ମାତ୍ର ଦୁଇ ମିନିଟ ରେ Whiteheads ଏବଂ Blackheads ସବୁଦିନ ପାଇଁ ଚାଲିଯିବ ସବୁଦିନ ପାଇଁ ଚାଲିଯିବ

0

ଅନେକ ଯୁବତୀ କିମ୍ବା ମହିଳା ମାନଙ୍କର ମୁହଁ ର ତ୍ୱଚା କୁ ନେଇ ଅନେକ ସମୟରେ ଚିନ୍ତା ରେ ଥାନ୍ତି। କାରଣ ମହିଳାଙ୍କ ମୁହଁରେ ସାଧାରଣତଃ ଧଳା ରଙ୍ଗର ଏବଂ କଳା ରଙ୍ଗର ମୁହଂସା ଯାହାକୁ ଇଂରାଜୀ ରେ ମଧ୍ୟ କୁହନ୍ତି whiteheads ଏବଂ blackheads। ତେବେ ଏଥିପାଇଁ ମୁହଁରେ ଚାରିଆଡେ କିଛି ରଗଡା ରଗଡା ଅନୁଭୂତ ହୋଇଥାଏ।

କେବେ ମଧ୍ୟ ଏହା ବ୍ରଣ ଭଳି ମୁହଁରେ ବଡ଼ ଆକାର ନେଇ ସାମ୍ନା କୁ ଦେଖାଯାଏ। ତେଣୁ ଏଗୁଡିକୁ  ସବୁଦିନ ପାଇଁ ଦୂର କରିବା ଏତେ ସଯହ ନୁହେଁ। ଅନେକ ମହିଳା ମାନେ ଏହାର ଉପଚାର ପାଇଁ ଅନେକ କିଛି ଉପାୟ ଅବଲମ୍ବନ କରିଥାନ୍ତି। ଆଉ କିଛି ଦିନ ପରେ ଭଲ ଯାଇଥିଲେ ମଧ୍ୟ ତାହା ପୁଣି ଥରେ ସାମ୍ନା କୁ ଆସେ।

ତେଣୁ ଆଜି ଏହି ସମସ୍ୟା ର ସମାଧାନ ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ନିହାତି କହିବୁ। ଯଦି ଆପଣଙ୍କୁ ଆପଣଙ୍କ ମୁହଁ ର ସୁନ୍ଦରତା ପାଇଁ ଏହି ଉପାୟ ଜାଣିବାକୁ ଇଚ୍ଛା ଅଛି ତେବେ ଏହାକୁ ସମ୍ପୂର୍ଣ୍ଣ ରୂପେ ନିହାତି ପଢି ନିଅନ୍ତୁ।  whiteheads ସାଧାରଣତଃ ମୁହଁ ଡ୍ରାଇ ଅର୍ଥାତ ଶୁଷ୍କ ରହିଲେ ଏହା ବାହାରିଥାଏ।

ଆଉ ଏହାର କାରଣ ମଧ୍ୟ ମୁହଁରୁ ଠିକ ଭାବେ ଝାଳ ନ ବାହାରିଲେ ଏହା ଦେଖିବାକୁ ମିଳେ। ସେହିପରି blackheads ମଧ୍ୟ ବାହାରିବାର କାରଣ ଏହାର ବିପରୀତ ଅଟେ। ମୁହଁ ରୁ ଅତ୍ୟଧିକ ଝାଳ ବାହାରିଲେ ଏହା ହୁଏ। ତାହା ସହିତ ମୁହଁରେ ଧୂଳି ଏବଂ ଅପରିଷ୍କାର ଭାବେ କିଛି ଲାଗି ରହିଲେ ଏହା ଦେଖା ଯାଇଥାଏ।


ଏହି ଦୁଇଟି କାରଣ ରୁ ମୁହଁରେ ମେକଅପ ନେବା ପରେ ମଧ୍ୟ ରଗଡା ଅନୁଭୂତ ହୁଏ। ଆପଣ ଏଥିପାଇଁ ଅଲଗା ଅଲଗା ଉପାୟ କରିବାକୁ ପଡିବ। ଯେମିତି whiteheads ପାଇଁ ଆପଣଙ୍କୁ ପ୍ରଥମେ ବଜାରରେ ମିଳୁଥିବା ମେଡିମିଡ ନାମକ ଏକ ସାବୁନ ଆଣିବାକୁ ପଡିବ।

ଏହି ସାବୁନ କୁ ଆପଣ ଏକ କଟନ କପଡା ରେ ଯାହା କି ପରିଷ୍କାର ହୋଇଥିବା ଆବଶ୍ୟକ। ଏହି କପଡା ରେ ଏହି ସାବୁନ କୁ ଲଗାଇ ନିଜ ସେହି ମୁହାଁ ରେ ଥିବା ଅଂଚଳରେ ଲଗାଇ ଆଣନ୍ତୁ। ଆଉ କିଛି ସମୟରେ ଲଗାଇବା ପରେ ମୁହଁକୁ ଧୋଇ ଦିଅନ୍ତୁ। ଏହା ଆପଣଙ୍କ ମୁହଁ କୁ ଡ୍ରାଇ ରୁ ରକ୍ଷା କରିପାରିବ।


ସେହିପରି ଯଦି blackheads ହୋଇଥାଏ ଆପଣଙ୍କ ମୁହଁରେ ତେବେ ଆପଣ ଆପଣଙ୍କ ମୁହଁରେ ଦେଟଲ ସାବୁନ ବ୍ୟବହାର କରିବାର ଦରକାର ରହିଛି। ଏହା କରିବା ଦ୍ୱାରା ଆପଣଙ୍କ ଧୂଳି ଏବଂ ଅପରିଷ୍କାର ଧୂଳି କଣା ଏହି ସ୍ଥାନରୁ ବାହାର ହୋଇଯିବ। ଆଉ ଆପଣଙ୍କ ମୁହଁରେ ଯାହା ନାକ ଏବଂ ଓଠ ର ତଳ ଭାଗରେ ଏହା ଦେଖାଦେବ ନାହିଁ।

ତେବେ ଜାଣି ରଖନ୍ତୁ ଏହି ଦୁଇଟି ତ୍ୱଚା ସହିତ ଜଡିତ ସମସ୍ୟା ରୁ ବର୍ତ୍ତିବା ପାଇଁ ଆପଣ ପ୍ରତିଦିନ ବାହାରୁ ଆସିବା ପରେ ଲେମ୍ବୁ ପାଣିରେ ମୁହଁ ଧୋଇନେବା ଦରକାର। ଯାହା ଆପଣଙ୍କ ମୁହାଁ ରୁ ଖଡଦା ଅଂଶ ଦୂର କରିବାରେ ସାହାଯ୍ୟ କରିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।