୫ବର୍ଷର ଝିଅ ପ୍ରତିଦିନ ଘରୁ ହୋଇଯାଉଥିଲା ଗାୟବ ଝିଅର ପଛରେ ଯାଇ ବାପା ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ

0

ଛୋଟ ପିଲାଙ୍କ ଦେହରେ ଭଗବାନ ଥାନ୍ତି ବୋଲି ଆମେ ବିଶ୍ୱାସ କରୁ। ତାଙ୍କ ହସରେ ଭଗବାନ ନିଜେ ଅବସ୍ଥାନ କରିଥାନ୍ତି। ତେଣୁ ପିଲା ମାନଙ୍କୁ ସବୁବେଳେ ଭଲ ପାଇବା ଏବଂ ସ୍ନେହ ଦେବା ଉଚିତ୍। ପିଲାଙ୍କ ପ୍ରତି କାର୍ଯ୍ୟ ଭଗବାନଙ୍କ ଦ୍ଵାରା ପରିଚାଳିତ ହୋଇଥାଏ। ଆଜି ଏମିତି ସେହିପରି ଏକ ପିଲା ବିଷୟରେ ଆମେ ଆପଣଙ୍କୁ ଜଣାଇବୁ। ଏହି ପିଲାର ବୟସ ହେଉଛି ମାତ୍ର ୫ ବର୍ଷ। ଏହି ବୟସରେ ଜଣେ ଛୋଟ ପିଲା ଏପରି କାର୍ଯ୍ୟ କରିବା ନିହାତି ବଡ ଆଶଚର୍ଯ୍ୟଜନକ କଥା। କାରଣ ଏହି ଛୋଟ ବୟସରେ ପିଲାଟି ପ୍ରତିଦିନ ସଂଧ୍ୟା ରେ ହୋଇ ଯାଉଥିଲା ଗାଏବ। ତେବେ ଏହା ପଛର କଣ ଥିଲା ସତ୍ୟ ଆସନ୍ତୁ ଜାଣିବା।


ଛୋଟ ପିଲାଟି ର ବୟସ ହେଉଛି ୫ ବର୍ଷ। ଆଉ ଏହି ବୟସରେ ପିଲାଟି ଘରେ ଖେଳିବା ବୁଲିବା ସମୟ। ମାତ୍ର ସେ ପ୍ରତିଦିନ ସନ୍ଧ୍ୟା ରେ ହୋଇଯାଉଥିଲା ଗାଏବ। ତାର ନାମ ଶୁଣିବାକୁ ମିଳିଛି ଏମା। ସେ ପ୍ରତିଦିନ ସଂଧ୍ୟା ସମୟ ୬.୩୦ ରେ କୁଆଡେ ଚାଲିଯାଉଥିଲା ତାହା କାହାରିକୁ ଜଣା ନଥିଲା। ତାଙ୍କ ମାତା ପିତା ଅନେକ ଖୋଜା ଖୋଜି କରନ୍ତି ମାତ୍ର କୌଣସି ସୁଚନା ମିଳେ ନାହିଁ। କିଛି ସମୟ ପରେ। ସେହି ଝିଅ ପୁନି ଆସି ଘରେ ପହଞ୍ଚି ଯାଏ।

କିନ୍ତୁ ଦିନେ ଏମା ର ଏହାର ସତ୍ୟତା ଜାଣିବା ପାଇଁ ଇଚ୍ଛା ପ୍ରକାଶ କଲେ। ସେ ଭାବିଲେ ଏହା ପଛରେ କୌଣସି ତାନ୍ତ୍ରିକ କିମ୍ୱା ଅନ୍ୟ କାହାର ପ୍ରଭାବ ରହିଛି। ତେଣୁ ଠିକ୍ ସମୟ ଅର୍ଥାତ୍ ସଂଧ୍ୟା ହେବା ପରେ ଏମା ର ବାପା ଟମ୍ ତାକୁ ପିଛା କରିବାକୁ ଲାଗିଲେ। ଆଉ ଏମା ଯିବା ପରେ ତାର ରୁମ୍ ରୁ ଥିବା ତକିଆ ତଳେ ଏକ ଚିଠି ମଧ୍ୟ ମିଳିଲା। ସେହି ଚିଠି ରେ ଲେଖା ଥିଲା ସମୟ ମୁତାବକ ଆସି ପଛରେ ଥିବା ଘରେ ଦେଖା କରିବୁ ବୋଲି ଏକ ନାଲି ଅକ୍ଷର ରଙ୍ଗ ରେ ଥିଲା। ଏହା ପରେ ଟମ୍ ନିଜେ ଏମା ର ପଛରେ ଚାଲିବାକୁ ଲାଗିଲେ।


ଏମା ଠିକ୍ ସେହି ଚିଠି ରେ ଲେଖା ଥିବା ଠିକଣା ରେ ଯାଇ ପହଞ୍ଚିଲା। ପହଞ୍ଚିବା କ୍ଷଣି ଏମା ସେହି ଘର ଭିତରେ ହଜିଗଲା। ଏମା ର ବାପା ଆଶଚର୍ଯ୍ୟଚକିତ ହୋଇ ପ୍ରତି ରୁମ୍ ଦେଖିବା ସମୟରେ କିଛି କୁକୁର ଦେଖିଲେ। ଆଉ ସେହି ଘରେ। ଜଣେ ବୟସ୍କ ମହିଳା ଥିଲେ। ଏହି ଘର ଥିଲା ଟମ୍ ଙ୍କ ବାପା ଙ୍କ ର। ଆଉ କେହି ସେହି ଘରେ ରୁହନ୍ତି ନାହିଁ।

ତେବେ ପ୍ରକୃତ କଥା ଥିଲା ସେହି ବୟସ୍କ ମହିଳା ଜଣକ ବୁଦ୍ଧଶ୍ରମା ରୁ ପଳେଇ ଆସିଥିଲେ। ସେହି ଘରେ ରହୁଛନ୍ତି କିଛି କୁକୁର ମାନଙ୍କ ସହିତ। ତେଣୁ ଏମା ପ୍ରତିଦିନ ସନ୍ଧ୍ୟା ରେ ନିଜ ଭାଗର ଖାଦ୍ୟ ଆଣି ଏହି ମହିଳାଙ୍କୁ ଦେଉଥିଲା।। ଏହା ଦେଖି ଏମାର r ବାପା କାନ୍ଦି ପକାଇଥିଲେ। ଏମାକୁ ନିଜ କୋଳରେ ଧରି ଗେହ୍ଲ କରିପକାଇଲେ। ଆଉ ସେହି ମହିଳାଙ୍କ ସହିତ କୁକୁର ମାନଙ୍କୁ ମଧ୍ୟ ଖାଦ୍ୟ ଆଣି ପ୍ରଦାନ କଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।