ପୃଥିବୀ ଆଡକୁ ମାଡ଼ିଆସୁଛି ଏକ ଭୟଙ୍କର ଉଲକା ପିଣ୍ଡ ପୃଥିବୀ ସହ ଧକ୍କା ହେବ ଜାଣନ୍ତୁ କେବେ ଓ କେତେବେଳେ

0

ପୃଥିବୀ ଆଡ଼କୁ ପୁଣି ଥରେ ବିପଦ ଆସୁଥିବାର ଆଶଙ୍କା କରାଯାଉଛି। ଏହା ସହିତ ଏହି ବିପଦ ପାଇଁ ପୃଥିବୀ ଧ୍ଵଂସ ହୋଇପାରେ। ଏପରି ଏକ ବଡ଼ ବିପଦ ର ସୂଚନା ଦେଇଛନ୍ତି NASA ର ପ୍ରସିଦ୍ଧ ବୈଜ୍ଞାନିକ ମାନେ। ଏହି ଖବର ଅନୁସାରେ ପୃଥିବୀ ସହିତ ବାଡେଇ ହୋଇପାରେ ଏକ ବଡ଼ ଧରଣର ଉଲକା ପିଣ୍ଡ। ଏହି ଖବର ବିଶେଷ ଭାବରେ ଆସିଛି ଆମେରିକାର ଥିବା ନାସା ପକ୍ଷରୁ। ଏହି ସୁଚନା ଅନୁସାରେ ଆଗାମୀ ମାସ ୨୯ ତାରିଖ ଦେଇ ପୃଥିବୀ ପାଖ ଦେଇ ଗତି କରିବାର ଅଛି ଏହି ଆଷ୍ଟ୍ରିଏଡ। ତେଣୁ ଏହା ଯଦି ପୃଥିବୀ ସହିତ ଘର୍ଷଣ କରି ଯାଏ ତେବେ ଏହା ନିହାତି ଭାବରେ ବଡ଼ ଧରଣର ପ୍ରଭାବ ପକାଇ ପାରେ।


ପୃଥିବୀ ଆଡ଼କୁ ଆସିବ ଏହି ଉଲକା ପିଣ୍ଡ ଯାହାର ଓଜନ ପ୍ରାୟ ବହୁତ୍ ଅଧିକ ରହିଛି । ତେଣୁ ଏହି ଉଲକା ପିଣ୍ଡ ର ଆକାର କୁହାଯାଉଛି କି ଦୁବାଇ ରେ ଥିବା ବ୍ରୁଜ୍ ଖଳିବା ଟାୱାର ପରି। ତେଣୁ ଏହି ଅନୁସାରେ ଏହି ଉଲକା ପିଣ୍ଡ ଯଦି ପୃଥିବୀ ସହିତ ବାଡେଇ ଯାଏ ତେବେ ଏହା ଏହି ଅଞ୍ଚଳ ରେ ଅନେକ କିଛି କ୍ଷତି କରିବାର ଦେଖାଯିବ। ତେଣୁ ନଭେମ୍ବର ମାସ ର ୨୯ ତାରିଖ ହେଉଛି ଏକ ଗୁରୁତତ୍ୱପୂର୍ଣ ଦିନ ଆମ ପୃଥିବୀ ବାସୀ ମାନଙ୍କ ପାଇଁ। ତେଣୁ ସମସ୍ତେ ଏବେ ଠାରୁ ଭଗବାନଙ୍କ ସ୍ମରଣ କରିବା ନିହାତି ଦରକାର।


ଏମିତି ଅନେକ ଉଲକା ପିଣ୍ଡ ମହାକାଶ ରେ ପ୍ରତିଦିନ ଯାତାୟାତ କରୁଛନ୍ତି। କେତେକ ପୃଥିବୀ ଦେଇ ଗତି କରୁଥିଲା ବେଳେ ଅନ୍ୟ କେତେକ ଏହା ଠାରୁ ଦୂର ଦେଇ ଗତି କରନ୍ତି। ମାତ୍ର ଏହି ଉଲକା ପିଣ୍ଡ ଯଥେଷ୍ଟ ପରିମାଣ ରେ ବଡ଼ ହେଇଥିବାରୁ ଏହା ପୃଥିବୀ ପାଇଁଁ ବିପଦ ସୃଷ୍ଟି କରି ପାରେ। ତେଣୁ ଏହାକୁ ନେଇ ଏବେ ନାସା ବୈଜ୍ଞାନିକ ମାନେ ଅଧିକ ଗବେଷଣା ଜାରି ରଖିଛନ୍ତି। ଏହାର ପ୍ରତିଦିନ r ଗତି ବିଧି ଉପରେ ପ୍ରତି ମୁହୂର୍ତ୍ତରେ ସୁଚନା ମିଳୁଛି। ତେଣୁ ଏହାର ଗତି ଯଦି ଠିକ୍ ସେହି ଦିଗରେ ଗତି କରି ଚାଲେ ତେବେ ଏହା ପୃଥିବୀ ଉପରେ ନିଶ୍ଚିତ ବାଡେଇ ହୋଇଯିବାର ସମ୍ଭାବନା ରହିବ। ତେଣୁ ଏହାକ ନେଇ ମହାକାଶ ଗବେଷଣା କାରୀ ସଂସ୍ଥା ମାନେ ଅଧିକ ସକ୍ରିୟ ହୋଇ ପଡିଛନ୍ତି।


ଅନେକ ବର୍ଷ ପୂର୍ବେ ପୃଥିବୀ ପୃଷ୍ଠ ରେ ଠିକ୍ ଏହି ପରି ଭାବରେ ଏକ ଉଲକା ପିଣ୍ଡ ପଡ଼ିଥିଲା। ଆଉ ଏହାର ପ୍ରଭାବ ରେ ଅନେକ ଗୁଡ଼ିଏ ଗାଆଁ ଆତଙ୍କିତ ହୋଇ ପଡ଼ିଥିଲେ। ଏହା ଯେଉଁ ସ୍ଥାନରେ ପଡ଼ିଥିଲା ସେହି ସ୍ଥାନରେ ଏକ ବଡ଼ ଗର୍ତ୍ ସୃଷ୍ଟି କରିଦେଇଥିଲା। ତେଣୁ ଅନେକ ଘର ଭାଙ୍ଗିବା ସହିତ ଏହାର କ୍ଷତି ମଧ୍ୟ ଦେଖା ଯାଇଥିଲା। ତେଣୁ ଉଲକା ପିଣ୍ଡ ଠିକ୍ ସେହିପରି କିଛି ଭୟାନକ କାଣ୍ଡ କରିପାରେ ବୋଲି ସୁଚନା ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।