ଆପଣଙ୍କ ସ୍ୱପ୍ନ ରେ ଏହି ସବୁ ଘଟଣା ଘଟୁଛି କି? ତେବେ ନିଶ୍ଚୟ ଜାଣି ନିଅନ୍ତୁ ଏହି ସବୁ କଥା ବିଷୟରେ। ନଚେତ ପଶ୍ଚାତାପ କରିବେ।

0

ଅଧିକାଂଶ ସମୟରେ ମଣିଷ ଭାବିଥାଏ ଯେ ଭଗବାନ ତାଙ୍କ ସହ ନାହାନ୍ତି ଓ ଅଧିକାଂଶ ସମୟରେ ଭାବିଥାଏ ଯେ ଭଗବାନ ତାଙ୍କ ସହିତ ଅଛନ୍ତି। ତେବେ ପ୍ରକୃତରେସତ୍ୟ କଣ ଆଓଅନ ଜାଣିବାକୁ ନିଶ୍ଚୟ ଚାହୁଁଥିବେ। ମଣିଷ ଏହା ଜାଣିବା ପାଇଁ ବହୁତ ଆଗ୍ରହୀ କି ଭଗବାନ କେତେବେଳେ ତାଙ୍କ ସହ ଅଛନ୍ତି ଓ କେତେବେଳେ ତାଙ୍କ ସହ ନାହାନ୍ତି।

କିନ୍ତୁ ସେମାନେ ଜାଣି ନାଥାନ୍ତି ଯେ ଭଗବାନ ସେମାନଙ୍କୁ ଅନେକ ପ୍ରକାର ର ସୂଚନା ଦେଇଥାନ୍ତି। ଯଦି ଭଗବାନ ତାଙ୍କ ସହ ରହିଥାନ୍ତି ତେବେ ଏହି କଥା ଗୁଡିକ ଉପରେ ଧ୍ୟାନ ଦେଲେ ଆପଣ ଜାଣିଯିବେ ଯେ ଭଗବାନ ଆପଣଙ୍କ ସହିତ ସର୍ବଦା ରହିଛନ୍ତି।


ଯଦି ଆପଣ କୌଣସି ସ୍ୱପ୍ନ ଦେଖୁଛନ୍ତି ଓ ସେହି ସ୍ୱପ୍ନ ଓରାକୃତ ରେ ସତ ହୋଇ ଯାଉଛି ତାହାଲେ ଜାଣି ନିଅନ୍ତୁ ଯେ ଭଗବାନ ଆପଣଙ୍କ ସହ ରହି ଛନ୍ତି। ତେବେ ଏହି ସ୍ୱପ୍ନ କୌଣସି ଖରାପ ସ୍ୱପ୍ନ ହୋଇ ନଥିବା ଦରକାର ବରଂ ଏ ସପ୍ନ ଭଲ ସପ୍ନ ହୋଇ ଥିବା ଦରକାର। ଯାହା ଫଳରେ ଆପଣ ଜାଣି ପାରିବେ ଯେ ଭଗବାନ ପ୍ରକୃତ ରେ ଆପଣଙ୍କ ସାଥିର ରହିଛନ୍ତି।


ଏହା ସହ ଯଦି ଆପଣଙ୍କ ସ୍ୱପ୍ନ ରେ କୌଣସି ସାଧୁ ଲୋକ ଆସୁଛନ୍ତି ଓ ଆପଣଂକୁ କିଛି ଦିବ୍ୟ ଉପଦେଶ ଦେଉଛନ୍ତି ତାହାଲେ ଜାଣି ନିଅନ୍ତୁ ଯେ ଭଗବାନ ଆପଣଙ୍କ ସହିତ ରହିଛନ୍ତି ଓ ସେ ଆପନଙ୍କୁ କୌଣସି କାର୍ଯ୍ୟ ପାଇଁ କିଛି ମହତ୍ୱପୂର୍ଣ୍ଣ ସୂଚନା ଦେବାକୁ ଚାହୁଛନ୍ତି। ଯାହା ଫଳରେ ଆପଣ ଆଗକୁ ଥିବା କାର୍ଯ୍ୟରେ ସଫଳ ହୋଇ ପାରିବେ।

ଯଦି ଆପଣ ଙ୍କ ମନକୁ ହଠାତ କିଛି ଭାବନା ଆସୁଛି ଓ ଏହା ପରେ ଏହି କାର୍ଯ୍ୟ ଟି ଆପଣ କରୁଛନ୍ତି ଓ ଏଥିରେ ସଫଳ ମଧ୍ୟ ହେଉଛନ୍ତି ତାହାଲେ ଜାଣନ୍ତୁ ଭଗବାନ ଙ୍କ ଏଆ ଆଶୀର୍ବାଦ ଆପଣଙ୍କ ସହିତ ସଦା ସର୍ବଦା ରହିଛି। ଏପରି ସୂଚନା ଦେଇ ଭଗବାନ ଆପଣଂକୁ ଜଣାଇବାକୁ ଚାହୁଁଛନ୍ତି କି ଆପଣ ଯେ କୌଣସି ଭଲ କାମ କଲେ ଭଗବାନ ଆପନଙ୍କ ସହିତ ସଦା ସର୍ବଦା ରହିବେ ଓ ଆପଣଂକୁ ସାହାଯ୍ୟ କରିବେ।

ଯଦି ଆପଣଙ୍କ ସ୍ୱପ୍ନ ରେ କୌଣସି ଦେବା ଦେବୀ ଙ୍କୁ ଆସିବାରେ ଦେଖୁଛନ୍ତି ତାହାଲେ ଜାଣି ଯାଅନ୍ତୁ କି ସେହି ସମୟ ଟି ଆପଣଙ୍କ ପାଇଁ ବହୁତ ଖୁସିର ସମୟ ଅଟେ। ଏହି ସମୟ ଟି ଆପଣଙ୍କ ପାଇଁ ସର୍ବୋକୃଷ୍ଟ ସମୟ ଅଟେ। ଏହି ସମୟ ରେ ଆପଣ ଯେଉଁ ମହତ କାର୍ଯ୍ୟ କରିବେ ତାହା ନିଶ୍ଚିତ ଭାବରେ ସଫଳ ହେବ ଓ ଆପଣ ଜାଣିଯିବେ ଯେ ଭାଗବନ ଆପଣଙ୍କ ସହିତ ସର୍ବଦା ରହିବେ।

କାହିଁକି ନା ସ୍ଵୟନ ରେ ଦେବା ଦେବୀ ଙ୍କୁ ଦେଖିବାର ଅର୍ଥ ସାକ୍ଷାତ ଭଗବାନ ଙ୍କ ର ଦର୍ଶନ କରିବା ସହିତ ସମାନ । ତେଣୁ ଆପଣ ଏହି ସବୁ ଲକ୍ଷଣ ଦେଖିବା ମାତ୍ରେ ଜାଣିଯିବେ ଯେ ଭଗବାନ ଙ୍କ ର ଆଶୀର୍ବାଦ ଆଓଅନଙ୍କ ସହିତ ସର୍ବଦା ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।