ଜାଣନ୍ତୁ ଥାଇରଏଡ଼ କ’ଣ ? କେମିତ ହୁଏ ଓ ଏହାର ପ୍ରତିକାର ତେବେ ନିଶ୍ଚିତ ଭାବରେ ଜାଣନ୍ତୁ ଏହାର କାରଣ ନିରାକରଣ ବିଷୟରେ

0

ଆପଣ ଥାଇରଏଡ଼ ରୋଗ ବିଷୟ ରେନିଶ୍ଚିତ ଶୁଣିଥିବେ । ଏହାକୁ ସାଇଲେଣ୍ଟ କିଲର ବୋଲି ମଧ୍ୟ କୁହା ଯାଇଥାଏ। କାହିଁକି ନା ଏହା ଧୀରେ ଧୀରେ ମଣିଷର ର ସମ୍ପୂର୍ଣ ଶରୀର କୁ ଦୁର୍ବଳ କରିଦେଇଥାଏ। ଆମର ଶରୀର ର ଅଙ୍ଗ ପ୍ରତ୍ୟଙ୍ଗ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଥାଏ। ଥାଇରାଏଡ଼ ଅନେକ ରୋଗ ର କାରଣ ମଧ୍ୟ ଅଟେ। ଏହି ଥାଇରାଏଡ଼ ଗ୍ରନ୍ଥି ଆମର ଗଲା ପାଖରେ ରହିଛି। ଏହାର କାର୍ଯ୍ୟ ହେଉଛି ବିଭିନ୍ନ ପ୍ରକାର ର ହର୍ମାନ ର ସୃଷ୍ଟି କରିବା । କାହିଁକି ନା ହର୍ମାନ ଆମର ଶରୀର ପାଇଁ ବହୁତ ଆବଶ୍ୟକ ଅଟେ। ଆମର ଶରୀର ରେ ହର୍ମାନ ର ବହୁତ ଅବଶ୍ୟକତା ରହିଛି। ଯଦି ଏହି ହର୍ମାନ ରେ କିଛି ଏପଟ ସେପଟ ହୁଏ ଅର୍ଥାତ କମ ହୋଇଯାଏ କିମ୍ବା ବେଶି ହୋଇ ଯାଏ ତାହାଲେ ଏହା ଆମର ଶରୀର ପାଇଁ ବହୁତ କ୍ଷତି କାରକ ହୋଇ ଥାଏ।

ଥାଇରାଏଡ଼ ହେଲେ ଓଜନ ଅଚାନକ ବଢି ଯାଇଥାଏ। ଖାଲି ଏତିକି ନୁହଁ ଏହା ଦ୍ୱାରା ବାଳ ଝଡ଼ିବା, ଆଣ୍ଠୁ ଗଣ୍ଠି ବଥା, ହୃଦ ସ୍ପନ୍ଦନ ବଢିଯିବା ଭଳି ସମସ୍ୟା ଗୁଡିକ ଦେଖା ଦେଇ ଥାଏ। ଯେତେବେଳେ ଥାଇରାଏଡ଼ ଅଧିକା ମାତ୍ର ରେ ହର୍ମାନ କ୍ଷରଣ କରେ ତାହାକୁ ହାଇପର ଥାଇରାଏଡ଼ କୁହାଯାଏ ଓ କମ ପରିମାଣ ରେ ହର୍ମାନ କ୍ଷରଣ କଲେ ତାକୁ ହାଇପ ଥାଇରାଏଡ଼ କୁହା ଯାଏ। ତେବେ ଆଜି ଆମେ ଆପଣ ମାନକୁ ଏପରି କିଛି ଉଓଆୟ ବିଷୟ ରେ କହିବା ପାଇଁ ଯାଉଛୁ ଯାହାକୁ କରିବା ଦ୍ୱାରା ଆପଣ ଥାଇରାଏଡ଼ କୁ ନିୟନ୍ତ୍ରଣ ରେ ରଖି ପାରିବେ।

1. ଅଳସୀ ମଞ୍ଜି

ଅଳସୀ ମଞ୍ଜି ଥାଇରାଏଡ଼ ପାଇଁ ବହୁତ ଲାଭ ଦାୟକ ଅଟେ। ଆପଣ କିଛି ଅଳସୀ ମଞ୍ଜି କୁ ନେଇ ଭଲ ଭାବେ ଧୋଇଦେଇ ତାକୁ 2 ରୁ 3 ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ଭାଜି ଦିଅନ୍ତୁ। ଏହା ପରେ ସେହି ଅଳସୀ ମଞ୍ଜି କୁ ଗୁଣ୍ଡ କରି ଦିଅନ୍ତୁ। ଏହା ପରେ ସବୁ ଦିନ ସକାକୁ ଖାଲି ପେଟରେ ଏକ ଗ୍ଲାସ ପାଣି ରେ ଏକ ଚାମଚ ଅଳସୀ ଗୁଣ୍ଡା ମିଶାଇ ପିଅନ୍ତୁ। ଦେଖିବେ ଆପନଙ୍କ ର ଥାଇରାଏଡ଼ ବହୁତ ମାତ୍ରାରେ ନିୟନ୍ତ୍ରଣ ରେ ରହିବ।

2. ଧନିଆ ପତ୍ର

ଧନିଆ ପତ୍ର ମଧ୍ୟ ଥାଇରାଏଡ଼ କୁ ଭଲ କରିବା ରେ ସହାୟକ କରିଥାଏ। ଏହା ଆମର ଶରୀର ରେ ବହୁତ ପ୍ରକାର ରୋଗ ରୁ ରକ୍ଷା କରିବା ରେ ଆମକୁ ସାହାଯ୍ୟ କରି ଥାଏ। ଧନିଆ ପତ୍ର କୁ ଆଓଅନ ଭଲ ଭାବରେ ଧୋଇ ଏହା କୁ ଗ୍ରାଇଣ୍ଡ କରି ଦିଅନ୍ତୁ। ଓ ଏକ ଗକାଶ ପାଣି ରେ ଏକ ଗ୍ଲାସ ଧନିଆ ଗ୍ରାଇଣ୍ଡ ମିଶାଇ ପିଅନ୍ତୁ। ଦେଖିବେ ଆପଣଂକୁ ଏହି ରୋଗରୁ ନିଶ୍ଚିତ ଭାବରେ ମୁକ୍ତି ମିଳିବ।

3. ଲେମ୍ବୁ ଓ ଅଦା

ଏକ ଗ୍ଲାସ ଗରମ ପାଣି ରେ ଦୁଇ ଖଣ୍ଡ ଲେମ୍ବୁ ଓ ଦୁଇ ଖଣ୍ଡ ଅଦା ମିଶାଇ ଦିଅନ୍ତୁ। ଏହା ପରେ ତାହା ଟିକେ ଶୀତଳ ହେବା ପରେ ତାହାକୁ ଚା ପରି ଟିକେ ଟିକେ ପିଅନ୍ତୁ। ନିଶ୍ଚିତ ଭାବରେ ଆପଣଂକୁ ଏହି ଥାଇରେଡ଼ ରୋଗରୁ ମୁକ୍ତି ମିଳିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।