ଆପଣ ଙ୍କ ର ନାମ ଏହି ସବୁ ଅକ୍ଷର ରୁ ଆରମ୍ଭ ହୋଇଛି କି ? ତେବେ ଆସୁଛି ଖୁସିର ଦିନ ହେବ ମହାଦେବ ଙ୍କ ର କୃପା ବର୍ଷା।

0

ପ୍ରତ୍ୟକ ବ୍ୟକ୍ତି ପାଇଁ ରାଶି ଫଳ ର ଗୁରୁତ୍ୱ ରହିଛି କାହିଁକି ନା ରାଶି ଫଳ ଦ୍ୱାରା ହିଁ ବ୍ୟକ୍ତି ମାନଙ୍କ ର ଭବିଷ୍ୟତ ବିଷୟରେ ଜଣା ପଡିଥାଏ। ଏହା ସହ ଏପରି ଅନେକ ଜିନିସ ଅଛି ଯେଉଁଥିରୁ କି ବ୍ୟକ୍ତି ମାନଙ୍କ ର ସ୍ୱଭାବ ବିଷୟରେ ଜଣା ଡିଥାଏ। ବ୍ୟକ୍ତି ଟି ର ନାମ ର ପ୍ରଥମ ଅକ୍ଷର ତାଙ୍କର ଜୀବନ ରେ ଅନେକ ଗୁରୁତ୍ୱ ବହନ କରି ଥାଏ। ତେବେ ଆମେ ଆଜି ଆପଣ ଙ୍କୁ ଏଆରୀ କିଛି କଥା କହିବା ପାଇଁ ଯାଉଛୁ ଯାହା ଶୁଣିବା ପରେ ଆପଣ ମଧ୍ୟ ବହୁତ ଖୁସି ହେଇଯିବେ।

ଏମିତି କିଛି ନାଁ ରହିଛି ଯେଉଁମାନଙ୍କ ଉପରେ ଆଗକୁ ପ୍ରଭୁ ଶିବ ଶଙ୍କର ଙ୍କ ର କୃପା ବର୍ଷିବାକୁ ଯାଉଛି। ତେବେ ଆସନ୍ତୁ ଜାଣିନା ଯେ କେଉଁ ସବୁ ନାମ ର ବ୍ୟକ୍ତି ମାନଙ୍କ ଉପରେ ବର୍ଷିବାକୁ ଯାଉଛି ପ୍ରଭୁ ଶିବଙ୍କର କୃପା।

A ନାମ ଥିବା ବ୍ୟକ୍ତି

a ନାମ ଥିବା ବ୍ୟକ୍ତି ମାନଙ୍କ ଉପରେ ଆଗକୁ ମହାଦେବ ଙ୍କ ର ଆଶୀର୍ବାଦ ବର୍ଷିବାକୁ ଯାଉଛି। ଯାହା ଓହଳରେ ଏମାନଙ୍କ ଜୀବନରେ ବଡ ପରିବର୍ତନ ଦେଖା ଦେବ। ଏମାନଙ୍କୁ ସବୁ କାର୍ଯ୍ୟ ରେ ସଫଳତା ପ୍ରାପ୍ତି ହେବ। ଏମାନଙ୍କ ର ଆଗକୁ କୌଣସି ପ୍ରକାର ର ଅସୁବିଧା ରହିବ ନାହିଁ। ଏମାନଙ୍କୁ ସବୁ ବିପଦରୁ ରକ୍ଷା ମିଳିବ।

S ନାମ ଥିବା ବ୍ୟକ୍ତି

ଏମାନଙ୍କ ଉପରେ ମଧ୍ୟ ଶିବ ଶଙ୍କର ଙ୍କ ର କୃପା ଦୃଷ୍ଟି ପଡ଼ିବାକୁ ଯାଉଛି। ଯାହା ଫଳରେ ଏମାନଙ୍କ ର କୌଣସି ପ୍ରକାର ର ଅସୁବିଧା ଆଗକୁ ରହିବ ନାହିଁ। ତା ସହ ଏମାନେ ସର୍ବଦା ନିଜକୁ ଶ୍ରେଷ୍ଠ ବୋଲି ପ୍ରମାଣ କରି ପାରିବେ। ଶିବଙ୍କ ଆଶୀର୍ବାଦ ରୁ ଏମାନଙ୍କୁ କୌଣସି ପ୍ରକାର ର ବିପଦ ର ସମ୍ନା କରିବା କୁ ପଡିବ ନାହିଁ।

R ନାମ ଥିବା ବ୍ୟକ୍ତି

ଏହି ନାଁମ ଥିବା ବ୍ୟକ୍ତି ମାନଙ୍କ ର ଆଗାମୀ ଭବିଷ୍ୟତ ଉଜ୍ଜ୍ୱଳ ହେବାକୁ ଯାଉଛି।।ଏମାନଙ୍କୁ କୌଣସି ପ୍ରକାର ର ଅସୁବିଧା ର ସମ୍ମୁଖୀନ ହେବାକୁ ପଡିବ ନାହିଁ। ତା ସହ ଏମାନଙ୍କୁ ବିଭିନ୍ନ ଦିଗରୁ ଶୁଭ ଖବର ମିଳିବାକୁ ଯାଉଛି। ଏମାନଙ୍କୁ ବିଭିନ୍ନ ଦିଗରୁ ଧନ ଆଗମନ ହେବାର ସୂଚନା ମିଳୁଛି। ତେଣୁ ଏହି ସମୟ ର ଫାଇଦା ଉଠାଇବା ନିହାତି ଆବଶ୍ୟକ।

V ନାମ ଥିବା ବ୍ୟକ୍ତି

ଯେଉଁ ବ୍ୟକ୍ତି ମାନଙ୍କ ର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଛି ସେମନଙ୍କ ପାଇଁ ଏବେ ଖୁସିର ସମୟ ଆସିଯାଇଛି। ଯାହା ଫଳରେ ଏମାନଙ୍କ ଜୀବନ ରେ ଆଉ କୌଣସି ଅସୁବିଧା ରହିବ ନାହିଁ। ଏମାନଙ୍କ ସହ ସର୍ବଦା ଶିବଙ୍କ ର କୃପା ଦୃଷ୍ଟି ବର୍ଷିବାକୁ ଯାଉଛି ଯୋଉଥି ପାଇଁ କି ଏମାନେ ଅସମ୍ଭବ କାର୍ଯ୍ୟ କୁ ସମ୍ଭବ କରିବାର କ୍ଷମତା ପାଇବା ର ଯୋଗ ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।