ପୁଣି ଓଡିଶାକୁ ଫେରିଲା ଅନଲକ୍ 7.0 ଗାଇଡଲାଇନ୍ , ! ଜାଣନ୍ତୁ କଣ ଖୋଲା କଣ ବନ୍ଦ , ଏଥର ଅଧିକ ଢିଲା…..

0

ଏବେ ସାରା ଦେଶ ରେ କୋରୋନା ବ୍ୟାପି ସାରିଲାଣି। ଏହି ମାରାତ୍ମକ ଭୁତନୁ ଦିନ କୁ ଦିନ ବ୍ୟାପିବା ରେ ଲାଗିଛି। ପ୍ରତିଦିନ ଏହି ରୋଗ ରେ ହଜାର ହଜାର ଲୋକ ଆକ୍ରାନ୍ତ ହେଉଛନ୍ତି । ଆଉ ହଜାର ହଜାର ଲୋକ ମୁର୍ତ୍ୟୁ ବରଣ କରୁଛନ୍ତି। ତେବେ ଏହା କୁ ରୋକିବା ପାଇଁ କୌଣସି ଔଷଧ ନାହିଁ କି କୌଣସି ପ୍ରତିସେଧକ୍ ଟୀକା ମଧ୍ୟ ନାହିଁ। ଯାହା ଦ୍ୱାରା ଲୋକ ମାନେ ପୋକ ମାଛି ଭଳି ମାରୁଛନ୍ତି।ଏବଂ ତା ସହ ଏହା ଅଜଣା ରୋଗ ଡାକ୍ତର ମାନେ ମଧ୍ୟ ଏହି ରୋଗ ର କୌଣସି ଚିକିତ୍ସା ର ଉପାୟ ଜାଣି ନାହାନ୍ତି। ଯାହା ଦ୍ୱାରା ଆଜି ଦେଶ ରେ ଏହି ଭଳି ପରିସ୍ତିତ୍ ଦେଖା ଦେଇଛି।ତେବେ ଏହା ଦିନ କୁ ଦିନ ବଢ଼ି ଯାଉଛି। ପ୍ରତେକ ଦିନ ଅନେକ ଲୋକ ଏହି ରୋଗ ରେ ଆକ୍ରାନ୍ତ ହୋଇ ମାରୁଛନ୍ତି। କିନ୍ତୁ କେହି ଏହାର ସମାଧାନ କରି ପାରୁ ନାହଁନ୍ତି। କି ଏହାର କୌଣସି ଉପାୟ ମଧ୍ୟ ବାହାର କରି ପାରୁ ନାହାନ୍ତି।


ତେବେ ସରକାର ଏହି ଆକ୍ରାନ୍ତ ର ସଂଖ୍ୟା କୁ କିଛି ପରିମାଣ ରେ ରୋକିବା ପାଇଁ ଦେଶ ରେ ଲକ ଡାଉନ ଘୋଷଣା କରିଥିଲେ।ତେବେ ଏହି ସମୟରେ ଦେଶ ରେ ସବୁ କିଛି ବନ୍ଦ ଥିଲା । ତେବେ ଅନେକ ଲୋକ ବହୁତ ଅସୁଵିଧା ରେ ପଡ଼ିଥିଲେ। ତା ସହ ଦେଶ ର ଆର୍ଥିକ ସ୍ଥିତି ଖରାପ ହେବାକୁ ଲାଗିଲା । ତେଣୁ ସରକାର କିଛି ମାସ ପୁଣି ଥରେ ଅନ ଲକ ଜାରିଆ ରେ ସବୁ କିଛି ଖୋଲି ଦେଇ ଥିଲେ। ତେବେ ପୁଣି ଥରେ ସୂଚନା ଅସିଛି କି ଅନ ଲକ ୭ ର ଗାଇଡ଼ଲାଇନ୍ ଆସୁଛି। ତେବେ ଏଥିରେ କଣ କଣ ସବୁ ନିୟମ୍ ରହିଛି ଓ କଣ କଣ ସବୁ ଖୋଲା ରହିବ । ଏଥିରେ ସବୁ ଉଲେଖ୍ ରହିଛି। ତେବେ ଆସନ୍ତୁ ଜାଣିବା ସେହି ଗାଇଡ଼ଲାଇନ୍ ଗୁଡିକ କଣ ।


ତେବେ ଏହି ଅନ ଲକ ୭ ଡିସେମ୍ବର ୧ ରୁ ୩୧ ଯାଏ ଲାଗୁ ହେବ।ତେବେ ପୂର୍ବ ରୁ ସିନେମା ହଲ୍ ,ପାର୍କ , ସୁଈମିଙ୍ଗ୍ ପୁଲ , ବାର ଆଦି ଖୋଲିବର୍ ବ୍ୟବସ୍ତା ରହି ଥିଲା। ତେବେ ମନ୍ଦିର ଖୋଲିବର୍ ନିଷ୍ପତି ଜିଲ୍ଲା ପାଳ ଙ୍କୁ ଦିଆ ଯାଇ ଥିଲା। ହେଲେ ଏବେ ଯାଏ କୌଣସି ମନ୍ଦିର କିମ୍ବା ଧାର୍ମିକ ସ୍ଥାନ ଖୋଲା ହୋଇ ନାହିଁ।ତେବେ ଡିସେମ୍ବର ମାସରେ ଅନେକ ପର୍ବ ପର୍ବାଣୀ ପଡି ଥାଏ । ଏହା ସହିତ ବଡ଼ ଦିନ ଓ ନୂଆ ଖାଇ ପର୍ବ ଆଗକୁ ରହିଛି। ତେଣୁ ଲୋକ ଙ୍କ ମଧ୍ୟ ରେ ଉତ୍ସାହ ରହିଛି ।

ତେଣୁ ନୂଆ ଗାଇଡ୍ ଲାଇନ୍ ରେ ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ନିଷ୍ପତି ନିଆ ଯାଇ ପାରେ । କେନ୍ଦ୍ର ସରକାର ର ଡିସେମ୍ବର ମାସ ର ଗାଉଡ୍ ଲାଇନ୍ ରେ ସିନେମା ହଲ୍ , ଥିଏଟର ୫୦ ପ୍ରତିଶତ କ୍ଷମତାରେ ଖେଲିବା ପାଇଁ ଅନୁମତି ଦିଆ ଯାଇଛି ।କିନ୍ତୁ ଓଡିଶା ରେ ସିନେମା ହଲ ବନ୍ଦ ରହିଛି। ରାଜ୍ୟ ରେ ଆକ୍ରାନ୍ତ କମ ହେଉଛି । ତେବେ ସରକାର ଏହା ଖୋଲିବର୍ ନିଷ୍ପତି ନେଇ ପାରନ୍ତି ବୋଲି ସୂଚନା ମିଳିଛି। କିନ୍ତୁ ଏହା ପାଇଁ କୌଣସି ସ୍ପଷ୍ଟ ହୋଇ ନାହିଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।