ବାସି ମୁହଁରେ ହାଲକା ଉଷୁମ ପାଣି ପିଇଲେ କଣ ହେବ ? ନିଶ୍ଚୟ ଜାଣନ୍ତୁ ଏହା ର ଉପକାରୀତା ବିଷୟରେ

0

ଆମେ ଦୈନଦିନ ଜୀବନ ରେ ଅନେକ କାର୍ଯ୍ୟ ରେ ବ୍ୟସ୍ତ ରହିଥାଉ I ଆମକୁ ଦିନ ଭିତରେ ବହୁତ କମ ସମୟ ହିଁ ଫାଙ୍କା ମିଳି ଥାଏ I କାହିଁକି ନା ଏବେ କାର ମଣିଷ ମାନେ ସର୍ବଦା ନିଜର ଆବଶ୍ୟକତା ପାଇଁ ଟଙ୍କା ପଛରେ ପାଗଳ ଅଟନ୍ତି ଯେଉଁଥି ପାଇଁ ସେମାନେ ସର୍ବଦା ଅଧିକ ସମୟ ଏହି ଟଙ୍କା ରୋଜଗାର କରିବାରେ ରେ ଲଗାଇ ଥାନ୍ତି I ଏହାହିଁ ଏକ ବହୁତ ବିବାଦ କାରଣ ଅଟେ ଯେଉଁଠି ପାଇଁ କି ମଣିଷ ନିଜର ଶରୀର ପ୍ରତି ଧ୍ୟାନ ଦେବାକୁ ଭୁଲିଯାଇଥାଏ I

ଯଦି ଆପଣ ଆପଣଙ୍କ ଶରୀର ପ୍ରତି ଧ୍ୟାନ ନ ଦେବେ ତେବେ ବହୁତ ଶୀଘ୍ର ଆପଣ ରରଗ ର ଶିକାର ହୋଇଯିବେ ଯାହା ଫଳରେ ଆପଣଙ୍କ ର ଜୀବନ ସାରା ର ପୁଞ୍ଜି ଗୋଟେ ରୋଗ ପଛରେ ଚାଲିଯିବ I ତେଣୁ ଯଦି ଆପଣ ସୁସସ୍ଥ ରହିବା ପାଇଁ ଚାହୁଁଛନ୍ତି ତାହାଲେ ଆପଣ ନିଶ୍ଚିତ ଭାବରେ ଦିନକୁ କିଛି ସମୟ ନିଜର ଶରୀର ପାଇଁ ଦିଅନ୍ତୁ l

ଏପରି କିଛି କାର୍ଯ୍ୟ ରହିଛିଓ ଯାହାକୁ କି ଆପଣ ଜାଣିବା ନିଶ୍ଚିତ ଆବଶ୍ୟକ l ଅନେକ ଲୋକ ସକାଳୁ ଉଠି ସିଧା ବ୍ରସ କରି ଦେଇଥାନ୍ତି ଯାହାକି କରିବା ଆଦୌ ଉଚିତ ନୁହଁ କାରଣ ଅଆମ ପାଟିରେ ଥିବେଆ ଵାସୀ ଲାଲ ଆମର ଶରୀର ପାଇଁ ବହୁତ ଉପକାଆରୀ ଅଟେ l ଏହି ଵାସୀ ଲାଳ ମଣିଷର ବହୁତ କାମରେ ଆସିଥାଏ l ଏହା ମଣିଷ ଶରୀର ପାଇଁ ପେନ କିଲର ଭାବରେ କାର୍ଯ୍ୟ କରିଥାଏ l ତେଣୁ ଆପଣ ଙ୍କ ରା ଖଣ୍ଡିଆ ହୋଇଥିବା ଜାଗାରେ ରେ ଏହି ବାସୀ ଲାଲ କୁ ଲାଗିବା ଦ୍ୱରା ଆପଣ ଙ୍କୁ ଜଲଦି ଯନ୍ତ୍ରଣା ରୁ ଆରମ୍ ମିଳି ଥାଏ l


କେବଳ ଏତିକି ନୁହଁ ଏହି ଲାଳ କୁ ଲାଗାଇବା ଦ୍ୱାରା ଆମର ଆଖିତଳେ ଥିବା କଲା ଦାଗ ଦୁର ହୋଇଥାଏ ଓ ମୁହରେ ଯଦି ବ୍ରଣ ଵାହରି ଥାଏ ତାହାଲେ ତାହା ମଧ୍ୟ ଭଲ ହୋଇ ଯାଇଥାଏ l ତେଣୁ ସକାଆଲୁ ଉଠବା ପରେ ସିଧା ବ୍ରସ ନ କରି ପ୍ରଥମେ ଏକ ଗ୍ଲାସ ଉଷୁମ ପାଣି ପିଇବା ଆବଶ୍ୟକ l କାହିଁକି ନା ଏପରି କରିବା ଦ୍ୱରା ଆମ ର ମୁହଁରେ ଥିବା ଵାସୀ ଲାଳ ଆମର ପେଟ ଭିତରକୁ ଯାଇଥାଏ ଯାହା କି ଆମର ଶରୀର ପାଇଁ ବହୁତ ଉପକାରୀ ଅଟେ l


ସକାଳୁ ଉଠି ଉଷୁମ ପାଣି ପିଇବା ଦ୍ୱରା ଆମର ଶରୀର ର ମୋଟା ପଣ ଦୁର ହୋଇଥାଏ ଏହା ସହ ଆମର ଶରୀର ରେ ଗ୍ୟାସ ଓ ଏସିଡିଟି ଭଳି ସମସ୍ୟା ଦୂର ହୋଇ ଥାଏ l ଏହା ମଧ୍ୟ ଆମକୁ ଡାଇବେଟିସ ପରି ରୋଗରୁ ରକ୍ଷା କରିଥାଏ l ତେନୁ ଆପଣ ପ୍ରତିଦିନ ସକାଳୁ ଉଠି ନିଶ୍ଚିତରେ ଭାବରେ ଏକ ଗ୍ଲାସ ଉଷୁମ ପାଣି ପିଅନ୍ତୁ l ଦେଖିବେ ଆପଣ ଙ୍କ ର ଶରୀର ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ରହିବ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।