀ ଙ୍କ ଆୟୁଷ ଉପରେ ପ୍ରଭଵ ପକାଇଥାଏ।

ଦ୍ଵିତୀୟ ଭୁଲ ହେଲା ;-

ମହିଳା ମାନେ ଆଜି କାଲି ଅନ୍ୟକୁ ଦେଖେଇବା ପାଇଁ ନିଜର ମଙ୍ଗଳସୁତ୍ର ର ଲାଗିଥିବା ମାଳି ଗୁଡିକ ର ରଙ୍ଗ କଳା ରଙ୍ଗ ନ କରି ଅନ୍ୟ ରଙ୍ଗର ପ୍ରସ୍ତୁତ କରିଥାନ୍ତି। ତେଣୁ ଏପରି କଲେ ଆପଣଙ୍କ ସ୍ୱାମୀଙ୍କ ଆୟୁଷ କମ ହେବାର ଅଧିକ ସମ୍ଭାବନା ଥିବା କଥା ଶାସ୍ତ୍ର ଜଣାଇଥାଏ।

ତୃତୀୟ ଭୁଲ ହେଲା;-

ମହିଳା ମାନେ ସାଧବା ଥିବା ସମୟରେ କେବେ ବି ଧଳା ରଙ୍ଗର ଶାଢୀ କିମ୍ବା ଧଳା ରଙ୍ଗର ଚୁଡ଼ି ବିନ୍ଧିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ମହିଳା ମାନଙ୍କର ସ୍ୱାମୀଙ୍କ ଆୟୁଷ କମି ଥାଏ ବୋଲି ଅନେକ ଜ୍ଞାନୀ ଲୋକ ଉପଦେଶ ଦେଇଥାନ୍ତି।

ଚତୁର୍ଥ ଭୁଲ ହେଲା ;-

ବିବାହିତ ମହିଳା ମାନେ ଆଜିକାଲି ସିନ୍ଦୂର ପିନ୍ଧିବାକୁ ପସନ୍ଦ କରନ୍ତି ନାହିଁ। କିନ୍ତୁ ଏପରି ଆପଣ କେବେ କରିବେ ନାହିଁ। କାରଣ ଏହା ଆପଣଙ୍କ ସ୍ୱାମୀଙ୍କ ଆୟୁଷ ଉପରେ ହାନି ପକାଇ ପାରେ।

ପଞ୍ଚମ ଭୁଲ ହେଲା ;-

ଏହି ଭୁଲ ଟି ହେଉଛି ମହିଳା ମାନେ ସିନ୍ଦୁର ପିନ୍ଧି ଥାନ୍ତି କିନ୍ତୁ ଏହା ସିଂଥୀ ଉପରେ ହୋଇନଥାଏ। ତେଣୁ ମହିଳା ମାନେ ନିଜ ମଥାର ଥିବା ସିଂଥୀ ରେ ଏହା ଧାରଣା କଲେ ଆପଣଙ୍କ ସ୍ୱାମୀ ଙ୍କ ଭାଗ୍ୟ ଏବଂ ଆୟୁଷ ବଢି ଯାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।