ପରିସ୍ରା ଜଳାପୋଡ଼ାରୁ ମୁକ୍ତି ଦେବ ଏହି ଘରୋଇ ମସଲା , କରନ୍ତୁ ଏହାର ବ୍ୟବହାର ଆଉ ମାତ୍ର ପାଞ୍ଚ ମିନିଟରେ ଦୂର ହୋଇଯିବ ଏହି ସମସ୍ୟା।

0

ଶରୀର କୁ ସୁସ୍ଥ ରଖିବାକୁ ହେଲେ ଅନେକ ପ୍ରକାର ଜିନିଷ ସବୁକୁ ଜାଣିବାକୁ ପ ଡେ। ଯେମିତି କେତେ ଜଳ ପାନ କଲେ ଏହ ଦେହ ପ୍ରତି ଭଲ ହୋଇଥାଏ? ସେହିପରି ଆମକୁ କେଉଁ ସମୟରେ ଜଳ ପିଇବାକୁ ପଡିବ ସେହିପରି ଅନେକ କିଛି। ତେବେ ଆପଣ ଜାଣିଥିବେ କି ନାହିଁ ପରିସ୍ରା ଠିକ୍ ରେ ନହେବା ଏକ ବଡ଼ ଚିନ୍ତାର ବିଷୟ। କାରଣ ପରିସ୍ରା ଇନଫେକଟ୍ ହୋଇ ଅନେକ ରୋଗ ହୋଇଯାଏ।


ତାହା ସହିତ କେତେକ ଲୋକ ଠିକ୍ ସମୟରେ ପାଣି ପିଅନ୍ତି ନାହିଁ। ଏହା ଦ୍ବାରା ପେଟ ରେ ଗରମ ହୋଇ ପରିଶ୍ରମ ହଳଦିଆ ହୋଇଯାଏ। ମାତ୍ର ଏହା ଭଲ ନୁହେଁ। କାରଣ ଏପରି ହେଲେ ଜଣ୍ଡିସ ହୋଇଯିବାର ସମସ୍ୟା ରହିଛି। ସେହିଭଳି ବ୍ୟକ୍ତି ଜଣେ ଯଦି ପରିସ୍ରା କରିବା ସମୟରେ ପେଟ କିମ୍ୱା ପରିସ୍ରା ନଳୀ ପୋଡ଼ା ଜଳା କରେ ତେବେ ଏହା କିଡିନି ଉପରେ ମଧ୍ୟ ପ୍ରଭାବ ପକାଇ ପାରେ। ତେବେ ଏହି ସବୁ ଜିନିଷ ଗୁଡ଼ିକୁ ନିହାତି ଜନିନେବା ଦରକାର। ଏହା ପରବର୍ତ୍ତୀ ସମୟରେ କିଡିନି ପାଇଁଁ ଅନେକ ବଡ଼ ସମସ୍ୟା ଉପୁଜେ ପାରେ।

ତେବେ ଯଦି ଆପଣ ପରିସ୍ରା କରିବା ସମୟରେ ଏହା ପରିସ୍ରା ନାଡ଼ି ରେ ପୋଡା ଜଳା କରେ ତେବେ ଆପଣ ଏହି ଉପାୟ କରି ଏହି ସବୁ ସମସ୍ୟା ରୁ ଉଦ୍ଧାର ହୋଇପାରିବେ। ଏପରି ନକଲେ ଭବିଷ୍ୟତ୍ ରେ କିଡ଼ିନି ରେ ମାରାତ୍ମକ ରୋଗ ସୃଷ୍ଟି ହୋଇପାରେ। ତେବେ ଆସନ୍ତୁ ଜାଣିବ ଏହି ଉପାୟ ଯାହାକୁ ଆମେ ଘରେ ପ୍ରସ୍ତୁତ କରି ପାରିବା।

ପ୍ରସ୍ତୁତ ପ୍ରଣାଳୀ –

ଆପଣଙ୍କୁ କିଛି ଲବଙ୍ଗ ଏବଂ ଗୁଜୁରାତି ଆଣିବାକୁ ହେବ। ଲବଙ୍ଗ ଅନେକ ପ୍ରକାର ଖାଦ୍ୟ ରେ ହଜମ ପାଇଁ ବ୍ୟବହାର ହୋଇଥାଏ। ତାହା ସହିତ ଏହି ଲବଙ୍ଗ ଏବଂ ଗୁଜୁରାତି ଖାଇଲେ ମଧ୍ୟ ପେଟ ସଫା ହୋଇଯିବା ସହିତ ପେଟ ଗରମ ହେବାରୁ ରକ୍ଷା ପାଇଯାଏ। ତେଣୁ ଆପଣକୁ ଏହିପରି ଭାବରେ ଲବଙ୍ଗ କୁ ପ୍ରତିଦିନ ସକାଳେ କିଛି ପାଣିରେ ମିଶାଇ ପାନ କଲେ ଏହ ଦେହ ପାଇଁ ଉପଯୋଗୀ ହୋଇଥାଏ।

ଆଉ ଯଦି ଆପଣ ପ୍ରତିଦିନ ଏହି ଲବଙ୍ଗ କିଛି କୁ ନେଇ କ୍ଷୀର ରେ ମିଶାଇ ପାନ କରନ୍ତି ତେବେ ଆପଣଙ୍କର ପରିସ୍ରା ରେ ଆଉ କେବେ ଯନ୍ତ୍ରଣା ହେବ ନାହିଁ। ଏହା ସହିତ ଆପଣ ଯେଉଁ ସମୟରେ ପରିସ୍ରା କଲେ ମଧ୍ୟ ଆଉ ପୋଡା ଜଳା ହେବ ନାହିଁ। ତେଣୁ ଲବଙ୍ଗ ରେ ଅନେକ ଉପକାର ରହିଛି। ଯାହାକୁ ପ୍ରତିଦିନ ଖାଇବ ଦ୍ଵାରା ଶରୀର ରେ ପାଚନ ପ୍ରକିୟା ଠିକ୍ ଭାବେ ସମ୍ଭବ ହୋଇପାରେ।


ଲବଙ୍ଗ ଏବଂ ଗୁଜରାତି ଖାଇବ ଦ୍ଵାରା ଅନେଗୁଡ଼ିଏ ସୁବିଧା ଆମ ଶରୀରକୁ ମିଳେ। ଏହା ହଜମ ପ୍ରକ୍ରିୟା କୁ ଠିକ୍ ରେ ପରିଚାଳିତ କରିବା ସହିତ ପରିସ୍ରା ସମୟରେ ଏହ କିଡିନୀ କୁ ମଧ୍ୟ ସୁରକ୍ଷା ଦେଇଥାଏ। ତେବେ ଲବଙ୍ଗ ଆପଣ ପ୍ରତିଦିନ ନିହାତି ଦୁଇ ତିନିଟି ଖାଆନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।