ଆପଣଙ୍କ ର ବାଳ ଝଡ଼ିବାର ସମସ୍ୟା ରହୁଛି କି ? ତାହାଲେ ନିଶ୍ଚୟ କରନ୍ତୁ ଏହି ସବୁ ଉପାୟ । ଆପଣଙ୍କ ର ବାଳ ଝଡ଼ିବା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ।

0

ବର୍ତାମାନ ସମୟରେ ବାଳ ଝଡ଼ିବା ଏକ ସାଧାରଣ ସମସ୍ୟା ହୋଇ ଗଲାଣି। ଏହି ବାଳ ଝଡ଼ିବା ପାଇଁ ଅନେକ ଲୋକ ବହୁତ ବ୍ୟସ୍ତ ହୋଇ ପଡ଼ିଥାନ୍ତି। ଏମିତି କି ବହୁତ ଲୋକ ମାନେ କମ ବୟସରୁ ହିଁ ଚନ୍ଦା ହୋଇ ଯାଇ ଥାନ୍ତି। ଯାହା ପାଇଁ କି ସେମାନେ ଅନେକ ଚିନ୍ତାରେ ରହିଥାନ୍ତି। ଅନେକ ମେଡ଼ିସିନ ଖାଇବା ପରେ ମଧ୍ୟ ସେମାନଙ୍କ ର ବାଳ ଝଡ଼ିବା ବନ୍ଦ ହୋଇ ନଥାଏ। ଏହା ସହ ସେମାନେ ଅନେକ ପ୍ରକାର ର ସେମ୍ପୁ ଓ ତେଲ ଇତ୍ୟାଦି ବ୍ୟବହାର କରି ଥାନ୍ତି । ତଥାପି ତାଙ୍କର ଏହି ସମସ୍ୟା ର ସମାଦାନ କେବେବି ହୋଇ ପାରେ ନାହିଁ। ଯାହା ଫଳରେ ସେମାନେ ସବୁ ଆଶା ଛାଡି ଦେଇ ଥାନ୍ତି।

ତେବେ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି କଥା କହିବାକୁ ଯାଉଛୁ ଯାହାକୁ ଜାଣିବା ପରେ ଆପଣ ସହଜରେ ନିଜର ବାଳ କୁ ଝଡ଼ିବାରୁ ରକ୍ଷା କରି ପାରିବେ। ଓ ଆପଣଙ୍କ ର ଚନ୍ଦା ପଣ ରୁ ରକ୍ଷା ପାଇ ପାରିବେ। ତେବେ ଆସନ୍ତୁ ଜାଣିବା ସେହି ବିଷୟରେ କିଛି କଥା।

1. କେମିକାଲ ସେମ୍ପୁ

ଲୋକମାନେ ଅଧିକାଂଶ ସମୟରେ ସେମ୍ପୁ ର ବ୍ୟବହାର କରି ଥାନ୍ତି। କିନ୍ତୁ ସେମାନେ ଜାଣି ନଥାନ୍ତି ଯେ ଏହା ବ୍ୟବହାର କରିବା ଦ୍ୱାରା ସେମାନଙ୍କ ର ବାଳ ରେ ବହୁତ କ୍ଷତି ହୋଇ ଥାଏ। କାହିଁକି ନା ଏଥିରେ କେମିକାଲ ରହିଥାଏ ଯାହାକି ପରବର୍ତୀ ସମୟରେ ବାଳ ଉପରେ ଖରାପ ପ୍ରଭଵ ପକାଇ ଥାଏ। ଯାହା ଫଳରେ ବାଳ ଝଡି ଥାଏ।

2. ତେଲ ବ୍ୟବହାର କରିବା

ଅଧିକାଂଶ ଲୋକ ମାନେ ତେଲ ଲାଗିବାକୁ ପସନ୍ଦ କରନ୍ତି ନାହିଁ। ଏହାର କାରଣ ସେମାନଙ୍କ ତେଲ ଲାଗାଇବା ଭଲ ଲାଗି ନଥାଏ। କିନ୍ତୁ ଏହା ବାଳ ଉପରେ ବହୁତ ଖରାପ ପ୍ରଭଵ ପକାଇ ଥାଏ। ବାଳ ଧୀରେ ଧୀରେ ଶୁଷ୍କ ହେବାରେ ଲାଗିଯାଏ ଓ ଏହା ଝଡ଼ିବାକୁ ଲାଗି ଯାଏ। ତେଣୁ ସର୍ବଦା ମୁଣ୍ଡରେ ତେଲ ର ବ୍ୟବହାର କରିବା ନିହାତି ଆବଶ୍ୟକ।

3. ଚିନ୍ତା ଗ୍ରସ୍ତ ହେବା

ଆଜି କାଲି ପ୍ରାୟ ତ ସବୁ ଲୋକ ବହୁତ କାରଣ ପାଇଁ ସବୁବେଳେ ଚିନ୍ତା ରେ ରହୁଛନ୍ତି। ଯାହାକି ବାଳ ଝଡ଼ିବାର ଏକ ବହୁତ ବଡ଼ କାରଣ ଅଟେ। ଯାହାକି ଆମ ଶରୀରରେ କୀଛି କେମିକାଲ ସୃଷ୍ଟି କରିଥାଏ। ଯାହାକି ଆମ ଶରୀର ଉପରେ ଖରାପ ପ୍ରଭଵ ପକାଇବା ସହିତ ଆମ ମୁଣ୍ଡରେ ବାଳ ଝଡ଼ାଇ ଦେଇଥାଏ। ତେଣୁ ବାଳ ଝଡ଼ିବାର ଏହା ଏକ ବହୁତ ବଡ଼ କାରଣ ଅଟେ।

4. ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା

ବାଳ ଝାଡିବା ବନ୍ଦ କରିବା ପାଇଁ ଆପଣଂକୁ ଅଧିକରୁ ଅଧିକ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଉଚିତ ଯାହା ଫଳରେ ଏହା ଆପଣଙ୍କ ବାଳ କୁ ଶକ୍ତ ଓ ମଜବୁତ କରିଥାଏ ତେଣୁ ଅଧିକରୁ ଅଧିକ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ପାଇଁ ଚେଷ୍ଟା କରନ୍ତୁ। ଏହା ଆପନଙ୍କ ବାଳ କୁ ସୁସ୍ଥ ଓ ମଜବୁତ ରଖିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।