ଦେଖନ୍ତୁ ଭିଡିଓ – ବସ୍ ଭିତରେ କେମିତି ରୋମାନ୍ସ ହେଉଛି , ନିଆଁ ଭଳି ଭାଇରାଲ ଏବେ ପୁରା ସୋସିଆଲ ମିଡିଆରେ

0

ଉଲେଖଯୋଗ୍ୟ ଯେ , ବର୍ତ୍ତମାନର ପ୍ରେମ ଆଉ ଆଗ ଯୁଗର ରାଧା-କୃଷ୍ଣ ଙ୍କ ପ୍ରେମ ପରି ପବିତ୍ର ନୁହେଁ । ବର୍ତ୍ତମାନର ଏହି ଅତ୍ୟାଧୁନିକ ଯୁଗରେ ପ୍ରେମର ଅର୍ଥ କହିଲେ କେବଳ କାମନା ଏବଂ ବାସନାର ସମାହାର । ଏବେ ଏହି ଯୁବ ପିଢୀ ମାନେ ମଧ୍ୟ ନିଜର ତଥା ନିଜ ପରିବାରର ମାନସଂମାନ କୁ ଭୁଲିଯାଇ ଏହି କୌଳିସିତ କାର୍ଯ୍ୟରେ ଲିପ୍ତ ରହୁଛନ୍ତି ଯାହାକି ଉଭୟ ନିଜର , ପରିବାରର ଏବଂ ସମାଜ ର ଆଗାମୀ ପିଢୀ ଙ୍କ ପାଇଁ ମଧ୍ୟ ଏହାର ଖରାପ ପ୍ରଭାବ ପକେଇବ ।


ତେବେ ଏହି କିଛି ଦିନ ତଳେ ସୋସିଆଲ ମିଡ଼ିଆ ରେ ଏକ ଅତ୍ୟାଧୁନିକ ପ୍ରେମୀ ଯୁଗଳ ଙ୍କ ରାହାସଲୀଳା ଭାଇରଲ ହେବାରେ ଲାଗିଛି । ସୂଚନା ଅନୁସାରେ ଜଣାଯାଇଛି ଯେ , ଚଳନ୍ତା ଟ୍ରକ ମଧ୍ୟରେ ଚାଲିଥିଲା ଡ୍ରାଇଭର ଏବଂ ଜଣେ ଯୁବତୀଙ୍କ ର ରାହାସଲୀଳା । କିନ୍ତୁ ସେମାନେ ଭୁଲି ଯାଇଥିଲେ କି ସେମାନେ ଏକ ଚଳନ୍ତା ଗାଡି ଟି ଏକ ସର୍ବସାଧାରଣ ସ୍ଥାନରେ ଅଛି ବୋଲି ଆଉ ନିଜର ପ୍ରେମାନନ୍ଦ ରେ ଭରି ରହିଥିଲେ ଉଭୟ ଯୁବକ ଏବଂ ଯୁବତୀ ଦୁହେଁ । ତେବେ ତାଙ୍କର ଏହି କାରନାମା କୁ ଦେଖି ସେଠାରେ ଥିବା ଅନ୍ୟ ଜଣେ ବ୍ୟକ୍ତି ନିଜର ପରିଚୟ ଲୁଚାଇ ସେମାନ ଙ୍କର ଭିଡ଼ିଓ ବନେଇଥିଲେ ଯାହା କି ଏବେ ମୋବାଇଲ ରୁ ମୋବାଇଲ କୁ ଘୁରିବୁଲୁଛି ।

ସେହି ଭାଇରଲ ଭିଡ଼ିଓ ତି କୁ ଦେଖିଲେ ଆପଣ ବର୍ତ୍ତମାନ ର ଏହି ପରି ଯୁବ ଯୁବତୀ ଙ୍କୁ ଘୃଣା କରିବାକୁ ଲାଗିବେ ।ତେବେ ଭିଡ଼ିଓ ରେ ସମ୍ପୂର୍ଣ୍ଣ ଭାବରେ ଜଣାଯାଉଛି କି ଯୁବକ ଜଣଙ୍କ ହେଉଛି ସେହି ଟ୍ରକ ର ଡ୍ରାଇଭର ଯିଏକି ଗାଡି ଚଳାଉଛି ।ଏବଂ ତାର ପାଖରେ ବସିଛନ୍ତି ଜଣେ ଯୁବତୀ ।ତେବେ ଯୁବକ ଜଣଙ୍କ ସର୍ବ ସାଧାରଣ ରାସ୍ତା ଉପରେ ଗାଡି ଚଲେଇବା ସହ ସେହି ଯୁବତୀ ଜଣଙ୍କ ସହ ପ୍ରେମାଳ୍ପ ରେ ବ୍ୟସ୍ତ ରହୁଥିଲେ ।ଏବଂ ଅନ୍ୟ ପଟ ରେ ସେହି ଯୁବତୀ ଜଣଙ୍କ ମଧ୍ୟ ଯୁବକ କୁ ଅଶୀଳ ଅଙ୍ଗ ଭଙ୍ଗୀ ଦେଖାଉଥିଲେ ।ଖାଲି ଏତିକି ନୁହେଁ ବରଂ ସେହି ଯୁବତୀ ଜଣଙ୍କ ଯୁବକ ଯିଏକି ରାସ୍ତା ଉପରେ ଗାଡି ଚଲାଉଛି ତାକୁ କୁଣ୍ଢେଇ ଧରିଛନ୍ତି ଏବଂ ତାକୁ ବାରମ୍ବାର କିସ ମଧ୍ୟ କରୁଛି ।ତେବେ ଏହି ସବୁ କାରନାମା ଗୁଡିକୁ ଜଣେ ବ୍ୟକ୍ତି ରେକର୍ଡ କରି ସୋସିଆଲ ମିଡ଼ିଆରେ ଭାଇରଲ କରିଥିଲେ ।


ତେବେ ସେମାନଙ୍କ କହିବା ଅନୁସାରେ ଏପରି ଭାବରେ କରିବା ଦ୍ବାରା ଆଗାମୀ ପିଢୀ ର ଯୁବ ଯୁବତୀ ମାନେ ଆଉ ଏହି ପରି କାର୍ଯ୍ୟ କରିବା ପୂର୍ବରୁ ଶହେ ଥର ଚିନ୍ତା କରିବେ ଆଉ ଏପରି ଭୁଲ କାମ କରିବାକୁ କେବେ ହେଲେ ସାହସ କରିବେ ନାହିଁ । ତେବେ ସେହି ବ୍ୟକ୍ତି ମାନେ ମଧ୍ୟ କହିଛନ୍ତି ଯେ ଅନେକ ଥର ସେମାନେ ସେହି ଜଙ୍ଗଲ ରେ ବହୁ ପ୍ରେମି ଯୁଗଳ ଙ୍କୁ ଅଶୀଳ ଭାବରେ ଆଗରୁ ମଧ୍ୟ ଦେଖିଛନ୍ତି ଏବଂ ସେମାନଙ୍କୁ ମଧ୍ୟ ପାନେ ଦେଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।