ସାବଧାନ! କୋବି ରୁ ବାହାରିଲା ବିଷଧର ସାପ ଛୁଆ, ମା” ଝିଅଙ୍କୁ ସିଧା ପଠାଇଦେଲା ହସ୍ପିଟାଲ । ଆଶ୍ଚର୍ଯ୍ୟ ଜନକ ଘଟଣା, କୋବି ଖାଉଥିଲେ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ….

0

ଏହି ଅତ୍ୟାଧୁନିକ ସମାଜରେ ସମସ୍ତେ ନିଜ ନିଜର କାଯ୍ୟ ରେ ଵ୍ୟସ୍ତ , ନିଜ ନିଜର ଲାଭ ପାଇଁ କିଛି ବି କାର୍ଯ୍ୟ କରିବା ପାଇଁ ପଛୁନାହାନ୍ତି ଏ ଯୁବପିଢ଼ି । ତେଣୁ ନିଜ ସତର୍କତା ଅବଲମ୍ବନ ନକଲେ କିଛି ବି ହୋଇପାରେ । ସାଧାରଣତଃ ଆମେ ଛୋଟ ଛୋଟ ତଥା ଛୋଟ ଛୋଟ ଜିନିଷ ଗୁଡିକୁ ଧ୍ୟାନ ଦେଇନଥାଉ ଯାହା ଫଳରେ ଆମେ ବହୁ ଅସୁବିଧାର ସମ୍ମୁଖୀନ ହେଉ ।ତେବେ ଆପଣ ମାନେ ଜାଣିଥିବେ କି ଶୀତ ଦିନରେ ପନିପରିବା ରେ ଅନେ ପ୍ରକାରର ଛୋଟ ଛୋଟ କିଟପତଙ୍ଗ ରହିଥାନ୍ତି ।ତେଣୁ ଡାକ୍ତର ମାନେ ସବୁବେଳେ କହିଥାନ୍ତି ଯେ ପନିପରିବା କୁ ଭଲ ଭାବରେ ଧୋଇ ତାକୁ ପରିଷ୍କାର କରିବା ସହ ବଜାର ରୁ ଏହାକୁ ଆଣିବା ସମୟରେ ମଧ୍ୟ ଠିକ ଭାବରେ ଦେଖିବା ଆବଶ୍ୟକ ।


ତେବେ ଶୀତ ଦିନରେ ଆମ ବଜାର ରେ ଅନେକ ନୁଆ ନୂଆ ପନିପରିବା ଦେଖିବା କୁ ମିଳିଥାଏ ଏବଂ ଏଥି ମଧ୍ୟରୁ କୋବି (ଫୁଲକବି)ହେଉଛି ଅନ୍ୟତମ ଯାହାକି ଲୋକମାନ ଙ୍କୁ ବହୁତ ପସନ୍ଦ ଆସିଥାଏ ।କିନ୍ତୁ କେବେ କେବେ ଏହି କୋବି ଯେ କାହା ପାଇଁ ମୃତ୍ୟୁ ର କାରଣ ହୋଇଯିବେ ତାହା କେହି ଯେବେ କଳ୍ପନା ମଧ୍ୟ କରିପାରିବ ନାହିଁ ।ତେବେ ଆମେ ଆଜି ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ଯାହା ଆପଣ ଆଗରୁ ଯେବେ ଦେଖିନଥିବେ ।


ସୂଚନାଯୋଗ୍ୟ ଯେ,ଗତ କାଲି ଭୋପାଲ ରେ ଘଟିଛି ଏକ ଅଭାବନୀୟ ଘଟଣା ।ଫୁଲକୋବି ଜଣେ ମହିଳା ଓ ତାଙ୍କର ଝିଅ କୁ ପଠେଇଦେଇଛି ହସ୍ପିଟାଲ କୁ ।ତେବେ ସୂଚନା ଅନୁସାରେ ଭୋପାଲ ର ଜଣେ ୩୫ ବର୍ଷୀୟ ମହିଳା ବଜାରରୁ ଏକ କୋବି ଘରକୁ ଆଣିଥିଲେ କିନ୍ତୁ ସେ ଜାଣିନଥିଲେ କି ସେହି କୋବି ମଧ୍ୟରେ ଲୁଚି ରହିଛି ଏକ ବିଷଧର ସାପ ଛୁଆ ।ତେବେ ଯେତେବେଳେ ସେହି ମହିଳା ଓ ତାଙ୍କର ଝିଅ ମିଶି ସେହି କବି କୁ ରୋଷେଇ ପାଇଁ କାଟିବା ଆରମ୍ଭ କରିଥିଲେ ।ସେତେବେଳେ ସେମାନ ଙ୍କର ଅଜାଣତ ରେ ଉଭୟ ମା ଓ ଝିଅ କୁ ସେହି ବିଷ ଧର ସାପ ଛୁଆ ଚୋଟ ମାରିଥିଲା ।


କିନ୍ତୁ ଏ ବିଷୟରେ ଉଭୟ ଅଜଣା ଥିଲେ ।କିନ୍ତୁ ଯେତେବେଳେ ସାପ ର ବିଷ ଝିଅ ର ଶରୀର ଉପରେ ପ୍ରଭାବ ପକେଇଲା ସେତେବେଳେ ଝିଅ ଟି ବାନ୍ତି କରିବା ସହ ଅଚେତ ହୋଇଯାଇଥିଲା ଏବଂ ପରେ ଏହାର ପ୍ରଭାବ ମହିଳା ଙ୍କର ଉପରେ ପଡିବା ପରେ ସେ ପାଟି କରିଥିଲେ ।ତେବେ ଘରେ ପାଟି ଶୁଭିବା ଦେଖି ପୋଡ଼ଶୀ ମାନେ ସେମାନ ଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।ତେବେ ପ୍ରଥମେ ଉଭୟ ଙ୍କର ଅବସ୍ଥା ଅତ୍ୟନ୍ତ ଶୌଚନୀୟ ହୋଇପଡିଥିଲା ।ଡାକ୍ତର ଏହାକୁ ଦେଖି ଡାକ୍ତର କହିଥିଲେ କି ତାଙ୍କୁ ବିଶଧର ସାପ କାମୁଡିଚି ବୋଲି ।ତେବେ ବର୍ତ୍ତମାନ ସେମାନ ଙ୍କର ଆବସ୍ଥ ରେ ସୁଧାର ଆସିଥିବାର ସୂଚନା ଦେଇଛନ୍ତି ଡାକ୍ତର ଧର୍ମେନ୍ଦ୍ର ସିଂହ । ତେଣୁ ଆପଣ ମାନଙ୍କୁ କହିରଖୁଚୁ ଯେ କୌଣସି ବି ପରିବା କୁ ପ୍ରଥମେ ଭଲ ଭାବରେ ପରିଷ୍କାର କରି ଧୋଇବା ସହ ଭଲସେ ଦେଖନ୍ତୁ ପରେ ବ୍ୟବହାର କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।