ଭାରତ ର ରାଷ୍ଟ୍ରୀୟ ଖାଦ୍ୟ କଣ ? ଏଭଳି ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ , କଣ ଆପଣ ଦେଇ ପାରିବେ ?

0

ଆଜିର ଏହି ଜଗତରେ ଯେତେ ଜ୍ଞାନ ଜାଣିଲେ ମଧ୍ୟ ଜ୍ଞାନ ର ଅଭାବ ରହି ଥାଏ । ଯେତେ ପ୍ରକାର ଜ୍ଞାନ ଜାଣିଲେ ମଧ୍ୟ ଆମ ଓଡ଼ିଶା ର କିଛି ଏମିତି କିଛି ସ୍ଥାନ ରହିଥାଏ,ତାହା ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇ ଥାଏ । କେତେକ ପ୍ରଶ୍ନ ର ଉତ୍ତର ଜାଣି ଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ । ସେମିତି କିଛି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ କିନ୍ତୁ ଏହା ର ଉତ୍ତର ବହୁତ ସହଜ ହୋଇ ଥାଏ ।


ତେବେ ଏହି ଜ୍ଞାନ ଆମକୁ ବହୁତ ଆଗକୁ ନେଇଯିବ। ତେବେ ଏହି ସବୁ ଛୋଟ ଛୋଟ କଥା । ଯାହା ଆମର ଜାଣିବା ଦରକାର। ତାକୁ ପ୍ରତିଦିନ ପଢିବା ଦରକାର। ସରକାର ଏହି ପାଠ କୁ ଆମର ଶିକ୍ଷା ସହ ଜଡିତ କରିଛନ୍ତି। ତେବେ ସେହି ପରୀକ୍ଷା ରେ ଏଭଳି ସାଧାରଣ ଜ୍ଞାନ ର୍ ପ୍ରଶ୍ନ ପଚାର ଯାଏ।ତେବେ ଆସନ୍ତୁ ଜାଣିବା ଏମିତି କିଛି ପ୍ରଶ୍ନ ଓ ଉତ୍ତର ଯାହା ଆପଣ କେବେ ଜାଣି ନଥିବେ। କି କେବେ ଶୁଣି ନଥିବେ।

୧) ପ୍ରଧାନ ମନ୍ତ୍ରୀ ରାଜୀବ ଗାନ୍ଧୀ କେବେ ମାନବ ବୋମା ରେ ପ୍ରାଣ ହରାଇ ଥିଲେ ?
ଉତ୍ତର:- ୧୯୯୧

୨)ପ୍ରଧାନମନ୍ତ୍ରି ପଦରେ ଥାଇ କିଏ କିସ୍ତି ରେ ଗାଡି କିଣିଥିଲେ ?
ଉତ୍ତର:-ଲାଲ ବହାଦୁର ଶାସ୍ତ୍ରୀ

୩) ଭାରତ ର କେଉଁ ଜାଗା ରେ ଭାଷମାନ ପୋଷ୍ଟ ଅଫିସ ରହିଛି ?
ଉତ୍ତର:-ଶ୍ରୀ ନଗର

୪) ପୃଥିବୀ ର ସବୁଠୁ ଉଚା କ୍ରିକେଟ ଗ୍ରାଉଣ୍ଡ ର ନାମ କଣ ?
ଉତ୍ତର:-ଚାଏଲ୍ କ୍ରିକେଟ ଗ୍ରାଉଣ୍ଡ

୫)କୋରିଆ ର ବିଭାଜନ କେବେ ହେଇଥିଲା ?
ଉତ୍ତର:- ୧୭ ଅଗଷ୍ଟ ୧୯୪୫

୬)ଭାରତ ର କେଉଁ ଖେଳାଳି ଙ୍କୁ ହିଟଲର ଜର୍ମାନି ନାଗରିକ ହେବାକୁ ପ୍ରସ୍ତାବ ଦେଇ ଥିଲେ ?
ଉତ୍ତର:-ମେଜର୍ ଧ୍ୟାନ ଚାନ୍ଦ

୭)ଚାରମିନାର୍ କେଉଁଠାରେ ଅବସ୍ତିତ ?
ଉତ୍ତର:- ହାଇଦ୍ରାବାଦ

୮) ଷ୍ଟାଚ୍ୟୁ ଅଫ ଇଉନିଟି କାହାର ପ୍ରତି ମୂର୍ତ୍ତି ?
ଉତ୍ତର:- ବଲଭ ଭାଇ ପଟେଲ

୯)କୃଷି ର ଉନତି ପାଇଁ ଜାତୀୟ ସ୍ତର ରେ କେଉଁ ବେଙ୍କ କାମ କରୁଛି ?
ଉତ୍ତର:- ନାବାଡ

୧୦)୧୯୪୬ ମସିହା ରେ ଭାରତ ରେ କେତୋଟି ପ୍ରଦେଶ ଥିଲା ?
ଉତ୍ତର:- ୧୧

୧୧)କେବେ ଓଡିଶା ରେ ପ୍ରଥମ କରି ରେଳ ଗାଡି ଚଳା ଚଳ କେବେ ଆରମ୍ଭ ହୋଇ ଥିଲା ?
ଉତ୍ତର:- ୧୮୯୭

୧୨) ଭାରତ ର ରାଷ୍ଟ୍ରୀୟ ଖାଦ୍ୟ କଣ ?
ଉତ୍ତର:- ଖେଚୁଡ଼ି

୧୩)ମୋରାଜି ଦେସାଇ ଙ୍କ ମନ୍ତ୍ରୀ ମଣ୍ଡଳ ରେ କିଏ ବୈଦେସିକ୍ ମନ୍ତ୍ରୀ ଥିଲେ ?
ଉତ୍ତର:- ଅଟଳ ବିହାରୀ ବାଜପେୟୀ

୧୪)କେଉଁ ଟି କୁ ଏକ ସ୍ୱତନ୍ତ୍ର ରାଜ୍ୟ ର ମାନ୍ୟତା ମିଳିଛି ?
ଉତ୍ତର:- ଦିଲ୍ଲୀ

୧୫)ବହୁ ରାଷ୍ଟ୍ରୀୟ କମ୍ପାନୀ ମାନେ ଚୀନ ରେ ତାଙ୍କର ଜିନିଷ ଉତ୍ପାଦନ କରିବାର କାରଣ କଣ ?
ଉତ୍ତର:-ଚୀନ ରେ ବୈଦେସିକ୍ ଜ୍ଞାନ କୌଶଳ ଉନତ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।