୬ଗର୍ଭବତୀ ମହିଳାଙ୍କ ସହ ବିବାହ ଉତ୍ସବରେ ପହଞ୍ଚିଲେ ଯୁବକ: କହିଲେ, ‘ସବୁ ଶିଶୁର ବାପା ମୁଁ’ ଆଉ ତା’ପରେ

0

ଆଜି କାଲି ଦୁନିଆରେ ଅନେକ ଅଜବ ଅଜବ ଘଟଣା ସବୁ ଦେଖିବାକୁ ମିଳୁଛି, ଯାହାକୁ ଦେଖିଲା ବେଳେକୁ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ତା ଠାରୁ ବେଶୀ ଭାବନା ମନ କୁ ଆସୁଛି କି ଲୋକ ମାନେ ଏପରି ସ୍ତର କୁ ବି ଖସି ଯାଉଛନ୍ତି। ତେବେ ଆଜି କାଲି ର ଯୁଗ ତ ସୋସିଆଲ୍ ମିଡିଆ ର ଯୁଗ। ଦିନ ରାତି ସୋସିଆଲ୍ ମିଡିଆ ରେ ହଜାର ହଜାର ଘଟଣା ର ଫଟୋ ଭିଡିଓ ଏବଂ ସମ୍ପୂର୍ଣ୍ଣ ତଥ୍ୟ ଭାଇରାଲ୍ ହେଉଛି। ତେବେ ପ୍ରଶ୍ନ ଉଠୁଛି ଲୋକ ମାନେ ସବୁ ଏପରି କାମ କିପରି କରି ପାରୁଛନ୍ତି। ଲୋକ ମାନେ ଆଜି କାଲି ନିଜର ଶାନ୍ତି ପାଇଁ ଯେକୌଣସି ସ୍ତର କୁ ବି ଚାଲି ଯାଉଛନ୍ତି, ସେମାନଙ୍କୁ ଲୋକ ଲଜ୍ଜା ର ବି ଭୟ ନାହିଁ କି କୌଣସି କଥା କୁ ଲାଜ ମଧ୍ୟ ନାହିଁ।


ତେବେ ପ୍ରତିଦିନ ନିଶ୍ଚିତ ଭାବେ ସୋସିଆଲ୍ ମିଡିଆ ରେ ଏପରି ଘଟଣା ସବୁ ଦେଖିବାକୁ ମିଳୁଛି କି ମହିଳା ମାନେ ବିବାହ ପରେ ନିଜ ସ୍ୱାମୀ ଙ୍କୁ ଛାଡି ଅନ୍ୟ ପୁରୁଷ ମାନଙ୍କ ସହ ସମ୍ପର୍କ ରଖୁଛନ୍ତି, ପୁରୁଷ ମାନେ ମଧ୍ୟ ନିଜ ସ୍ତ୍ରୀ ଙ୍କୁ ଛାଡି ଅନେକ ପର ନାରୀ ସହ ଶାରୀରିକ ସମ୍ପର୍କ ରଖୁଛନ୍ତି ଆଉ ଆଶ୍ଚର୍ଯ୍ୟ କର କଥା ସବୁ ହେଉଛି କି ଆଗରୁ ଏହି ସବୁ କାମ ଲୋକ ମାନେ ଲୁଚି ଲୁଚି କରୁଥିଲେ କିନ୍ତୁ ଏବେ ସେମାନେ କାହାକୁ ନ ଡରି ଖୋଲା ଖୋଲି ଭାବେ କରୁଛନ୍ତି। ଅନେକ ଲୋକ ତ ନିଜର ସେହି ସମ୍ପର୍କ କୁ କାହାକୁ ନ ଜଣାଇବା ପାଇଁ ଲୁଚେଇ ରଖୁଛନ୍ତି, ଯଦି କେହି ଜାଣି ଦେଉଛନ୍ତି ତେବେ ତାଙ୍କୁ ତାଙ୍କ ରାସ୍ତା ରୁ ସଫା କରି ଦେଉଛନ୍ତି। ଆମେ କିନ୍ତୁ ଆପଣ ମାନଙ୍କୁ ଆଜି ଏପରି ଏକ ଘଟଣା ସମ୍ପର୍କରେ କହିବୁ ଯାହାକୁ ଶୁଣିବା ପରେ ଆପଣ ମାନଙ୍କୁ ଯେତିକି ଆଶ୍ଚର୍ଯ୍ୟ ଲାଗିବ, ଆପଣ ମାନେ ସେତିକି ଖରାପ ଭାବିବେ ମଧ୍ୟ ସେହି ଲୋକ ଙ୍କ ସମ୍ପର୍କରେ।

ତେବେ ସୋସିଆଲ ମିଡ଼ିଆ ରେ ଏକ ଖବର ଏବେ ଖୁବ୍ ଜୋରରେ ଭାଇରାଲ୍ ହେବାକୁ ଲାଗିଛି ଯେଉଁଠାରେ କି ଜଣେ ବ୍ୟକ୍ତି ୬ ଜଣ ମହିଳା ଙ୍କ ସହ ଏକ ବିବାହ ଉତ୍ସବ କୁ ଯାଇଥିଲେ। ତେବେ ସବୁଠାରୁ ଖାସ୍ ଏବଂ ଆଶ୍ଚର୍ଯ୍ୟ କର କଥା ହେଲା ସେହି ଯୁବକ ଜଣକ ଦାବି କରିଛନ୍ତି ଯେ ୬ ମହିଳା ଙ୍କ ଗର୍ଭସ୍ଥ ଶିଶୁ ର ବାପା ସେ ଜଣେ। ପ୍ରୀଟି ମାଇକ ନାମକ ଏହି ବ୍ୟକ୍ତି ଙ୍କ ଫଟୋ ଏବେ ସୋସିଆଲ୍ ମିଡାଆରେ ଖୁବ୍ ଜୋରରେ ଭାଇରାଲ୍ ହେଉଛି। ଏହି ବ୍ୟକ୍ତି ଜଣକ ନାଇଜେରିଆ ର ବୋଲି ଜଣା ପଡିଛି, ସେ ପ୍ଲେ ବଏ ଭାବେ ଖୁବ୍ ଜଣାଶୁଣା।


ଏହି ବ୍ୟକ୍ତି ଙ୍କୁ ନେଇ ଚର୍ଚ୍ଚା ହେଉଥିବା ଏହି କଥା ଟି ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ଆଗରୁ ମଧ୍ୟ ଆଉ ଏକ କଥା କୁ ନେଇ ଚର୍ଚ୍ଚା ହୋଇଥିଲା। ମହିଳା ମାନଙ୍କ ର ଆପତ୍ତି ଜନକ ଫଟୋ ସେୟାର୍ କରିବାଥିବା ମାମଲା ରେ ୨୦୧୭ ମସିହା ରେ ସେ ଗିରଫ ହୋଇଥିଲେ। ସୋସିଆଲ ମିଡ଼ିଆର ଏହି ଫଟୋ ବି ହେଉଛି ସେହି ସମୟ ରେ ସେ ତାଙ୍କ ର ଅଭିନେତା ବନ୍ଧୁ ୱିଲିୟମ୍ସ ଉମ୍ବେଚା ଙ୍କ ବାହାଘର କୁ ଯାଇଥିଲେ। ଏହି ୬ ଗର୍ଭବତୀ ମହିଳା ମଧ୍ୟ ସେତେବେଳେ ବି ଏହି ଯୁବକ ଙ୍କ ସହ ଥିଲେ।

ପ୍ରୀଟି ମାଇକଙ୍କ ଲୋକପ୍ରିୟତା କୁ ଦୃଷ୍ଟି ରେ ରଖି ଅନେକ ଲୋକ ଇନଷ୍ଟାଗ୍ରାମ ରେ କହିଛନ୍ତି କି ସେ ନବବିବାହିତା ଦମ୍ପତି ଙ୍କ ବିବାହ ଖରାପ କରି ଦେଇଛନ୍ତି, କାରଣ ସମସ୍ତେ ମାଇକ ଙ୍କ ସମ୍ପର୍କରେ ହିଁ ଚର୍ଚ୍ଚା କରୁଛନ୍ତି। ଇନଷ୍ଟାଗ୍ରାମରେ ମାଇକଙ୍କ ର ୩ ଲକ୍ଷ ରୁ ଅଧିକ ଫଲୋଅର୍ସ ଅଛନ୍ତି। ସେ ପ୍ଲେ ବଏ ଭାବେ ଖୁବ୍ ପରିଚିତ। ତେବେ ସେ ନିଜର ଆଲିସାନ୍ ଜୀବନ ଶୈଳୀ ପାଇଁ ଖୁବ୍ ପରିଚିତ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।