ସୋସିଆଲ ମିଡିଆରେ ରେ ହେଉଛି ଭାଇରାଲ୍ ହେଲା – ସହିଦ୍ ହେବା ପୂର୍ବରୁ ଯବାନ ଙ୍କ ନିଜ ସାଙ୍ଗକୁ ଶେଷେ ମେସେଜ

0

ମଣିଷ ଜୀବନ କେବେ ଏବଂ କେତେବଳେ ଚାଲିଯିବ ତାହା କାହାରିକୁ ଜଣା ନଥାଏ। ମାତ୍ର ଏହି ଜୀବନ ଥିବା ଯାଏଁ କାହାର ଯଦି କିଛି ଉପକାର କରି ଦିଅନ୍ତି ତେବେ ଏହି ବ୍ୟକ୍ତି ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିଯାଆନ୍ତି। ସେମିତି ହେଉଛି ବୀର ଯବାନ ମାନଙ୍କ ଜୀବନ। ସେମାନେ ପ୍ରତି ମୁହୂର୍ତ୍ତ ରେ ନିଜ ଜୀବନ ସହିତ ଲଢେଇ କରି ଚାଲନ୍ତି। ତାଙ୍କର ଜୀବନ ର ସମୟ ସୀମା ନଥାଏ। ନିଜ ପରିବାର ଠାରୁ ଦୂରେଇ ରହି ଦେଶ ପାଇଁ ଦେଇ ଦିଅନ୍ତି। ତାଙ୍କର ଜୀବନ କେବଳ ଦେଶ ପାଇଁ ବଳିଦାନ ହୋଇଥାଏ।

ଯବାନ ହେଉଛନ୍ତି ଆମ ଦେଶ ର ପ୍ରାଣ ବିନ୍ଦୁ। ତାଙ୍କ ପାଇଁଁ ଆମେ ଘରେ ଶାନ୍ତି ରେ ରାତିରେ। ଆଖି ବୁଜି ସୋଇପାରୁ। ତ ତେଣୁ ତାଙ୍କୁ ଆମେ ସମ୍ମାନ। ଦେବା ଅତ୍ୟନ୍ତ ଉଲ୍ଲସିତ ଅଟେ। ଏହି ଯବାନ ଙ୍କ କଥା କହିବାର କାରଣ ହେଲା ଏହି ଭଳି ଏକ ଲୁହ ଭରା କାହାଣୀ ପାଇଁ। ଜଣେ ଯବାନ ତାଙ୍କ ବନ୍ଧୁଙ୍କୁ ଯାହା କହିଲେ ତାହା ଶୁଣିଲେ ଆପଣଙ୍କ ଆଖିରୁ ଲୁହ ଝରି ଆସିବ। ସେ ଯଦିଓ ଆଜି ନାହାନ୍ତି ମାତ୍ର ତାଙ୍କର ଏହି ସାଙ୍ଗକୁ କରିଥିବା ଏକ ଫୋନ୍ ରେ ମେସେଜ ତାଙ୍କ ର ସବୁ ସ୍ମୃତି କୁ ଫେରାଇ ଆଣିଛି।

ପ୍ରକୃତ କଥା ହେଲେ ଏହି ଯବାନ ହେଲେ କାଶ୍ମୀର ସୀମାରେ ନିୟୋଜିତ ଥିବା ଏକ ସିମା ସୁରକ୍ଷା ବାହିନୀ ର ଵୀର ଯବାନ। ତାଙ୍କର ସାହସ ଏବଂ ଧୋର୍ଯ୍ୟ ତାଙ୍କୁ ଚିର ସ୍ମରଣୀୟ କରି ଦେଇଛି। ତାଙ୍କର ନାମ ହେଉଛି ୟସ୍ ଯାଦବ। ସେ ହେଉଛନ୍ତି ମୁମ୍ବାଇ ର ବାସିନ୍ଦା। ତାଙ୍କର ପରିବାରରେ ଦୁଇ ଭଉଣୀ ଏବଂ ଭାଇ ଜଣେ ଅଛନ୍ତି। ତାଙ୍କ ପରିବାର। ସୁଖ ରେ ଚାଲିଥିବା ସମୟରେ ତାଙ୍କର ମୃତ୍ୟୁ ଖବର ଆସି ପହଞ୍ଚିଥିଲା ତାଙ୍କ ଘରେ। ସେଦିନ ତାଙ୍କର ବନ୍ଧୁ ଫୋନ୍ ରେ ଏକ ମେସେଜ କରିଥିଲେ। ଏହି ମେସେଜ ଚାଟ୍ ରେ ଲେଖିଥିଲେ ” ୟୁସ୍ ତୁମେ କେମିତି ଅଛ ?” ଏହାର ଉତ୍ତର ଦେଇ ୟାସ୍ କହିଥିଲେ ମୁଁ ଭଲ ଅଛି ମାତ୍ର ଯବାନ ମାନଙ୍କ ଜୀବନ ଆଜି ଅଛି କାଲି ନଥିବ।

ଠିକ୍ ଏହି ଘଟଣା ହିଁ ଘଟିଲା। କାରଣ ହେଲା ତା ପରଦିନ ସକାଳେ କାଶ୍ମୀର ରେ ଆତଙ୍କବାଦୀ ଆକ୍ରମଣ କଲେ ଆଉ ଏହି ସମୟରେ ଯସ୍ ମଧ୍ୟ ତାଙ୍କ ସହିତ ଲଢେଇ କରି ଥିଲେ। ଆଉ ସାହସ ର ସହିତ ଲଢେଇ କରିବା ସମୟରେ ଶେଷ ରେ ପ୍ରାଣ ହରାଇଥିଲେ। ସହିତ ହେବା ପରେ ୟସ ଙ୍କ ଏହି ମେସେଜ ଯାହା ତାଙ୍କ ବନ୍ଧୁଙ୍କୁ ସେଣ୍ଡ କରିଥିଲେ ତାହା ଏବେ ସୋସିଆଲ ମିଡ଼ିଆ ରେ ଭାଇ ରାଲ ହେବାରେ ଲାଗିଛି। ଏହା କୁ ଦେଖି ଆପଣଙ୍କ ଆଖିରେ ମଧ୍ୟ ଲୁହ ଝରି ଆସିବ। କାରଣ ତାଙ୍କର ସହିତ୍ ହେବାର ଖବର ସାରା ଦେଶକୁ ମର୍ମାହତ କରିଦେଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।