ଆସିଲା କୋରନା ଟୀକା ଚାର୍ଟର ବିମାନ ଯୋଗେ କରୋନା ଟିକାର ବିତରଣ ଆରମ୍ଭ କେଉଁଠି କରାଗଲା ଜାଣନ୍ତୁ

0

୨୦୨୦ ବର୍ଷ ଟି ବୋଧହୁଏ ଆମ ସମସ୍ତଙ୍କ ପାଇଁ ଏକ ଅଭିଶପ୍ତ ବର୍ଷ ଅଟେ ଯେଉଁ ଥିରେ ସାରା ବିଶ୍ୱ ନିଜକୁ ନିଜ ର ପାରିସୀମା ମଧ୍ୟରେ ବନ୍ଦ ରଖିବାକୁ ବାଧ୍ୟ ହୋଇଛି । ବର୍ତ୍ତମାନ ସମଗ୍ର ଦେଶ ଏହି ମାରାତ୍ମକ କରନା ଭୁତାଣୁ ଠାରୁ ନିଜକୁ ମୁକୁଳେଇବାକୁ ଚେଷ୍ଟା ପରେ ଚେଷ୍ଟା କରିଚାଲିଛି ।ମାତ୍ର ଏହାର ପ୍ରକୃତ ନିରାକରଣ କଣ ଏପର୍ଯ୍ୟନ୍ତ କେହି ଜାଣିବାର ସକ୍ଷ୍ୟମ ହୋଇନଥିଲେ ମଧ୍ୟ ଏହା ବହୁତ ଶୀଘ୍ର ସମ୍ଭବ ହେବ ବୋଲି ଆଶା କରାଯାଉଛି ।


ତେବେ ଏହି ଭୁତାଣୁ ର ବିନାଶ କରିବା ପାଇଁ ଦେଶର ପ୍ରାୟ ସମସ୍ତ ଦେଶ ନିଜ ନିଜର ଚେଷ୍ଟା ଦ୍ୱାରା ଏହାର ଭ୍ୟାକସିନ ବାହାର କରିବାକୁ ଚେଷ୍ଟା ଜାରି ରଖିଛନ୍ତି । ଭାରତ ମଧ୍ୟ ଏହି
ଭ୍ୟାକସିନ ପ୍ରସ୍ତୁତ କରିବା ପାଇଁ ବହୁତ ଅର୍ଥ ଖର୍ଚ୍ଚ କରିବା ସହ ବାରମ୍ବାର ନିଜର ଚେଷ୍ଟା କରିବାରେ ଲାଗିଛି ।ତେବେ ବର୍ତ୍ତମାନ ସୁଦ୍ଧା ଏହି ରୋଗ ରେ ପ୍ରାୟ ଆମ ଦେଶ ର ୪୦ ପ୍ରତିଶତ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ସେଥି ମଧ୍ୟରୁ ୧୫ ପ୍ରତିଶତ ଲୋକେ ମୃତ୍ୟୁ ବରଣ କରିସାରିଲେଣି ।

ତେବେ ବର୍ତ୍ତମାନ ଆମେରିକା ଏନେଇ ଏକ ଆଶାସ୍ତିକର ସୂଚନା ପ୍ରକାଶ କରିଛନ୍ତି ।ସୂଚନାଯୋଗ୍ୟ ଯେ ଆମେରିକା ବିମାନ ବନ୍ଦର ସାହାଯ୍ୟ ରେ ଫାଇଜର କରନା ଟୀକା କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନ କୁ ସ୍ଥାନାନ୍ତର କରି ଏହାର ଉପଯୋଗ କରିବା କୁ ଯାଉଛି ବୋଲି ସୂଚନା ଦେଇଛନ୍ତି ।ତେବେ କିଛି ଦିନ ପୂର୍ବରୁ ଫାଇଜର କହିଥିଲେ କି ପ୍ରସ୍ତୁତ ଏହି କରନା ଟୀକା ୯୫% କାର୍ଯ୍ୟକାରୀ ଅଟେ ।ତେଣୁ ଏହାକୁ ଆମେରିକା ୟୁନାଇଟେଡ୍ ଏୟାରଲାଇନ୍ସ ବିମାନ ଦ୍ୱାରା ଫାଇଜର କରୋନା ଟିକା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପଠାଯାଉଛି ।ତେବେ ବହୁତ ଶୀଘ୍ର ଏହା ଲୋକମାନ ଙ୍କୁ ଦିଆଯିବ ବୋଲି ସୂଚନା ମଧ୍ୟ ରହିଛି ।

 

ତେବେ ଫାଇଜର କମ୍ପାନୀ ର ସୂଚନା ଅନୁସାରେ ଏହି ଟୀକା କୁ ପ୍ରଥମେ ଆମେରିକା ର ଟୀକାକରଣ କେନ୍ଦ୍ର ରେ ରଖାଯିବ ପରେ ସରକାର ଙ୍କର ଅନୁମତି ଅନୁସାରେ ଏହାକୁ ଟୀକା ବଣ୍ଟନ କେନ୍ଦ୍ର କୁ ପଠାଯିବ ।ତେବେ ଏହାକୁ ଟୀକାକରଣ କେନ୍ଦ୍ର ରୁ ବଣ୍ଟନ କେନ୍ଦ୍ର ପହଂଚିବା କୁ ୩ ତିନି ଲାଗିବ ବୋଲି କହିଛନ୍ତି ।ତେଣୁ ପ୍ରାୟ ଡିସେମ୍ବର ଶେଷ ବେଳକୁ ଲୋକମାନ ଙ୍କୁ ଟୀକା ଦିଆଯିବ ବୋଲି କହିଛନ୍ତି ଆମେରିକା ସରକାର ।ତେବେ ଏହି ଟୀକା ଟୀକୁ ୭୦ % ରୁ କମ ତାପମାତ୍ରା ରେ ପ୍ରସ୍ତୁତ ହୋଇଥିବାରୁ ଏହାକୁ ବହୁତ ବରଫ ମଧ୍ୟରେ ଭର୍ତ୍ତି କରି ଅଣାଯିବ ବୋଲି କହିଛନ୍ତି। ଏବଂ ଏହାକୁ ବିମାନ ବନ୍ଦର ରେ ଆଣିବାକୁ ପ୍ରାୟ ବରଫ ର ଏକ ବାକ୍ସ ପ୍ରସ୍ତୁତ ହୋଇଛି ଯାହା ମଧ୍ୟରେ ଏହାକୁ ଅଣାଯିବ।

ତେବେ ଫାଇଜର କମ୍ପାନୀ କହିଛି ଯେ, ପୂର୍ବ ଆମେରିକା ଓ ୟୁରୋପ ଠାରେ କମ୍ପାନୀ ହଜାର ହଜାର ଡୋଚ ପରୀକ୍ଷା କରାଯାଇଛି ।ତାପରେ ଏହାକୁ ବଣ୍ଟନ ପାଇଁ ବ୍ୟବହାର କରାଯିବ ।ତେବେ ଫାଇଜର କମ୍ପାନୀ କହିବା ଅନୁଯାୟୀ ଗୋଟିଏ ଦିନରେ ୨୦ ଟି ବିମାନ ଟୀକା ନେଇ ଆମେରିକା ପହଞ୍ଚିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।