ବାହା ବେଦୀ ରୁ ବ୍ୟାଙ୍କ୍ ମ୍ୟାନେଜର ଙ୍କୁ ଗିରଫ କଲା ପୋଲିସ। ଏହି ଗିରଫ ପଛରେ ଥିଲା ଏହି ଆଶ୍ଚର୍ଯ୍ୟଜନକ କାରଣ। ଆପଣ ଜାଣିଲେ ଅବାକ୍ ହୋଇ ପଡିବେ।

0

ବିବାହ ସମୟରେ ଦେଖିବାକୁ ମିଳିଛି ଏକ ଆଶଚର୍ଯ୍ୟଜନକ ଘଟଣା। ପୋଲିସ ଆସି ବିବାହ କରୁଥିବା ବର କୁ କରିଛି ଆରେଷ୍ଟ୍। ଏହି ଖବର ଟି ଏବେ ସୋସିଆଲ ମିଡିଆରେ ବହୁତ୍ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ଅନେକ ଲୋକ ଆଶଚର୍ଯ୍ୟଚକିତ ହୋଇ ପଡିଛନ୍ତି। ମାତ୍ର ପ୍ରକୃତ ଖବର ଏହା ପଛରେ ଲୁଛି ରହିଛି।

ଏହି ବର ଜନକ ହେଲେ ବ୍ୟାଙ୍କ୍ ମେନେଜର। ସେ ହେଉଛନ୍ତି କଟକ ରେ ଥିବା ମଣିପୁରମ୍ ଗଲଡ୍ ଲୋନ ବ୍ୟାଙ୍କ୍ ରେ ଏବେ ମେନେଜର୍ ପଦବୀ ରେ ଅଛନ୍ତି। ତେବେ ଆଜି ସେ ବିବାହ କରିବା ପାଇଁ ବିବାହ ବେଦୀ ରେ ବସିଥିବା ସମୟରେ ପୋଲିସ ଆସି ତାଙ୍କୁ ଅରେଷ୍ଟ୍ କରି ନେଇଛି।


ଏହି ବ୍ୟାଙ୍କ୍ ମେନେଜର ଜନକ ହେଲେ ପିତାମ୍ବର ସାହୁ। ସେ ମଣିପୁରମ୍ ଗଲଡ୍ ଲୋନ ରେ ମେନେଜର ପଦବୀରେ ଥିବା ସମୟରେ କାଳେ ଆଇଏଫ୍ଏଲ୍ ସୁନା ଲୁଟ ମାମଲା ରେ ସମ୍ପୃତ୍କ୍ତ ଥିଲେ। ଏହି କେସ୍ ରେ ତାଙ୍କର ସମ୍ପୃତି ନେଇ କମିଶନରେଟ୍ ପୋଲିସ ଖବର ପାଇବା ପରେ ତାଙ୍କୁ ଆଜି ବିବାହ ବେଦୀ ରୁ ଆରେଷ୍ଟ କରିଛନ୍ତି। ତେବେ ସାହୁ ମେନେଜର ଥିବା ସମୟରେ ଏହି ସୁନା ଲୁଟ୍ ମାମଲା ରେ ସାମିଲ ଥିଲେ ବୋଲି ପୋଲିସ ଖବର ପାଇବା ପରେ ଏହା ଘଟିଛି।


ପୋଲିସ ଯେତେେଳେ ଏହି ଲୁଟ୍ ମାମଲା ର ଖବର ପାଇଲେ ସେମାନେ ସଙ୍ଗେ ସଙ୍ଗେ ଏହି ମଣିପୁରମ୍ ଗଲଡ୍ ଲୋନ ବ୍ୟାଙ୍କ୍ କୁ ଚଢ଼ାଉ କରିଥିଲେ ଆଉ ସେହି ସ୍ଥାନରୁ ପ୍ରାୟ ୧୦ କେଜି ସୁନା ଜବତ କରିଥିଲେ। ତାପରେ ଅଧିକ ତଦନ୍ତ ପରେ ଏହି ମାମଲା ରେ ମଣିପୁରମ୍ ଗଲଡ୍ ଲୋନ ର ବ୍ୟାଙ୍କ୍ ମ୍ୟାନେଜର ସଂପୃତି ନେଇ ଏକ ଲିଙ୍କ୍ ପାଇଥିଲା।

ଆଉ ଏହି ସମୟରେ ବିବାହ ବେଦୀ ରେ ବସିଥିଲେ ଏହି ମ୍ୟାନେଜର ସାହୁ ବାବୁ। ତାଙ୍କୁ ସିଧାସଳଖ ଭାବେ ପୋଲିସ ଅାରେଷ୍ଟ୍ କରିବାର ୱାରେଣ୍ଟ ନେଇ ପହଞ୍ଚିଥିଲା ତାଙ୍କର ବିବାହ ମଣ୍ଡପରେ।


ତେବେ ଏହି ଲୁଟ୍ ମାମଲା ରେ ସାମିଲ ଥିବା ଅନ୍ୟ ଆଠ ଜଣକୁ ପୋଲିସ ଏବେ ପର୍ଯ୍ୟନ୍ତ ଅରେଷ୍ଟ କରି ସାରିଲେଣି। ଏହି ଅଭିଯୁକ୍ତ ମାନଙ୍କୁ ନେଇ ପୋଲିସ ଅଧିକ ପଚରା ଉଚରା କରୁଚି। ତେବେ ଏହି ମାଷ୍ଟର ମାଇଣ୍ଡ ପଛରେ ହ ହାତ ଥିବା ମୁଖ୍ୟ ଅଭଯୁକ୍ତ ପାଖରେ ପହଞ୍ଚିବା ପାଇଁ ପୋଲିସ ଅଧିକ ସକ୍ରିୟ ହୋଇ ପଡ଼ିଛି ।

IIFL ରେ ଅନେକ ସୁନା ଲୁଟ୍ ହୋଇଥିଲା ବୋଲି ଖବର ମିଳିଛି। ତାହା ସହିତ ସାହୁ ଙ୍କ ଆକାଉଣ୍ଟ୍ ରେ ପୋଲିସ ଛାପା କରିବା ସମୟରେ ଏହି ୧୦ କେଜି ସୁନା ମିଳିଥିଲା। ଏହା ପରେ ତାଙ୍କର ସମସ୍ତ ଗୁପ୍ତ ଆକାଉଣ୍ଟ୍ ଏବଂ ସମ୍ପତ୍ତି କୁ ନେଇ ଏହାର ସବୁ ତଥ୍ୟ ଯାଞ୍ଚ୍ କରୁଛି। ତେବେ ଏହି ମାମଲା କୁ ନେଇ ଅନ୍ୟ କୌଣସି ଗ୍ୟାଙ୍ଗ ର ହାତ ଥାଇପାରେ ବୋଲି ପୋଲିସ ତଦନ୍ତ ଆରମ୍ଭ କରିଦେଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।